У нас вы можете посмотреть бесплатно କଣ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କଣ ପାଇଁ ରାଗିଗଲେ କାଳିକା ? 🙏🙏#maa #maamangala #maamangalabhajan #maamangala #jaymaamangala 🚩 "ଓଁ ଜୟ ମା ମଙ୍ଗଳା" 🚩 "ଜୟ ମା ମଙ୍ଗଳା" ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ । ଏହି ଚ୍ୟାନେଲ ମାଧ୍ୟମରେ ଆମେ ଆପଣଙ୍କ ପାଖରେ ମା'ଙ୍କର ମହିମା, ପ୍ରତିଦିନ ମା ଙ୍କ ଆଳତି ଏବଂ ସମସ୍ତ ପୂଜା,ସବୁ ମଙ୍ଗଳବାର ଦିନ ମା ଙ୍କ ଦିବ୍ୟ ମୁଦା ବସା ଓ ଭକ୍ତଙ୍କର ଅନୁଭୂତି ପହଞ୍ଚାଇବାକୁ ଚେଷ୍ଟା କରୁଛୁ । ଆମର ପରମ୍ପରା, ସଂସ୍କୃତି ଏବଂ ପବିତ୍ର ଓଡ଼ିଶାର ଧର୍ମୀୟ ଭାବନାକୁ ଉଜ୍ଜୀବିତ ରଖିବା ଆମର ମୁଖ୍ୟ ଲକ୍ଷ୍ୟ । ମା'ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ।। ଜୟ ମା ମଙ୍ଗଳା ! ସ୍ଥାନ- ଝାଡ଼ତା,ଗୋପାଳପୁର,ବାଲେଶ୍ବର #maamangala #maamangalautsav #kakatpurmangala #jayatumangalamagoo #maamangalavlog #maamangalabhajan