У нас вы можете посмотреть бесплатно 🎶 Bhuliparibani | ଭୁଲିପାରିବନି 💖 AI Artistry Odia Song 🎵 | AI Odia Lofi Vibes 🎶 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
“Bhuliparibani” – An AI-Artistry Odia Lofi song that blends soothing beats with emotional melodies. Immerse yourself in a calm, nostalgic vibe created through Artificial Intelligence Artistry. Perfect for relaxation, studying, or simply unwinding. If you enjoy this track, don’t forget to Subscribe, Like, Comment, and Share to support our AI Odia Lofi journey! 💙✨ Here you go: 🎶🎶🎶🎶🎶 ::::::::::::::::::::::::::::::::::::::::: ଭୁଲିପାରିବନି ::::::::::::::::::::::::::::::::::::::::: ମୋତେ ତୁମେ ଯେତେବି ଅପମାନ ଦିଅ ଜୀବନେ ମୋତେ କେବେ ଭୁଲିପାରିବନି ମୋତେ ତୁମେ ଯେତେବି ଅପମାନ ଦିଅ ଜୀବନେ ମୋତେ କେବେ ଭୁଲିପାରିବନି ଜାଣେନି କାହିଁକି ମନ ମୋ କହୁଛି ମୋର ପ୍ରେମକୁ ତୁମେ ଭୁଲିପାରିବନି ମୋତେ ତୁମେ ଯେତେବି ..... ଯୁଆଡେବି ଯିବ ତୁମେ ମୋତେହିଁ ମୋତେ ପାଇଥିବ କେବେ କାହା ଗୀତରେତ କେବେ କାହା ଲୁହରେ ପାଇଥିବ କେବେ କାହା ଗୀତରେତ କେବେ କାହା ଲୁହରେ ପାଇଥିବ ସବୁଠି ହିଁ ମୋତେ ତୁମେ ଦୁଃଖରେ ପାଇଥିବ ମୋର ସଚ୍ଚୋଟତା ଯେଉଁ ନିଆଁ ଜାଳିଛି ତାକୁ କେବେବି ନା ତୁମେ ଲିଭାଇ ପାରିବ ମୋତେ ତୁମେ ଯେତେବି ..... ମୋତେ ତୁମେ ଯେତେବି ଅପମାନ ଦିଅ ଜୀବନେ ମୋତେ କେବେ ଭୁଲିପାରିବନି ମୋତେ ତୁମେ ଯେତେବି ଅପମାନ ଦିଅ ଜୀବନେ ମୋତେ କେବେ ଭୁଲିପାରିବନି ଜାଣେନି କାହିଁକି ମନ ମୋ କହୁଛି ମୋର ପ୍ରେମକୁ ତୁମେ ଭୁଲିପାରିବନି ମୋତେ ତୁମେ ଯେତେବି ..... କେବେବି ମୋ ନାମ କିଛି କଥାରେ ଆସିଥିବ ହୃଦୟ ତୁମର ବିଚଳିତ ନିଶ୍ଚୟ ହୋଇଥିବ ହୃଦୟ ତୁମର ବିଚଳିତ ନିଶ୍ଚୟ ହୋଇଥିବ ଆଖିରେ ଦୁଃଖର ଅନ୍ଧାର ଘୋଟିଯାଇଥିବ ଲୁହର କାରଣ ଯଦି କିଏ ତୁମକୁ ପଚାରିଥିବ ଚାହିଁଲେବି କେବେ ତୁମେ ବତେଇ ପାରିନଥିବ ମୋତେ ତୁମେ ଯେତେବି ଅପମାନ ଦିଅ ଜୀବନେ ମୋତେ କେବେ ଭୁଲିପାରିନଥିବ ମୋତେ ତୁମେ ଯେତେବି ..... ମୋତେ ତୁମେ ଯେତେବି ଅପମାନ ଦିଅ ଜୀବନେ ମୋତେ କେବେ ଭୁଲିପାରିବନି ମୋତେ ତୁମେ ଯେତେବି ଅପମାନ ଦିଅ ଜୀବନେ ମୋତେ କେବେ ଭୁଲିପାରିବନି ଜାଣେନି କାହିଁକି ମନ ମୋ କହୁଛି ମୋର ପ୍ରେମକୁ ତୁମେ ଭୁଲିପାରିବନି ମୋତେ ତୁମେ ଯେତେବି ..... #AIOdiaLofi #Bhuliparibani #OdiaLofiSong #OdiaMusic #LofiOdia #ArtificialIntelligenceMusic #AIMusicCreation #OdiaSong2025 #ChillBeatsOdia #StudyMusicOdia #RelaxingMusicOdia #AIOdiaBeat #OdiaLofiVibes #NewOdiaSong #LofiMixOdia #OdiaMusic #OdiaSongs #OdiaCulture #OdiaTradition #OdiaMelodies #OdiaClassics #OdishaMusic #OdishaCulture #OdiaFolk #OdiaFilmSongs #OdiaHits #OdiaSingers #OdiaLanguage #OdiaTunes #OdiaArtists #OdiaLegends #OdiaEntertainment #OdiaHeritage #OdiaVibes #OdiaRhythms Note: This is not an auto-generated AI song. All lyrics are original and human-written. AI is used solely as a creative tool, guided by musical knowledge and refined prompt engineering through dedicated effort.