У нас вы можете посмотреть бесплатно ବେଆଇନ ଘର ଉପରେ ଚାଲିଲା ବୁଲଡୋଜର || Illegal Houses on Govt Land Demolished in Daringbadi ||OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବେଆଇନ ଘର ଉପରେ ଚାଲିଲା ବୁଲଡୋଜର || Illegal Houses on Govt Land Demolished || Daringbadi ||OR ସରକାରୀ ଜମିରେ ବେଆଇନ ଘର କରିଥିବା ଜବର ଦଖଲକାରୀଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ନେଇଛି ଦାରିଙ୍ଗବାଡ଼ି ପ୍ରଶାସନ । ଦୀର୍ଘ ଦିନ ଧରି ରାଜସ୍ୱ ବଙ୍ଗଳା ନିକଟକୁ ଲାଗି ଥିବା ସରକାରୀ ଜମିରେ ବେଆଇନ୍ ଭାବେ କିଛି ଅମାନିଆ ଲୋକେ ଘର କରି ରହି ଆସୁଥିଲେ । ବାରମ୍ବାର ନୋଟିସ ପରେ ବି ହଟୁନଥିଲେ । ଏବେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ପୋଲିସ ଉପସ୍ଥିତିରେ ଆଜି ଘର ଗୁଡିକୁ ଭାଙ୍ଗି ଦେଇଛନ୍ତି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #OdishaReporter #phulbani #eviction #Bulldozeraction #Daringbadi