• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket скачать в хорошем качестве

Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket 1 год назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket в качестве 4k

У нас вы можете посмотреть бесплатно Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



Jamakaraja Chautisa (Complete) || Kunjabane Kalanidhi || Kabisamrat Upendra Bhanja || Odisha Sanket

Video description and Lyrics: Song- Jamakaraja Chautisa Brutta- Kousika Poet- Upendra Bhanja (Birabara) Lyrics- କୁଞ୍ଜବନେ କଳାନିଧି କଳାନିଧି କଳାନିଧି କଳା ଶ୍ରୀ ହରି କହନ୍ତି ସକଳ କଳକଣ୍ଠୀ ପାଶେ କଳଣ୍ଠୀ ପ୍ରୀତି ସୁମରି କୋକିଳ, କି କରୁଥିବ ରାମାମଣି କୁସୁମ ଶାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି ।୧। ଖଞ୍ଜନ ନୟନୀ କଟକ କଟକ କଟକ କଟକ ଶୋଭିନୀ ଖେଦନ ଘେନିବ ହାଟକ ହାଟକ ହାଟକ ସୁମନ ମୋହିନୀ କୋକିଳ, କ୍ଷିତିମଣ୍ଡନା କଞ୍ଜାନନୀ ଖଞ୍ଜିଥିଲା କଟକ କଟକ କଟକ ସୁସ୍ୱନାଗମନୀ ।୨। ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ ଗଉରୀ ନକରି ପ୍ରିୟକ ପ୍ରିୟକ ପ୍ରିୟକ ମୋହିନୀ ବସିବ କୋକିଳ, ଗୁଣମଣି କେହ୍ନେ ବଞ୍ଚିବ ଗୁରୁସମ ଡୋଳା ତରଳ ତରଳ ତରଳ ତାର ହେଉଥିବ ।୩। ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ହୋଇବ କୋକିଳ, ଘୋଷ ଥିବ ପ୍ରୀତି ନିକର ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର ।୪। ନ ଚାହୁଁ ଥିବ ସେ ଗଣିକା ଗଣିକା ଗଣିକା ଗଣିକା ଗାମିନୀ ନୟନ ଅମଳ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣି କୋକିଳ, ନିଶ୍ଚେ ଶୋଇଥିବ ଅବନୀ ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ ତିଳକଗାମିନୀ ।୫। ଚତୁରୀ ଚନ୍ଦ୍ରମା ଚନ୍ଦ୍ରମା ଚନ୍ଦ୍ରମା ସଦନ ଭାନୁସମ ଘେନି ଚାହିଁଲେ କରିବେ ମୋ ନାମ ତାରକ ତାରକ ତାରକମଣ୍ଡନୀ କୋକିଳ, ଚାରୁମୁଖୀ କେହ୍ନେ ବଞ୍ଚିବ ଚାହିଁଲେ ମଦନ ମଦନ ମଦନ ମଦନ ମଦନ ଦହିବ ।୬। କ୍ଷମାନିଧି ମୋର ହାରିକଣ୍ଠ ହାରିକଣ୍ଠ ହାରିକଣ୍ଠବଚନୀ ଛଇଳା କୁମୁଦ କୁମୁଦ କୁମୁଦ କୁମୁଦନିନ୍ଦିତ ହାସିନୀ କୋକିଳ, କ୍ଷିତିରେ ଗଡ଼ୁଥିବ ଧନ କ୍ଷଣେ ଶୁଣି ସୁତକଣ୍ଠ ସୁତକଣ୍ଠ ସୁତକଣ୍ଠ ମୃଦୁ ବଚନ ।