У нас вы можете посмотреть бесплатно ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦଶ ପୁର ମଣ୍ଡାପିଠା/ ସୁଦଶାବ୍ରତରେ ବନାନ୍ତୁ ସହଜ ଉପାୟରେ ପଦ୍ମ ମଣ୍ଡା /MANDA PITHA или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସୁଦଶାବ୍ରତ ସ୍ପିସିଆଲ୍ ମଣ୍ଡା ପିଠା ଦଶ ପୁର ମଣ୍ଡା ପିଠା ଓଡିଶାର ପାରମ୍ପରିକ ଘରୋଇ ପିଠାମଧ୍ୟରୁ ଗୋଟିଏ ସ୍ୱାଦିଷ୍ଟ ଓ ପ୍ରସିଦ୍ଧ ମିଠା ପିଠା। ବିଶେଷକରି ଲକ୍ଷ୍ମୀ ପୂଜା ଅବସରରେ ଏହା ପ୍ରସ୍ତୁତ କରାଯାଏ। ଚାଉଳ ଗୁଣ୍ଡର ତିଆରି କରି, ତାହାର ଭିତରେ ନାଡିଆ କୋରା, ଗୁଡ଼ ଛେନା ଓ ଏଲାଚି ସହିତ ଅନ୍ୟ ସବୁକୁ ମିଶାଇ ଦଶ ପୁର ଭରାଯାଇ ଭାପରେ ସିଜାଯାଏ। ଦଶ ପୁର ମଣ୍ଡା ପିଠାର ବିଶେଷତା ହେଉଛି ଏହାର ନରମ ଓ ସୁଗନ୍ଧିତ ସ୍ୱାଦ, ଯାହା ମୁଖରେ ପଡିଲେ ମିଲେଇଯାଏ ଘରୋଇ ଶୈଳୀରେ ତିଆରି ହେବାରୁ ଏହା ଶୁଦ୍ଧ ଓ ପୌଷ୍ଟିକ ମଧ୍ୟ ଅଟେ। ସକାଳ ବା ସନ୍ଧ୍ୟାର ଖାଦ୍ୟ ସହ ଏହି ପିଠା ପରିବାର ସଭ୍ୟମାନଙ୍କୁ ଏକ ସ୍ୱାଦିଷ୍ଟ ଅନୁଭୂତି ଦେଇଥାଏ। #ମଣ୍ଡା ପିଠା #ଦଶପୁରମଣ୍ଡାପିଠା #ଓଡିଆପିଠା #TraditionalFood #OdiaRecipe #MandaPitha #OdiaPitha #TraditionalOdiaFood #FestivalSpecial #SteamPitha #SweetPitha #Homemadepitha #laxmipuja #maalaxmi