У нас вы можете посмотреть бесплатно ପ୍ରାର୍ଥନା ଟିଭିର ଭକ୍ତିର ସ୍ଵର ମଞ୍ଚରେ ସତ୍ୟବ୍ରତଙ୍କ କଣ୍ଠରୁ ଶୁଣନ୍ତୁ 🎧 ଆଇଲା ନନ୍ଦର ଲାଲା ❤️🌟🎵ଜୟ ଶ୍ରୀକୃଷ୍ଣ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରାର୍ଥନା ଟିଭିର ଭକ୍ତିର ସ୍ଵର ମଞ୍ଚରେ ସତ୍ୟବ୍ରତଙ୍କ କଣ୍ଠରୁ ଶୁଣନ୍ତୁ "ଆଇଲା ନନ୍ଦର ଲାଲା" 🎧 ଭକ୍ତି ସଂଗୀତପ୍ରେମୀ କଣ୍ଠଶିଳ୍ପୀଙ୍କ ପାଇଁ ପ୍ରାର୍ଥନା ଲାଇଫର ସ୍ୱତନ୍ତ୍ର ମଞ୍ଚ "ଭକ୍ତିର ସ୍ୱର Season - 2" | ଦେଖନ୍ତୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୮.୩୦ ରେ, କେବଳ Prarthana Life ରେ | ଶାସ୍ତ୍ର ମତରେ ନୃତ୍ୟ, ଗୀତ ଓ ବାଦ୍ୟର ସମନ୍ୱୟ ହିଁ ସଂଗୀତ l ସଂଗୀତ କେବଳ ଶୁଣିବାକୁ ଭଲ ଲାଗେ ତାହା ନୁହେଁ ଆମକୁ ଶାଶ୍ୱତ ଧାରାର ପଥକୁ ନେଇଯାଇ ଆନନ୍ଦ ଓ ଶାନ୍ତି ଦେଇଥାଏ ll ସେହି ସଂଗୀତର ଭାବ ଭକ୍ତିକୁ ନେଇ ପ୍ରାର୍ଥନା ଲାଇଭର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ''ଭକ୍ତିର ସ୍ୱର'' l ଯେଉଁ କାର୍ଯ୍ୟକ୍ରମରେ ଓଡିଶାର ବଛା ବଛା କଳାକାର ତାଙ୍କର ସର୍ବଶ୍ରେଷ୍ଠ କଳା ପ୍ରଦର୍ଶନ କରିବେ ଗୋଟିଏ ମଞ୍ଚରେ ll #BhaktiraSwara #BhaktiraSwaraSeason2 #OdiaBhajan #OdiaMusicShow #DevotionalSinging #BhaktiShow #OdiaDevotion #BhajanCompetition #OdiaCulture #BhaktiSangeet #SpiritualMusic #OdiaBhakti #BhaktiVibes #BhaktiMusicShow #prarthanalife