୭। ଜୀବନ ଜୀବନ ଜୀବନ ଜୀବନ ଧନୀ ସୁକୁନ୍ତଳା ତେଜିବ ଜଗତ ନଳିନୀ ନଳିନୀ ନଳିନୀ ନଳିନୀ ଯେବେ ନିରେଖିବ କୋକିଳ, ଜବାଧରା ମନରଞ୍ଜନା ଜଗତ ସୁରଭି ସୁରଭି ସୁରଭି ସୁରଭି ସୁରଭି ବରନା ।୮। ଝାମ ଯିବ କଳକଣ୍ଠ କଳକଣ୍ଠ କଳକଣ୍ଠ ସୁବାଣୀ ଶୁଣି ଝଳି ଚିବୁକ ଧରିଥିବ ବୈକୁଣ୍ଠ ବୈକୁଣ୍ଠ ମାନସହାରିଣୀ କୋକିଳ, ଝାଳେ ତିନ୍ତିଥିବ ଶରୀର ଝଡ଼ିଥିବ ତା’ର ଅଧର ଅଧର ଅରୁଣ ଅରୁଣ ନିକର ।୯। ନିଶ୍ଚୟେ ସଜନୀ ପଲାଶ ପଲାଶ ପଲାଶ ପଲାଶ କରିବ ନରଞ୍ଜନା ରଞ୍ଜନା ରଞ୍ଜନା ରାତ୍ର ବରଷ ସମାନ ଗଣିବ କୋକିଳ, ନୀରବ କାଳେ କି କରିବ ନିରତେ କଣ୍ଟକ କଣ୍ଟକ କଣ୍ଟକନେତ୍ରାରେ ଜାତ ହେଉଥିବ ।୧୦ ଟେକେଣ ରମଣୀ ରମଣୀ ରମଣୀ ଏକାନ୍ତେ ଚିନ୍ତୁଥିବ ବସି ଟାଣ ଅନଳ ମଣିବ ଘନସାର ଘନସାରଜିତ ସୁକେଶୀ କୋକିଳ, ଟକି ପଡ଼ୁଥିବ ମୋ ସଖୀ ଟାଣ କଟାକ୍ଷୀ ମୋ ଜୀମୂତ ଜୀମୂତ ଜୀମତୂ ଦେଖି ହେବ ଦୁଃଖୀ ।୧୧। ଠିକେଣ ଦେଖିବ ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଭଜିବ ଠା ଠିକ ରୋହିତ ରୋହିତ ରୋହିତ ରୋହିତ ତା’ର ବିନାଶିବ କୋକିଳ, ଠକ ଶମ୍ବରାରି ଚର୍ଚ୍ଚିବ ଠିକ କୁଚ ବଳାହକ ବଳାହକ ଦମ୍ଭନାଶନେ ଟାଣୁଥିବ ।୧୨। ଡମ୍ବରୁମଧ୍ୟାର ଅଶୋକ ଅଶୋକ ଅଶୋକ ଅଶୋକ ନାଶିବ ଡାଳିମ୍ବ ଦଶନମଣ୍ଡଳୀ ଅଳୀକ ଅଳୀକ ଅଳୀକ କରିବ କୋକିଳ, ଡୋଳା ପ୍ରତିମା ଅବଳାକୁ ଡୋଳାଇଲା ଚଉରୀକ ଚଉରୀକ ଚଉରୀକ ଚମ୍ପା ଶୋଭାକୁ ।୧୩। ଢଳିଥିବ ନିକି କଦମ୍ବ କଦମ୍ବ କଦମ୍ବ କଦମ୍ବ ଶଯ୍ୟାରେ ଢାଳେ ଘେନି ପଦ୍ମ କୋରକ କୋରକ କୋର କରି ତାର ପ୍ରକାରେ କୋକିଳ, ଡାଳେ ନ ଚାହିଁବ ସେ ଧୀରେ ତାଳେ ରଖିଥିବ ସୁପର୍ଣ୍ଣ ସୁପର୍ଣ୍ଣ ସୁପର୍ଣ୍ଣ ନ ରଖି ଅଙ୍ଗରେ ।୧୪। ଏକ କରି କୁଚେ ଜଘନ କଦଳୀ କଦଳୀ କଦଳୀ-ନୟନେ ଏବେ ମଣୁଥିବ ରମଣୀ ପାବକ ପାବକ ପାବକ ସମାନେ କୋକିଳ, ଆହା ମୋ ପ୍ରିୟ ରସକଳା ଅଙ୍ଗନା ସାରଙ୍ଗ ସାରଙ୍ଗ ସାରଙ୍ଗ ବଚନ ଶୁଣି ହେବ ଭୋଳା ।୧୫। ତା ନେତ୍ର କରିବ ସାରଙ୍ଗ ସାରଙ୍ଗ ଶାରଙ୍ଗଧର ସୂନବାଣ ତରୁଣୀ ନ ଘେନି ଅଶନ ଅମୃତ ଅମୃତ ଅମୃତ କରିଣ କୋକିଳ, ତୁଙ୍ଗସ୍ତନା କେହ୍ନେ ବଞ୍ଚିବ ତା’ର ରୁନ୍ଧି ହେବ ଶ୍ରୀକଣ୍ଠ ଶ୍ରୀକଣ୍ଠ ଶ୍ରୀକଣ୍ଠଭୂଷଣ ଚିନ୍ତିବ ।୧୬। ଥିବ ଦୂର କରି ପୁଲକ ପୁଲକ ପୁଲକ ଅଙ୍ଗେ ହେବ ଜାତ ଥିର ଗତି ନିନ୍ଦେ ମଲ୍ଲିକା ମଲ୍ଲିକା ମଲ୍ଲିକା ଚାହିଁ ହେବ ନତ କୋକିଳ, ଥିଲାକ ତାକୁ ଏତେ ଦଶା ଥରେ ନାଶୁଥିବ ବିବେକ ବିବେକ ବିବେକ ଆହା ମୋ ସୁଦୃଶା ।୧୭। ଦୂର କରିଥିବ ନବୀନା ମାଳୀକା ମାଳୀକା ମାଳୀକା ମାଳୀକା ଦହିବ କଦନ ମାଳିକା ମାଳିକା ମାଳିକା ନିଃଶ୍ୱନେ, ବାଳିକା କୋକିଳ, ଦୂର କରେ ସେ ମୋ ଦୁଃଖକୁ ଦୁଃଖ ଧ୍ୱଂସିନୀ ମୋ ମଣିବ ଅଳକ ଅଳକ ଅଳକ କର କୁ ।