У нас вы можете посмотреть бесплатно Puri Thakura (ପୁରୀ ଠାକୁର୍) | New Jagannath Bhajan | Odia Jagannath Bhajan | Diptimayee Das или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Presenting the Official Studio Version of New Odia Jagannath Bhajan " Puri Thakura" ( Female Version ) the song is sung by ,Diptimayee Das ,Panchanan Sahu music composed by Dibya Chandan. The lyrics are written by Soumya Ranjan Bal. #purithakura ------------------------------------------------------ ♫Song Name - Puri Thakura ( Female ) ♫Singer- Diptimayee Das ♫Music - Dibya Chandan ♫ Lyrics - Soumya Ranjan Bal ♫ Producer - Panchanan Sahu ♪ Mixing & Mastered- Pabitra Studio 🎧 Record Label - Panchanan Music 🎶 Special Thanks - Kuni Sahu, Bipin Sahu , Puri Vlogger Sony ------------------------------------------------------------------------ SHARE this with your loved ones. Keep Sharing, Keep Loving! ► "SUBSCRIBE" - "LIKE" - "COMMENT" "PANCHANAN MUSIC" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "PANCHANAN MUSIC" ର YouTube Channel କୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ ------------------------------------------------------------------------ #purithakura #Diptimayeedas #purithakurafemaleversion #rekalathakura #tobadapanakudhik #jagannathbhajan #souravbhardwaj #panchananmusic #lordjagannath #jagannath #jagannathtemple #2025odiabhajan #bhajanhits #odiabhajan #odiabhajanhits #newodiabhajan #jagannathpuri #odiaviralbhajan #trendingbhajan #bhajan #odianewbhajan #odiajagannathbhajan #newjagannathbhajan #rathayatra #rathayatralive2025 #rathayatralivepuri #rathayatralive #rekalathakura @PradhanMusics 🅵🆄🅻🅻 🅻🆈🆁🅸🅲🆂 ;- ଯୁଗକୁ ଯୁଗ ରହିଛି ଜଗା କେତେ ଅବତାର ନେଇ କଳିକାଳରେ ନୀଳାଚଳରେ ବସିଛି ଭୁଜ ମେଲେଇ ## ଜଗନ୍ନାଥ ତାର ନାମ ତା ନାମରେ କୋଟି ପୁଣ୍ୟ ଭକତଙ୍କ ପାଇଁ ଖୋଲା ରଖିଛି ସିଂହଦୁଆର ପୁରୀ ଠାକୁର ସିଏ ପୁରୀ ଠାକୁର ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର *****-------*****-------****** ଦାରୁ ଯୋଉଠି ପାଲଟେ ଜୀବନ୍ତ ବ୍ରହ୍ମ ନାଆଁଟି ତାଆରି ପରା ଶ୍ରୀକ୍ଷେତ୍ର ଧାମ।। ଯା ନାମ ଧରିଦେଲେ ଝରେ ଅମୃତ କୋଟିଏରେ ଗୋଟେ ପରା ସିଏ ଜଗନ୍ନାଥ।। ## ଓଡ଼ିଶାର ଗର୍ବ ସିଏ ଓଡ଼ିଆଙ୍କ ପର୍ବ ସିଏ ସାରା ଜଗତକୁ ଚାହିଁ ବସିଛି ଆଖିରେ ତାର ପୁରୀ ଠାକୁର ସିଏ ପୁରୀ ଠାକୁର ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର *****-------*****-------****** ତେତିଶି କୋଟି ଦେବତା ଯାହାରି ଆଜ୍ଞାରେ ସିଏ ଆମ ମହାବାହୁ ଅଛି ନୀଳାଚଳେ।। ତା ଦାଣ୍ଡ ଧୂଳି ପରା ଦେଵତା ସମାନ ସେଇ ଧୂଳି ବୋଳି ହେଲେ ପାପ ହୁଏ ପୁର୍ଣ୍ୟ।। ## ଡାକି ଦେଲେ ତାକୁ ଚାହିଁ ନେଇଯାଏ ସେ କୋଳେଇ ଜାତି ଭେଦ କିଛି ବାରେନା ପରା ଜଗା ଆମର ପୁରୀ ଠାକୁର ସିଏ ପୁରୀ ଠାକୁର ଜଗତରେ ଶ୍ରେଷ୍ଠ ତୋ ଶ୍ରୀ ମନ୍ଦିର *****-------*****-------****** 𝙿𝙻𝙴𝙰𝚂𝙴 𝙻𝙸𝙺𝙴 𝙲𝙾𝙼𝙴𝙽𝚃 𝚂𝙷𝙰𝚁𝙴 & 𝚂𝚄𝙱𝚂𝙲𝚁𝙸𝙱𝙴 𝚄𝚂 𝚃𝙷𝙰𝙽𝙺 𝚈𝙾𝚄... This Is The Original Content of Panchanan Music Any Re Upload Re-distribution (Audio or Video) Legal Action Will Be Taken Against Those Who Violate The Copyright Of This Content !