У нас вы можете посмотреть бесплатно ଓଡ଼ିଆ ଭାଷାରେ ଜୀବ ବିଜ୍ଞାନକୁ ଅନୁବାଦ କରିଛନ୍ତି ,ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ l Dr. Debasish Jaisthi ,Cuttack или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଓଡ଼ିଆ ଭାଷାରେ ଜୀବ ବିଜ୍ଞାନକୁ ଅନୁବାଦ କରିଛନ୍ତି ,ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ l ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ ଙ୍କ ଦ୍ଵାରା ରଚିତ ଜୀବ ବିଜ୍ଞାନ ଉନ୍ମୋଚନ । କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ଦିନ ହେବ ଡାକ୍ତର ଏବଂ ନରସିଂହପୁର ବ୍ଲକ ର ସ୍ବାସ୍ଥ୍ୟ ଅଧିକାରୀ ଭାବେ ନିୟୋଜିତ ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ ପେଶାରେ ଜଣେ ଡାକ୍ତର ହେଲେ ନିଶା ଓଡ଼ିଶା ଭାଷା ସାହିତ୍ୟ କୁ ଆଗକୁ ନେବା ପାଇଁ ପ୍ରଚେଷ୍ଠା ଜାରି ରଖିଛନ୍ତି । ସେଥିପାଇଁ ସେ ନରସିଂହପୁର ବ୍ଲକ ସହିତ ସାରା ଓଡ଼ିଶା ଏବଂ ସାମାଜିକ ଗଣ ମାଧ୍ୟମ ରେ ବେଶ ଲୋକ ପ୍ରିୟ ହାସଲ କରିଛନ୍ତି । ତାଙ୍କର ମୁଖ୍ୟତଃ ଓଡ଼ିଆ ରେ ରୋଗୀ ମାନଙ୍କ ପାଇଁ ପ୍ରେଶିକ୍ସନ୍ ଲେଖିବା ଶୈଳୀ ସମସ୍ତ ଙ୍କୁ ଚକିତ କରାଏ ଏବଂ ଜଣେ ଡାକ୍ତର ହେଲେ ମଧ୍ୟ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ କୁ ଧୋତି ପିନ୍ଧି ଯିବା ସମସ୍ତ ଙ୍କୁ ବିସ୍ମିତ କରେ । ହେଲେ ଲେଖିବା ଏତେ ନିଶା ଯେ ତାଙ୍କ ଦ୍ଵାରା ରଚିତ ଜୀବ ବିଜ୍ଞାନ ନିକଟ ରେ ଓଡ଼ିଶା ର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଉନ୍ମୋଚନ ହୋଇଯାଇଛି । ଯାହା +୨ ବିଜ୍ଞାନ ଛାତ୍ରଛାତ୍ରୀ ତଥା ଡାକ୍ତରୀ ପ୍ରବେଶିକା ପରୀକ୍ଷାର୍ଥୀଙ୍କ ପାଇଁ ଏହି ପୁସ୍ତକଟି ଉପାଦେୟ ହୋଇପାରିଲେ ମୋର ଶ୍ରମ ସାର୍ଥକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି । Dr. Debasish Jaisthi ,Cuttack #cuttack #DebasishJaisthi #Biology Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha