• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

ବାଦି ପାଲା ଗାୟକ- ଶ୍ରୀଯୁକ୍ତ ଶିଶିର ପାଢୀ скачать в хорошем качестве

ବାଦି ପାଲା ଗାୟକ- ଶ୍ରୀଯୁକ୍ତ ଶିଶିର ପାଢୀ 7 месяцев назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ବାଦି ପାଲା ଗାୟକ- ଶ୍ରୀଯୁକ୍ତ ଶିଶିର ପାଢୀ
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: ବାଦି ପାଲା ଗାୟକ- ଶ୍ରୀଯୁକ୍ତ ଶିଶିର ପାଢୀ в качестве 4k

У нас вы можете посмотреть бесплатно ବାଦି ପାଲା ଗାୟକ- ଶ୍ରୀଯୁକ୍ତ ଶିଶିର ପାଢୀ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон ବାଦି ପାଲା ଗାୟକ- ଶ୍ରୀଯୁକ୍ତ ଶିଶିର ପାଢୀ в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



ବାଦି ପାଲା ଗାୟକ- ଶ୍ରୀଯୁକ୍ତ ଶିଶିର ପାଢୀ

ବାଦି ପାଲା ଗାୟକ- ଶ୍ରୀଯୁକ୍ତ ଶିଶିର ପାଢୀ 👉ପାଲା ଓଡ଼ିଶାର ଏକ ପାରମ୍ପାରିକ, ପୁରାତନ ଓ ବିଦଗ୍ଧ ଓଡ଼ିଆ ଗୀତି-ଲୋକନାଟ୍ୟ । ପାଲା ସାଧାରଣତଃ ଛଅ ଜଣ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ । ଜଣେ ଗାୟକ, ଜଣେ ବାୟକ/ବାଦକ, ଜଣେ ଶ୍ରୀପାଳିଆ ଓ ୩ ଜଣ ପାଳିଆଙ୍କୁ ନେଇ ପାଲା ଅନୁଷ୍ଠିତ ହୋଇଥାଏ । 👉ଓଡ଼ିଶାର ଏହି ସ୍ୱତନ୍ତ୍ର କଳା ଦିନେ ଘରେ ଘରେ ପରିଚିତ ଥିଲା । ବିଶେଷ କରି ବାଦୀପାଲା ଦେଖିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଯେଉଁ ସମୟରେ ମନୋରଞ୍ଜନ କରିବା ପାଇଁ ବିଶେଷ ସୁବିଧା ନଥିଲା ସେହି ସମୟରେ ପାଲା ଲୋକଙ୍କୁ ମନୋରଞ୍ଜନ କରିବା ସହ ସାହିତ୍ୟ, ସଂସ୍କୃତି ଓ କଳା ପ୍ରତି ପରିଚିତ କରାଉଥିଲା । ଏହି ପାଲା ମାଧ୍ୟମରେ ଓଡ଼ିଶାରେ ଭାଷା ଆନ୍ଦୋଳନ ଘରେ ଘରେ ପହଞ୍ଚି ପାରିଥିଲା । ସେହିପରି ସ୍ୱାଧୀନତା ଆନ୍ଦୋଳନ ସମୟରେ ମଧ୍ୟ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା 👉ପାଲା ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ୱୟ ରଖିଥାଏ । ଏଥିରେ ଉଭୟ ସତ୍ୟ ନାରାୟଣ ଏବଂ ପୀର ବାବାଙ୍କୁ ପୂଜା କରାଯାଇଥାଏ, ତେଣୁ ପାଲାକୁ ସତ୍ୟପୀର ପୂଜା ବୋଲି ମଧ୍ୟ କୁହାଯାଏ । 👉ସତ୍ୟନାରାୟଣଙ୍କ ମାହାତ୍ମ୍ୟ ବର୍ଣ୍ଣନାପୂର୍ବକ ୧୬ ଗୋଟି ପାଲା ବା ଗଳ୍ପକୁ ଗୀତଦ୍ୱାରା ବର୍ଣ୍ଣିତ । ଓଡ଼ିଶାରେ ବୋଲାଯାଉଥିବା 'ପାଲା' ମାନ 'କବିକର୍ଣ୍ଣ' ବିରଚିତ ବଙ୍ଗଳା ପାଞ୍ଚାଳ ଛନ୍ଦରେ ରଚିତ । ବଙ୍ଗଳା ଗୀତର ବିକୃତି ମାତ୍ର ସଂ. ପାଳି, ଓ ପାଳି ବଂ. ପାଲା ଶବ୍ଦର ଅର୍ଥ ପର୍ଯ୍ୟାୟ ବା କ୍ରମ ପାଲା ଶବ୍ଦ ବଙ୍ଗଳା ଭାଷାରୁ ଆନୀତ ଜଣେ 'ଗାୟକ' ଗୀତ ବୋଲନ୍ତି ଓ ତାଙ୍କ ସଙ୍ଗେ ଆଉ ଜଣେ ବାଜା ବଜାନ୍ତି ଓ କେତେ ଗୁଡ଼ିଏ ଲୋକ ପାଳି ଧରନ୍ତି ବୋଲି, ଏହାର ନାମ ପାଲା ହୋଇଛି । 'ଗାୟକ' ଗୀତ ବୋଲନ୍ତି, 'ବାୟକ' ମୃଦଙ୍ଗ ବଜାନ୍ତି । ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ । ଅନ୍ୟ ଶ୍ରୀପାଳିଆ ଝାଞ୍ଜ ଧରିଥାଆନ୍ତି କିନ୍ତୁ ଗାୟକ ଗୀତ ବୋଲିବା ବେଳେ ଶ୍ରୀପାଳିଆ ଝାଞ୍ଜ ବଜାନ୍ତି ନାହିଁ । ପାଳିଆମାନେ ପାଳି ଧରିବା ବେଳେ ଶ୍ରୀପାଳିଆ ଅନ୍ୟ ପାଳିଆମାନଙ୍କ ସହିତ ଝାଞ୍ଜ ବଜାନ୍ତି ଓ ବାୟକ ଗାୟକଙ୍କ ସଙ୍ଗେ ଓ ପାଳିଆଙ୍କ ସଙ୍ଗେ ମୃଦଙ୍ଗ ବଜାନ୍ତି ।[୧] ଗୋଟିଏ ପାଲାଦଳ ଦୁଇଟି ପଞ୍ଝାରେ ବିଭକ୍ତ ଗାୟକଙ୍କ ବୋଲିବା ଗୀତର ପାଳି ଧରିବାକୁ ୨ ଜଣ 'ପାଳିଆ' ଆଥାନ୍ତି । ଗାୟକଙ୍କ ଗୀତର ଶେଷାଂଶ ବା ଢୁଆ ବା ଘୋଷାକୁ ଏମାନେ ବୋଲନ୍ତି ଓ ଝାଞ୍ଜ ବଜାଇଥାନ୍ତି । ପାଲାବାଲାମାନେ ନାନାପ୍ରକାର ବେଶରେ (ଅର୍ଥାତ୍ ମୁଣ୍ଡରେ ପଗଡ଼ି, ଦେହରେ ଚପ୍କନ୍ ପରି ବଡ଼ କୁର୍ତ୍ତା ଅଣ୍ଟାରେ ଘାଗରା ଓ ଗୋଡ଼ରେ ବଳା ବା ଘାଙ୍ଗୁର ପିନ୍ଧି ନାଚିଥାନ୍ତି । ପୁସ୍ତକ ସାହାର୍ଯ୍ୟରେ ଯେଉଁ ପାଲା ବୋଲାଯାଏ ଓ ପୂଜା କରାଯାଏ, ତାକୁ ପୋଥିପାଲା ବା ପୋଥିପୂଜା ବୋଲାଯାଏ । ପୁସ୍ତକର ବିନା ସାହାର୍ଯ୍ୟରେ ଗାୟକ ଓ ନର୍ତ୍ତକମାନେ ବାଜା ବଜାଇ ଯାହାକୁ ବୋଲି ଅଭିନୟ କରନ୍ତି, ତାକୁ ଠିଆପୂଜା ବା ଠିଆପାଲା ବୋଲାଯାଏ । ଏକ ଦଳ ପାଲାବାଲା ପାଲା ଅଭିନୟ କଲେ ତାକୁ 'ଗୋଟିକିଆ ପାଲା' କହନ୍ତି । ଦୁଇଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା ଅଭିନୟ କଲେ ତାକୁ 'ଜାଉଁଳି ପାଲା' ବା ' ଜାଉଳି ପୂଜା' କହନ୍ତି । ଏକାଧିକ ଦଳ ପ୍ରତିଦ୍ୱନ୍ଦୀ ହୋଇ ପାଲା କଲେ ତାକୁ 'ବାଦୀ ପାଲା' ବା 'ଲଢ଼େଇ ପାଲା' ବୋଲାଯାଏ । ପାଲା ଅଭିନୟକାରୀମାନଙ୍କ ମଧ୍ୟରେ ଜଣେ 'ଗାୟକ', ଜଣେ 'ଗାୟକ', ଜଣେ 'ଶିରପାଳିଆ' ଓ ଦୁଇ ବା ୩ ଜଣ 'ପାଳିଆ' ଥାଆନ୍ତି । କବିକର୍ଣ୍ଣଙ୍କ ରଚିତ 'ପାଲା'ମାନଙ୍କ ଭାଷା ବଙ୍ଗଳା ଓ ଉକ୍ତ ଭାଷାରେ ଫାରସୀ ଶବ୍ଦର ବହୁଳତା (ୟଥା: ବାଦସା, ଉବୀର, କାଲାମ, ମୋଲାକାତ, ସଲାମ, ହକିକତ, ଦିଲଖୋସ ଓ ହାସିଲ ଇତ୍ୟାଦି ଶବ୍ଦ) ଦେଖାଯାଏ ଓ ବେଳେ ବେଳେ ଫାରସୀ ଭାଷାରେ ବାକ୍ୟ ମଧ୍ୟ ଦେଖାଯାଏ । କବିକର୍ଣ୍ଣଙ୍କ ବିରଚିତ ପାଲା ବଙ୍ଗାଳା ଓ ଉର୍ଦ୍ଦୁ ଭାଷାର 'ଖେଚାଡ଼ି'; ତାହା ପୁଣି ବଙ୍ଗଳା ଅନଭିଜ୍ଞ ଓଡ଼ିଆଙ୍କ ମୁହଁରେ ବଙ୍ଗଳା, ଉର୍ଦ୍ଦୁ ଓ ଓଡ଼ିଆ ମିଶା 'ପଲାଉ' ହୁଏ ତହିଁରୁ କେତେକଗୁଡ଼ିଏ ଧାଡ଼ିର ଉଦାହରଣ ନିମ୍ନରେ ଲିଖିତ: ଶୁନ ସର୍ବେ ବିରାଦରେ ପୀରେର କାଲାମ୍ ନିଯତ ହାସଲ୍ ହୁଏ, ଫତେ ହୁଏ କାମ୍ ଇଯାର୍ ପିଯାର୍ ଭାଇ ସକଲେ ଶୁନତ ୟେଉଁ ରୂପେ ଶ୍ୱେତ ବସନ୍ତ ପାଲା ହକିକତ ହରି ହରି ବୋଲ ଦିଅ ସବୁ ସଭଜନ ବିପତ୍ତି ପଡ଼ିଲେ ରଖେ ସତ୍ୟ ନାରାୟନ ଯାର ଘରେ ହୁଏ ପୂଜା ସାହେବେର ନାମ୍ ବଢ଼ାଏ ଦୌଲତ ତାର ଫତେ କରେ କାମ ଶ୍ରୀ କବି ବର୍ଣ୍ଣେତେ ଗାଏ ନାରାୟଣରେ ପାୟ ହରି ହରି ବୋଲ ସର୍ବେ ପାଲା ହଇଲ ସାୟ ସାଧାରଣତଃ 'ପାଲା ଗୀତ' ପ୍ରତ୍ୟେକ ୧୪ ଅକ୍ଷର ଯୁକ୍ତ ଦୁଇଟି ଧାଡ଼ିରେ ରଚିତ, କିନ୍ତୁ ମଝିରେ ମଝିରେ ଏକାଦାଣ୍ଡିଆ (monotony) ଭାଙ୍ଗିବା ପାଇଁ: "ରଜନୀର ଅବଶେଷେ ଗ୍ରାମର ଭିତରେ ପଶେ ଚନ୍ଦ୍ର ହାସ ରାଜାର କୁମାର" ୮ ଅକ୍ଷରିଆ ୨ ପାଦ ଓ ୧ ଅକ୍ଷରିଆ ଏକପାଦ ଯୁକ୍ତ 'ତ୍ରିପଦୀ' ଦ୍ୱୟ ସମ୍ବଳିତ ଗୀତ ମଧ୍ୟ ବୋଲାଯାଏ । ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ । ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇଛନ୍ତି ।

Comments
  • jayachandra badadalai pala/bijay ojha pala/full pala 1 год назад
    jayachandra badadalai pala/bijay ojha pala/full pala
    Опубликовано: 1 год назад
  • Основы работы с нивелиром 5 лет назад
    Основы работы с нивелиром
    Опубликовано: 5 лет назад
  • ରାମ କିଏ ? ରାମଙ୍କର ଅନ୍ତ ଅଛି ନାଁ ନାହିଁ /ସମ୍ପୂର୍ଣ୍ଣ ନୂଆ  Gayaka-Ujwal Bijaya kumar Ojha /newpala 1 год назад
    ରାମ କିଏ ? ରାମଙ୍କର ଅନ୍ତ ଅଛି ନାଁ ନାହିଁ /ସମ୍ପୂର୍ଣ୍ଣ ନୂଆ Gayaka-Ujwal Bijaya kumar Ojha /newpala
    Опубликовано: 1 год назад
  • Odia Badi Pala | Gayak Satyanaraya Jena | Gayak Jaychandra Badadalei | Rudrakshya Television Трансляция закончилась 1 год назад
    Odia Badi Pala | Gayak Satyanaraya Jena | Gayak Jaychandra Badadalei | Rudrakshya Television
    Опубликовано: Трансляция закончилась 1 год назад
  • Москву поставили на место / Путин нажил нового врага? 11 часов назад
    Москву поставили на место / Путин нажил нового врага?
    Опубликовано: 11 часов назад
  • ଗାୟକ ଯୁବଜ୍ୟୋତି ରବୀନ୍ଦ୍ର ନାଥ ପଣ୍ଡା ପାଲା (ବିଷୟ - ସୌଭରି ) ଭାଗ -୨ 6 дней назад
    ଗାୟକ ଯୁବଜ୍ୟୋତି ରବୀନ୍ଦ୍ର ନାଥ ପଣ୍ଡା ପାଲା (ବିଷୟ - ସୌଭରି ) ଭାଗ -୨
    Опубликовано: 6 дней назад
  • ଜୟଦେବ ଚରିତ  ... | Badi Pala Mancha EP 1285 | 25th June 2022 | Prarthana 3 года назад
    ଜୟଦେବ ଚରିତ ... | Badi Pala Mancha EP 1285 | 25th June 2022 | Prarthana
    Опубликовано: 3 года назад
  • ରତନା ତୋର ନୁଆ ବୋଉ ଆସିଗଲା@Babaji swain9898 1 день назад
    ରତନା ତୋର ନୁଆ ବୋଉ ଆସିଗଲା@Babaji swain9898
    Опубликовано: 1 день назад
  • ବର୍ଷା ଙ୍କ ବଛାବଛା ଗୀତ (ଓଡ଼ିଆ ସିନେମା ଗୀତ ଗାଇଲେ ବର୍ଷା )। Rama Nataka। Lava Kusa Janma। Lunisahi Ramlila 11 месяцев назад
    ବର୍ଷା ଙ୍କ ବଛାବଛା ଗୀତ (ଓଡ଼ିଆ ସିନେମା ଗୀତ ଗାଇଲେ ବର୍ଷା )। Rama Nataka। Lava Kusa Janma। Lunisahi Ramlila
    Опубликовано: 11 месяцев назад
  • କାହିଁକି ସ୍ୱପ୍ନ ମହଲକୁ ବାଏ ବାଏ କଲେ ଶୁଭେନ୍ଦୁ-ଟିକିନା ? | Subhendu-Tikina | Jatra Khabar | PrameyaNews7 5 дней назад
    କାହିଁକି ସ୍ୱପ୍ନ ମହଲକୁ ବାଏ ବାଏ କଲେ ଶୁଭେନ୍ଦୁ-ଟିକିନା ? | Subhendu-Tikina | Jatra Khabar | PrameyaNews7
    Опубликовано: 5 дней назад
  • ଖୁସିମା‘ଙ୍କ ପାଇଁ  ମିଳିଲା ଏତେ ସବୁ Rupa Pin2 Khushi 1 час назад
    ଖୁସିମା‘ଙ୍କ ପାଇଁ ମିଳିଲା ଏତେ ସବୁ Rupa Pin2 Khushi
    Опубликовано: 1 час назад
  • SAKTIRUPENA SANSTHITA(ଶକ୍ତି ରୁପେଣ ସଂସ୍ଥିତା )-BADIPALA||GAYAK DR SISIRA KUMAR PADHY||PART-6 6 лет назад
    SAKTIRUPENA SANSTHITA(ଶକ୍ତି ରୁପେଣ ସଂସ୍ଥିତା )-BADIPALA||GAYAK DR SISIRA KUMAR PADHY||PART-6
    Опубликовано: 6 лет назад
  • କୁମାର୍ ଶେଷ ଦେବଙ୍କ କଣ୍ଠରୁ କବିସୂର୍ଯ୍ୟଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ 4 недели назад
    କୁମାର୍ ଶେଷ ଦେବଙ୍କ କଣ୍ଠରୁ କବିସୂର୍ଯ୍ୟଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ
    Опубликовано: 4 недели назад
  • ⚡️НОВОСТИ | СТРАШНАЯ АВАРИЯ В МОСКВЕ | ПОЕЗД СОШЕЛ С РЕЛЬСОВ | ЛИМИТЫ КРЕДИТОК СНИЖАЮТ | ПЕРЕГОВОРЫ 2 часа назад
