У нас вы можете посмотреть бесплатно Class 9 Life Science Chapter 3 – Tissue (ତନ୍ତ୍ର) Full Explanation in Odia ଅତ୍ୟନ୍ତ ସହଜ ଭାବେ ବୁଝନ୍ତୁ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
📚 ୯ମ ଶ୍ରେଣୀ ଜୀବ ବିଜ୍ଞାନ – ଅଧ୍ୟାୟ ୩ : ତନ୍ତ୍ର (Tissue) ଏହି ଭିଡିଓରେ ମୁଁ ୯ମ ଶ୍ରେଣୀ ଜୀବ ବିଜ୍ଞାନର ଅଧ୍ୟାୟ ୩ "Tissue ତନ୍ତ୍ର" କୁ ସରଳ ଓ ସହଜ ଭାଷାରେ ବ୍ୟାଖ୍ୟା କରିଛି। ଏହି ଅଧ୍ୟାୟରେ ଆପଣ ଜାଣିପାରିବେ – 🔹 ତନ୍ତ୍ର କ’ଣ? 🔹 ଉଦ୍ଭିଦ ତନ୍ତ୍ରର ପ୍ରକାର 🔹 ପ୍ରାଣୀ ତନ୍ତ୍ରର ପ୍ରକାର 🔹 ଗଠନ ଓ କାର୍ଯ୍ୟ 🔹 ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏହି ଭିଡିଓଟି ଆପଣଙ୍କୁ ପାଠଟି ଭଲଭାବେ ବୁଝିବା ଓ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସହାୟତା କରିବ। ଭିଡିଓଟି ଭଲ ଲାଗିଥିଲେ Like 👍 Share 🔄 Subscribe 🔔 କରିବାକୁ ଭୁଲିବେନି। ଧନ୍ୟବାଦ 🙏