У нас вы можете посмотреть бесплатно ସାବଧାନ ବରଗଡ଼ ଜିଲ୍ଲାବାସୀ , କୋଟି କୋଟି ଟଙ୍କାର ସାଇବର ଠକେଇର ଖୁଲାସା କଲା ପୋଲିସ୍, ବରଗଡ଼ ଜିଲ୍ଲାର ବଡ ଖବର или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସାଇବର ଠକେଇ ମାମଲାରେ ପୁଣି ୩ ଅଭିଯୁକ୍ତ ଗିରଫ l ପୂର୍ବରୁ ଏଭଳି ଠକେଇ ମାମଲାରେ ଗିରଫ ହୋଇଥିଲେ ୬ ଅଭିଯୁକ୍ତ l ନିରୀହ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟୁଥିଲେ ଟଙ୍କା l ଆକାଉଣ୍ଟ ଖୋଲିଲେ ଟଙ୍କା ମିଳିବ କହି ଦେଉଥିଲେ ପ୍ରଲୋଭନ l ପରବର୍ତ୍ତି ସମୟରେ ଆକାଉଣ୍ଟକୁ ଫ୍ରଡ ସଂସ୍ଥାରେ ବ୍ୟବହାର କରୁଥିଲେ l ଫ୍ରଡ ସଂସ୍ଥାକୁ ଆକାଉଣ୍ଟ ଦେଇ ଲକ୍ଷାଧିକ ଟଙ୍କା ପାଉଥିଲେ ସାଇବର ଠକ୍ l ୫୭ ଟି ବିଭିନ୍ନ ବ୍ୟାଙ୍କର ପାସବୁକ୍, ୧୯ ଟି ଚେକ୍ ବୁକ୍, ୮୧ ଟିଏଟିମ୍, ୨୬ ଟି ସିମ କାର୍ଡ, ୨ ଟି ମୋବାଇଲ, ୬ ହଜାର ୭ ଶହ ନଗଦ ଟଙ୍କା, ଗୋଟିଏ ସ୍କୁଟି ଜବତ କରିଛି ଟାଉନ ଥାନା ପୋଲିସ l ୫୭ ଟି ବିଭିନ୍ନ ବ୍ୟାଙ୍କର ପାସବୁକରେ ରହିଛି ୧୦ କୋଟିରୁ ଅଧିକ ଟଙ୍କା l ବରଗଡରେ ହୋଇଥିବା ଠକେଇର ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର କୁଶଳ ବରଗଡର ଏକ ସପିଂମଲରେ କାମ କରି ଏଭଳି ଠକେଇ କରୁଥିଲେ l ମନୋଜ କୁମାର ପ୍ରଥମେ ଟେଲିଗ୍ରାମର ଏକ ଗ୍ରୁପରେ ସାମିଲ ହେବା ପରେ ତାକୁ ଆକାଉଣ୍ଟ ଖୋଲି ଟଙ୍କା କାରବାର କଲେ ଫାଇଦା ମିଳିବ ବୋଲି କୁହା ଯାଇଥିଲା l ଆଉ ଏହାପରେ ମନୋଜ ଆରମ୍ଭ କରିଥିଲା ଏଭଳି ଠକେଇ କାରବାର l ଆଉ ଏହା କଲେ ସେ କାରବାର 3.5 ପ୍ରତିଶତ ଟଙ୍କା ପାଉଥିଲେ l ଗତ ୧୨ ତାରିଖରେ ପୋଲିସ ମହା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସ୍ବତନ୍ତ୍ର ଅଭିଯାନ ଅପରେସନ ସାଇବର କବଚ ଆରମ୍ଭ ହୋଇଥିଲା l ଏହା ଆଗାମୀ ୨୭ ତାରିଖ ଯାଏ ଚାଲିବ l ଏହାରି ଭିତରେ ବରଗଡ ପୋଲିସର ଏକ ୧୫ ଜଣିଆଁ ସ୍ବତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକାଉଣ୍ଟ ଜାଲିଆତି ଉପରେ ଧରପଗଡ ଆରମ୍ଭ କରିଥିଲା l ଆଉ ଏତିକି ବେଳେ ସାମ୍ନାକୁ ଆସିଛି ଏହିବଳି ଘଟଣା l