У нас вы можете посмотреть бесплатно ଝିଅ ଜନ୍ମ ହେଲେ ମିଳିବ ୨୦ ହଜାର ଟଙ୍କା ! BJP MLA Pradyumna Kumar Nayak on Odisha Budget 2026 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସରକାରଙ୍କ ଘୋଷଣା ,ଝିଅ ଜନ୍ମ ହେଲେ ମିଳିବ ୨୦ ହଜାର ଟଙ୍କା ! ଚଳିତ ବର୍ଷର ବଜେଟ୍ ଲୋକଙ୍କ ବଜେଟ୍। ବିଧାନସଭାରେ ଏ ବଜେଟ୍ କୁ ବିରୋଧ କରିବାର ସାହାସ ନାହିଁ ବିରୋଧୀ ଦଳର l ଓଡ଼ିଶା ବିଧାନସଭାରେ ବଜେଟ୍ ଆସିବା ପରେ ବିରୋଧୀ ଙ୍କ ପାଟି ଚୁପ୍। ଚଳିତ ବର୍ଷର ବଜେଟ୍ ଲୋକାଭିମୁଖୀ ବଜେଟ ହୋଇଥିବା କହିଛନ୍ତି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର୍ ନାୟକ।ଆଜି ଭଞ୍ଜନଗର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଠାରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାକୁ 3 ଲକ୍ଷ 10 ହଜାର କୋଟି ଟଙ୍କା ବାର୍ଷିକ ବଜେଟ୍ ଆସିଥିବା କହିଛନ୍ତି । ଲୋକଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି । ଏହାକୁ ନଜରରେ ରଖି ଲୋକଙ୍କ ପାଇଁ ବଜେଟ କରାଯାଇଥିବା ବେଳେ ଏହି ବଜେଟ ବିରୋଧୀ ଙ୍କ ମୁଁହ ମଧ୍ୟ ବନ୍ଦ କରିଦେଇଛି ବୋଲି ବିଧାୟକ ପ୍ରକାଶ କରିଛନ୍ତି । BJP MLA Pradyumna Kumar Nayak on Odisha Budget 2026 #ganjam #budget2026 #odishaassembly #PradyumnaNayak Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha