У нас вы можете посмотреть бесплатно SIDDHA KIRTTAN или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
।। ଓଁ ସିଦ୍ଧାୟ ନମଃ ।। ଏହି ଚ୍ୟାନେଲ ବିଜ୍ଞାନ ଭିତ୍ତିକ ସିଦ୍ଧ ଚ୍ୟାନେଲ। ସିଦ୍ଧ ପିଠାଧିଶ୍ଵର ପରମ ପୂଜ୍ୟ ସିଦ୍ଧସ୍ଵାମୀ ହରଦାସଙ୍କ ୨୦୧ ଦିନ ତପସ୍ୟା ଓ ୪୩୫ ଦିନ ସୋମ୍ୟ ତପସ୍ୟା ଫଳରେ ପ୍ରଭୁ ସିଦ୍ଧେଶ୍ୱର ଓ ପ୍ରଭୁ ଗୋରେଖନାଥ ଙ୍କ ଠାରୁ ବରପ୍ରାପ୍ତ ସ୍ଵରୂପ ଯେଉଁ ସିଦ୍ଧଶକ୍ତି ଓ ସିଦ୍ଧ ପଦ୍ଧତି ପ୍ରାପ୍ତ କରିଥିଲେ ତାକୁ ସେ ସିଦ୍ଧ ମାର୍ଗ ଓ ସିଦ୍ଧ ବିଜ୍ଞାନ ଦୁଇଟି ପଦ୍ଧତିରେ ବିଭକ୍ତ କରି ସାରା ବିଶ୍ବକୁ ନିଶୁଳ୍କ ଦାନ ଦେଇଥିଲେ । ବର୍ତମାନ ଏହି ପଦ୍ଧତି ସାରା ବିଶ୍ବରେ ପ୍ରଚାର ପ୍ରସାର ହୋଇଗଲାଣି । ଏହି ସିଦ୍ଧ ପଦ୍ଧତି ମାଗଣାରେ ଶିକ୍ଷାଲାଭ କରି ଆମେ ନିଜକୁ ନିଜ ପରିବାରକୁ ଆରୋଗ୍ୟ, ଶାନ୍ତି, ଉନ୍ନତି ଦିଗକୁ ଆଣିପାରିବା । ଏହି ସିଦ୍ଧ ପଦ୍ଧତି ଜଣେ ମାତ୍ର ଦୁଇ ଘଣ୍ଟାରେ ଶିକ୍ଷା ଲାଭ କରି ନିଜକୁ, ପରିବାରକୁ ଓ ଅନ୍ୟକୁ ଆରୋଗ୍ୟ, ଶାନ୍ତି, ଉତ୍କର୍ଷ ଦେଇପାରିବେ। ଏହି ଶିକ୍ଷା ସଂପୂର୍ଣ୍ଣ ନିସ୍ଳୁକ। ଏହି ଶିକ୍ଷା ଲାଭ କରିବା ପାଇଁ ଚାହୁଁଥିଲେ 7606091359 ନଂମ୍ବରରେ ଯୋଗାଯୋଗ କରନ୍ତୁ। ଦୟାକରି ଏହି ଚ୍ୟାନେଲକୁ subscribe କରନ୍ତୁ। ସମସ୍ତ ଭିଡିଓକୁ like, share କରନ୍ତୁ। ଆପଣଙ୍କ ସେବାରେ ସଦାସର୍ବଦା ସିଦ୍ଧ ଦୁନିଆ। ।।ଓଁ ସିଦ୍ଧାୟ ନମଃ।। Thank you