    ⚡️НОВОСТИ | СТРАШНАЯ АВАРИЯ В МОСКВЕ | ПОЕЗД СОШЕЛ С РЕЛЬСОВ | ЛИМИТЫ КРЕДИТОК СНИЖАЮТ | ПЕРЕГОВОРЫ
    Опубликовано: 2 часа назад
  • ବିରଳ ପାଲା: ନୀଳମଣି ଫରୁଆରେ.. | ଗାୟକ ସମ୍ରାଟ୍ ଅଭୟ ଚରଣ ସ୍ବାଇଁ VS ଗାୟକ ଶେଖର ଜଗନ୍ନାଥ ବେହେରା #sjprf #pala 8 месяцев назад
    ବିରଳ ପାଲା: ନୀଳମଣି ଫରୁଆରେ.. | ଗାୟକ ସମ୍ରାଟ୍ ଅଭୟ ଚରଣ ସ୍ବାଇଁ VS ଗାୟକ ଶେଖର ଜଗନ୍ନାଥ ବେହେରା #sjprf #pala
    Опубликовано: 8 месяцев назад
  • ମୋ ଘର ଭାଙ୍ଗି ଦେଇଛି ମାମା ମିଶ୍ର ! Severe allegations against Actress Mama Mishra ,Bhubaneswar . 1 день назад
    ମୋ ଘର ଭାଙ୍ଗି ଦେଇଛି ମାମା ମିଶ୍ର ! Severe allegations against Actress Mama Mishra ,Bhubaneswar .
    Опубликовано: 1 день назад
  • ଫୁଲ ନାଟକ//ସମ୍ପୂର୍ଣ୍ଣ ମହିରାବଣ ବଧ.. ଶରଣକୁଳ//ଲଡୁବାବା//Ramanatak//Odia Ramleela//Viral Narad// 2 года назад
    ଫୁଲ ନାଟକ//ସମ୍ପୂର୍ଣ୍ଣ ମହିରାବଣ ବଧ.. ଶରଣକୁଳ//ଲଡୁବାବା//Ramanatak//Odia Ramleela//Viral Narad//
    Опубликовано: 2 года назад
  • Rasikia Nacha Mastar Tame | ରସିକିଆ ନାଚ ମାଷ୍ଟର ତମେ 😂 | Jatra Comedy Chunka | Alankar TV 3 дня назад
    Rasikia Nacha Mastar Tame | ରସିକିଆ ନାଚ ମାଷ୍ଟର ତମେ 😂 | Jatra Comedy Chunka | Alankar TV
    Опубликовано: 3 дня назад
  • GRAND FINALE- Mate Deidele Asubidha Kana - Humane Sagar - Musical Reality Show - Swara Maha Sangram 2 часа назад
    GRAND FINALE- Mate Deidele Asubidha Kana - Humane Sagar - Musical Reality Show - Swara Maha Sangram
    Опубликовано: 2 часа назад
  • Похищение Лаврова? / РПЦ вывела Путина на чистую воду / Побег диктатора / Симоньян мстит бобрам 22 часа назад
    Похищение Лаврова? / РПЦ вывела Путина на чистую воду / Побег диктатора / Симоньян мстит бобрам
    Опубликовано: 22 часа назад

Контактный email для правообладателей: [email protected] © 2017 - 2025

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5