୧୮। ଧୀରେ ଚାହିଁ ନେତ୍ରେ କକୁଭ କକୁଭ କକୁଭ କକୁଭ କକୁଭ ଧବଳ ସଦନ ଗହନ ଗହନ ଗହନ ପ୍ରାୟେ ଅସୁଲଭ କୋକିଳ, ଧରିଥିବ ସତେ ଜୀବନ ଧୀରେ ଚାହିଁ ବାଳା ଗହନ ଗହନ ଗହନମୁଖୀ ତେଜି ଜ୍ଞାନ ।୧୯। ନୂତନ ପରିଘ ପରିଘ ପରିଘ ପରିଘ ପ୍ରାୟେ ଥିବ ହୋଇ ନେତ୍ରଲୀଳା କଉଶିକ କଉଶିକ କଉଶିକ ଚିତ୍ର ଦିଶଇ କୋକିଳ, ନବ ଅଙ୍ଗନା ସେ ରମଣୀ ନୟନ କେସରୀ କେ ସରି କେଶରୀକଟି ରସିକା ଶିରୋମଣି ।୨୦। ପଦ୍ମନେତ୍ର ଟେକି ଚାହିଁଲେ କେଶରୀ କେଶରୀ ଭଜିବେ ମହୀକି ପଡ଼ିବ ମୂର୍ଚ୍ଛାରେ ପତଙ୍ଗ ପତଙ୍ଗ ପତଙ୍ଗ ଦେଖିଲେ ସହୀକି କୋକିଳ, ପୀନସ୍ତନା ଏହା ସହିଲା ପଦ ସ୍ୱର୍ଗ କରି ଲୋଡ଼ିଣ ଆଲୋକ ଆଲୋକ ଆଲୋକ ହୋଇଲା ।୨୧। ସ୍ଫୁଟହାସୀ ହେବ ବାଳୀକ ବାଳୀକ ବାଳୀକ ରତି ମୋର ଶୁଣି ଫେନୁଟି ନ ଚାହିଁ କାଳିକା କାଳିକା କାଳିକା ପରା ଏକ ମଣି କୋକିଳ, ଫୁରୁଣା ଛାଡ଼ିଥିବ ପ୍ରାଣ ଫୁଲଲୀଟକେଶୀ କେକିନୀ କଳାପ କଳାପ କଳାପ ଦେଖିଣ ।୨୨। ବାରେ ହେବ କି ତା ଲକ୍ଷଣ ଲକ୍ଷଣ ଲକ୍ଷଣ କାମ ଜାଣିବାକୁ ବଦନ ତ ରାମ ଲକ୍ଷଣ ଲକ୍ଷଣ ଲକ୍ଷଣ ମୋ କାମଜ୍ୱରକୁ କୋକିଳ, ବାଳା କୋମଳା ରସିକିନି ବସି ଚାହୁଁଥିବ ପଦ୍ମିନୀ ପଦ୍ମିନୀ ପଦ୍ମିନୀ ଗାମିନୀ ମୋ ଧନୀ ।୨୩। ଭାଜିଥିବ ଏବେ ରଜତ ରଜତ ରଜତ କାମମୁଖେ ପଡ଼ି ଭଲ ତ ଚାହିଁବ ହରିତ ହରିତ ହରିତନେତ୍ରୀ ନେତ୍ର ଫେଡ଼ି କୋକିଳ, ଭାବବତୀ ଭାବ ଜାଣଇ ଭଲା ଦୂର ହେଲା ଭାବିନୀ ଭାବିନୀ ଲଜ୍ଜାରେ ଜୀବ ଯାଉ ନାହିଁ ।୨୪। ମଣିବ ତାରକ ସମାନ କୁନ୍ଦକୁ କୁନ୍ଦକୁ କୁନ୍ଦକୁ ହୋଇବ ମଦାଳସୀ କୁନ୍ଦ ସତେ କି ମୁକୁନ୍ଦ ମୁକୁନ୍ଦ ମୁକୁନ୍ଦ ହୋଇବ କୋକିଳ, ମହାଘୋର ଭୟ କରିବ ମନେ ଚିନ୍ତୁଥିବା କାନନ କାନନ କାନନ ସମାନ ମଣିବ ।୨୫। ଯୋଷାମଣି ମୀନକେତନ କେତନ କେତନ କେତନ ରସାଇ ଯେବେ ଚାହିଁ ଦେବ କେତନ କେତନ କେତନ ତେବେ ମୋହଯାଇ କୋକିଳ, ଯତନେ ତା’ର ସଖୀଗଣ ଯୁବତୀ ଶରୀରେ କାଞ୍ଚନ କାଞ୍ଚନ କାଞ୍ଚନ କରିବେ ଲେପନ ।୨୬। ରମଣୀ ବିକ୍ରମ ବିକ୍ରମ ବିକ୍ରମ ଚାହିଁଣ ଭ୍ରମ ହେଉଥିବ ରଞ୍ଜିନୀ କାହାର ବିକ୍ରମ ବିକ୍ରମ ବିକ୍ରମ ଭାବି ତା ତେଜିବ କୋକିଳ, ରସା ଚିରିବ ନଖେ ବସି ରାମ ଅନାଇଲେ କୁସୁମ କୁସୁମ କୁସୁମ ରେ କର ନିବେଶି ।୨୭। ଲୀଳା ବିକାଶିନୀ ଗଉର ଗଉର ଗଉର ପରାଏ ମଣିବ ଲଳିତ ଗଉରୀ ଗଉରୀ ଗଉରୀ ଅନୁବରତରେ ଗୁଣିବ କୋକିଳ, ଲୟଥିବ ତାର ମୋ ତହିଁ ଲାବଣ୍ୟ ଅଧର ଗଉର ଗଉର ଗଉର ହୋଇଥିବ ନୋହି ।୨୮। ବ୍ୟଥିତ ହୋଇ ଚାହୁଁ ଥିବ ହରିଣ ହରିଣ ହରିଣନୟନୀ ବିନ୍ଧିବି ବିଶିଖ ବିଶିଖ କୁମୁଦ କୁମୁଦ ଶର ରୋଷ ଘେନି କୋକିଳ, ବାଣୀ ନ ଶୁଭିବ ତାହାରି ବଡ଼ ଦୁଃଖରେ ରହିଥିବ ବନ୍ଧୁଜୀବ ବନ୍ଧୁ ଜୀବଜିତ ଅଧରୀ ।୨୯। ସିଞ୍ଚୁଥିବ ଏବେ ପୁଷ୍କର ପୁଷ୍କର ପୁଷ୍କର ତାହାର ସଜନୀ ସଜନୀ ଧରିଥିବ ତୁଣ୍ଡେ ପୁଷ୍କର ପୁଷ୍କର ପୁଷ୍କରଗମନୀ କୋକିଳ, ଶଶୀଆନନୀ ହେଲା ଦୁଃଖୀ ଶୀର୍ଣ୍ଣ ହୋଇଥିବ ଅନାଇ ପୁଷ୍କର ପୁଷ୍କର ଲୋଡ଼ୁଥିବି ସଖୀ ।୩୦। Artistes and credits: Voice - Dikshya Nohanty & Bijaylaxmi Routray Harmonium - Soumya Biswajit Marddala - Soumya Kanta 'Gyana' Mallick Manjira - Soumya Biswajit

Comments
  • Manabodha Chautisa Full Video (ମନବୋଧ ଚଉତିଶା) || Bhakta Charana Dash || Odisha Sanket || Aaroha 3 года назад
    Manabodha Chautisa Full Video (ମନବୋଧ ଚଉତିଶା) || Bhakta Charana Dash || Odisha Sanket || Aaroha
    Опубликовано: 3 года назад
  • Kabisamrat Upendra Bhanja Birabara || Video Jukebox || Odisha Sanket || Dutee Kahibu Go 1 год назад
    Kabisamrat Upendra Bhanja Birabara || Video Jukebox || Odisha Sanket || Dutee Kahibu Go
    Опубликовано: 1 год назад
  • ଆମ ଦାସକାଠିଆ: ପୌରାଣିକ ଗାଥା 3 недели назад
    ଆମ ଦାସକାଠିଆ: ପୌରାଣିକ ଗାଥା "ରାଧାକୃଷ୍ଣ ମୋକଦ୍ଦମା" | Ama Daskathia | Balakrushna Mishra | Sidharth Utsav
    Опубликовано: 3 недели назад
  • ଆଗରୁ ପଢ଼ିଲେ ଯାହା, ପଛରୁ ପଢ଼ିଲେ ତାହା | Bhanja Sahityara Chamtkarita | Dr. Rajat Kar | Odisha365 5 лет назад
    ଆଗରୁ ପଢ଼ିଲେ ଯାହା, ପଛରୁ ପଢ଼ିଲେ ତାହା | Bhanja Sahityara Chamtkarita | Dr. Rajat Kar | Odisha365
    Опубликовано: 5 лет назад
  • କ ଗୀତ ।। କହିତ ନୁହଁଇ ଭାରତୀରେ  || କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ || ଗାନ ଓ ଆଲୋଚନା || KishorChandranandaChampu 11 месяцев назад
    କ ଗୀତ ।। କହିତ ନୁହଁଇ ଭାରତୀରେ || କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ || ଗାନ ଓ ଆଲୋଚନା || KishorChandranandaChampu
    Опубликовано: 11 месяцев назад
