У нас вы можете посмотреть бесплатно 😭ହୃଦୟ କୁ ଛୁଇଁଲା ଭଳି ମହାମନ୍ତ୍ର😭/part_1 /6371308434/ଶ୍ରୀ ରାଧାଚରଣ ଦାସ ମହାରାଜ ଜି ଓ ଗ୍ରୁପ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ମହାମନ୍ତ୍ର ଏହି କୀର୍ତ୍ତନ ଟି ଆମ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି।ବହୁତ ଭାବ ଭକ୍ତି ଭିତରେ ଏହି ସ୍ୱର କରିଥିଲେ, ସମୟ ପ୍ରାୟ ରାତି 12 ଟା ରୁ 2 ଟା ।ଏହି ମଧ୍ୟ ରାତ୍ରି ରେ ବାବା ଶ୍ରୀ ରାଧାଚରଣ ଦାସ ଜି ନ୍କ କଣ୍ଠ ରୁ ଏହି କୀର୍ତ୍ତନ, ଲହର ସମସ୍ତଙ୍କ ହୃଦୟ ସ୍ପର୍ଶ।ସହଯୋଗୀ ପାଳି ରେ ଶ୍ରୀ ବରଦାନ ମହାନ୍ତି ,ଗାୟକ ଗୁରୁ ଶ୍ରୀ ଲଷ୍ମୀଧର ନାୟକ ଓ ମଣ୍ଡଳୀ ର ସମସ୍ତ ସଦଶ୍ୟ ବହୁତ ଆନନ୍ଦ ପାଇଥିଲେ।ଆପଣ ମାନକୁ ନିଶ୍ଚିନ୍ତ ଭାବ ଭକ୍ତି ଯୋଗାଇ ଦେବ ଏହି ସ୍ୱର। ସମସ୍ତ ଗୁରୁଜନ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଅନୁରୋଧ ମହାମନ୍ତ୍ର ନାମ କୀର୍ତ୍ତନ ଟିକୁ ସମସ୍ତେ ଶୁଣନ୍ତୁ ଏବଂ ଆମକୁ ଆହୁରି ଉତ୍ସାହ କରନ୍ତୁ।ପ୍ରଭୁ ନ୍କ କୃପାରୁ ଆପଣ ମାନଙ୍କ ଆଶୀର୍ବାଦ ରୁ ଆମର ଏହି ମଣ୍ଡଳୀ ସର୍ବଦା ସୁଖରେ ଥାଉ।ଏତିକି କାମନା🙇🙇🙇। 🙇🙇🙇ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ🙇🙇🙇