  • ମଙ୍ଗଳେ ଅଇଲା ଉଷା | Mangale Aila Usha | Swabhaba Kabi Gangadhar Meher | Gurushi Niranjan Behera 2 года назад
    ମଙ୍ଗଳେ ଅଇଲା ଉଷା | Mangale Aila Usha | Swabhaba Kabi Gangadhar Meher | Gurushi Niranjan Behera
    Опубликовано: 2 года назад
  • Jamakaraja Chautisa 11 месяцев назад
    Jamakaraja Chautisa
    Опубликовано: 11 месяцев назад
  • ଶ୍ରୀ ଜଗନ୍ନାଥ || ମାଣିକ || ଗୀତିନାଟ୍ୟ || କାଞ୍ଚି ଅଭିଯାନ || ସଂସ୍କୃତି ବିହାର 8 месяцев назад
    ଶ୍ରୀ ଜଗନ୍ନାଥ || ମାଣିକ || ଗୀତିନାଟ୍ୟ || କାଞ୍ଚି ଅଭିଯାନ || ସଂସ୍କୃତି ବିହାର
    Опубликовано: 8 месяцев назад
  • Super Hit Odissi Songs - Aare Babu Shyama Ghana - Shyamamani Pattnaik - He Banagiri He Latagiri 7 месяцев назад
    Super Hit Odissi Songs - Aare Babu Shyama Ghana - Shyamamani Pattnaik - He Banagiri He Latagiri
    Опубликовано: 7 месяцев назад
  • All Time Superhit Odissi Song || Aha Ki Sundara Sahi || New Audio Jukebox || Odisha Sanket 2 года назад
    All Time Superhit Odissi Song || Aha Ki Sundara Sahi || New Audio Jukebox || Odisha Sanket
    Опубликовано: 2 года назад
  • ପରମାୟୁ ସରି ଜାଉ ମହାବାହୁ unique voice ଲୋପିତା ବେହେରା mu bi namita agrawal hebi 4 года назад
    ପରମାୟୁ ସରି ଜାଉ ମହାବାହୁ unique voice ଲୋପିତା ବେହେରା mu bi namita agrawal hebi
    Опубликовано: 4 года назад
  • କବିସମ୍ରାଟଙ୍କ ଆଳଙ୍କାରିକ କାବ୍ୟ ପ୍ରେମସୁଧାନିଧି - ପ୍ରଥମ ଛାନ୍ଦ| Premasudhanidhi kabi Samrat Upendra Bhanja 4 года назад
    କବିସମ୍ରାଟଙ୍କ ଆଳଙ୍କାରିକ କାବ୍ୟ ପ୍ରେମସୁଧାନିଧି - ପ୍ରଥମ ଛାନ୍ଦ| Premasudhanidhi kabi Samrat Upendra Bhanja
    Опубликовано: 4 года назад
  • Kabi Samrata Upendra Bhanja || Prateek Pattanaik || Kathaa Baarta || कथा-ବାର୍ତ୍ତା || EP - 14 1 год назад
    Kabi Samrata Upendra Bhanja || Prateek Pattanaik || Kathaa Baarta || कथा-ବାର୍ତ୍ତା || EP - 14
    Опубликовано: 1 год назад
  • Kanchi Abhijana Gahani | କାଞ୍ଚି ଅଭିଯାନ | Rabindra Mohapatra | Jagannath Bhajan | sabitree Bhakti 1 год назад
    Kanchi Abhijana Gahani | କାଞ୍ଚି ଅଭିଯାନ | Rabindra Mohapatra | Jagannath Bhajan | sabitree Bhakti
    Опубликовано: 1 год назад
  • Kishori Champu || Kishora Chandrananda Champu || Video Jukebox || Kabisurjya || Odisha Sanket 20 часов назад
    Kishori Champu || Kishora Chandrananda Champu || Video Jukebox || Kabisurjya || Odisha Sanket
    Опубликовано: 20 часов назад
  • Mana Boudha Choutisha ମନବୋଧ ଚଉତିଶା | Video | Gobinda Chandra | World Music Odia 5 лет назад
    Mana Boudha Choutisha ମନବୋଧ ଚଉତିଶା | Video | Gobinda Chandra | World Music Odia
    Опубликовано: 5 лет назад
  • Bitalaku Alingana || ବିତଳକୁ ଆଲିଙ୍ଗନ || Baidehisha Bilasa || ବୈଦେହୀଶ ବିଳାସ || ନବମ ଛାନ୍ଦ || Chhanda 9 5 лет назад
    Bitalaku Alingana || ବିତଳକୁ ଆଲିଙ୍ଗନ || Baidehisha Bilasa || ବୈଦେହୀଶ ବିଳାସ || ନବମ ଛାନ୍ଦ || Chhanda 9
    Опубликовано: 5 лет назад
  • Koili Keshaba Chautisha - Video - କୋଇଲି କେଶବ ଚଉତିଶା - Manasi Patra | କୋଇଲି ଲୋ କେଶବ ଯେ ମଥୁରା କୁ ଗଲା 1 год назад
    Koili Keshaba Chautisha - Video - କୋଇଲି କେଶବ ଚଉତିଶା - Manasi Patra | କୋଇଲି ଲୋ କେଶବ ଯେ ମଥୁରା କୁ ଗଲା
    Опубликовано: 1 год назад
  • UDDHABA HE || SHREE RADHA BHAKTI || BYASADEV PUROHIT || LIPSA MAHARANA | UDDHABA_CHAUTISA 2 года назад
    UDDHABA HE || SHREE RADHA BHAKTI || BYASADEV PUROHIT || LIPSA MAHARANA | UDDHABA_CHAUTISA
    Опубликовано: 2 года назад
  • Chhanda Madhuri - ଛାନ୍ଦ ମାଧୁରୀ | ଓଡ଼ିଶାର ଗୌରବ | Ghanashyam Panda | Sidharth Music 5 лет назад
    Chhanda Madhuri - ଛାନ୍ଦ ମାଧୁରୀ | ଓଡ଼ିଶାର ଗୌରବ | Ghanashyam Panda | Sidharth Music
    Опубликовано: 5 лет назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5