• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

ଅନ୍ଧକାରର ଛାଇ|ANDHAKARAR CHHAI|ବୀଣାପାଣି ମହାନ୍ତି| ODIA SHORT STORY| скачать в хорошем качестве

ଅନ୍ଧକାରର ଛାଇ|ANDHAKARAR CHHAI|ବୀଣାପାଣି ମହାନ୍ତି| ODIA SHORT STORY| 20 часов назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଅନ୍ଧକାରର ଛାଇ|ANDHAKARAR CHHAI|ବୀଣାପାଣି ମହାନ୍ତି| ODIA SHORT STORY|
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: ଅନ୍ଧକାରର ଛାଇ|ANDHAKARAR CHHAI|ବୀଣାପାଣି ମହାନ୍ତି| ODIA SHORT STORY| в качестве 4k

У нас вы можете посмотреть бесплатно ଅନ୍ଧକାରର ଛାଇ|ANDHAKARAR CHHAI|ବୀଣାପାଣି ମହାନ୍ତି| ODIA SHORT STORY| или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон ଅନ୍ଧକାରର ଛାଇ|ANDHAKARAR CHHAI|ବୀଣାପାଣି ମହାନ୍ତି| ODIA SHORT STORY| в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



ଅନ୍ଧକାରର ଛାଇ|ANDHAKARAR CHHAI|ବୀଣାପାଣି ମହାନ୍ତି| ODIA SHORT STORY|

‘ଏ ଝିଅଟା କଥା କହୁଛନ୍ତି ଆଜ୍ଞା... ଏଇଟାକୁ କିଆଁ ପଢେଇବି ମ ? ମୁଁ ପା ତା'ରି ବୟସରେ ତା ବୋପା ହାତଧରି ଏଠିକି ଅଇଲି... ପନ୍ଦର ପ୍ରାଣୀଙ୍କୁ ରାନ୍ଧି ବାଢି, ଘଷି ପାରି, ଧାନ ମକଚି, ଘରଦୁଆର ନିପି ପୋଛି ମୋତେ ମରିବାକୁ ବେଳ ନଥିଲା— ମୁଁ ଡିରିଲି କରୁଥିଲି କେତେବେଳେ ନା ବହି ସିଲଟ ଧରି ବସୁ ଥିଲି କେତେବେଳେ ? ଅନ୍ଧକାରର ଛାଇ ଗଳ୍ପଟି ମୋର ଏକ ପ୍ରତ୍ୟକ୍ଷ ଅନୁଭୂତି । ଫକୀର ମୋହନଙ୍କ ‘ରେବତୀ’ ଗଳ୍ପ ହୁଏତ ଏକ ଭିରିଭୂମି ଭାବରେ କାର୍ଯ୍ୟ କରିଛି ।’’ ଗଳ୍ପଟି ଲେଖି ସାରିଲା ପରେ ମୁଁ ଜାଣିଲି ଯେ ସେଥିରେ ଏକ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି – ପାଠକ ଓ ସମାଜକୁ ନାରୀଶିକ୍ଷା ସଂପର୍କରେ ସଚେତନ କରାଇବା । ରାଜ୍ୟରେ ଅସଂଖ୍ୟ ଯୋଜନା ଓ କାର୍ଯ୍ୟକ୍ରମ ସତ୍ତ୍ୱେ ବାପା ମା’ ମାନେ କନ୍ୟାର ଶିକ୍ଷାକୁ କିପରି ଅବହେଳା କରନ୍ତି, ତାହା ମୁଁ କେବଳ ସୂଚନା ମାତ୍ର ଦେଇଛି । ବହୁ ପାଠକଙ୍କ ଶ୍ରଦ୍ଧା ଓ ସ୍ୱୀକୃତିରୁ ମୋର ଅନୁଭବ ଯେ କିଛି ପରିମାଣରେ ମୋର ଗଳ୍ପ ସେମାନଙ୍କୁ ନାରୀଶିକ୍ଷା ସଂପର୍କରେ ସଚେତନ କରାଇଛି । ମୋର ବକ୍ତବ୍ୟକୁ ସେମାନେ ବୁଝି ପାରିଥିବା ଯୋଗୁଁ ଏହା ମୋର ଏକ ସାର୍ଥକ ଗଳ୍ପ ବୋଲି ମୁଁ ଭାବେ । ଏକବିଂଶ ଶତାବ୍ଦୀର ‘ରେବତୀ’ମାନେ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ବିବର୍ତ୍ତନ ମଧ୍ୟରେ ସେମାନଙ୍କ ସଂଗ୍ରାମ ଚାଲୁ ରଖିବେ ବୋଲି ମୁଁ ବିଶ୍ବାସ କରେ । – ବୀଣାପାଣି ମହାନ୍ତି ‘ଲୋ ରେବତୀ – ଲୋ ରେକ– ଲୋ ନିଆଁ, ଲୋ ଚୁଲୀ — ପାଠକେ । ସେଦିନ ଫକୀର ମୋହନ ଏଇଠି ଛାଡ଼ି ଯାଇଥିଲେ ରେବତୀକୁ । ଇତି ମଧ୍ୟରେ ଗୋଟି ଗୋଟି ହୋଇ ବିତି ସାରିଲାଣି ଶହେଟି ବର୍ଷ । ଶହେବର୍ଷ ପରେ, ଆଳି ଯେତେବେଳେ ଆମେ ଏଇଠି ଠିଆ ହୋଇ, ସେଦିନର ସେଇ ରେବତୀ ପର୍ଯ୍ୟନ୍ତ ଆଖ ପକାଉ, ସେତେବେଳେ ଆମ ଆଗରେ ଆସି ଉତ୍ତା ହୁଅନ୍ତି ଆହୁରି ଅନେକ ରେବତୀ । ସେମାନଙ୍କ ମଧ୍ୟରୁ ଅଳ୍ପ କେଇଜଣଙ୍କୁ ନେଇ ଏଇ ৫। ଆଜିଠୁଁ ଠିକ୍ ଅଠର ବର୍ଷ ତଳେ, ରେବତୀକୁ ନେଇ ଏକ ଆଲୋଚନା ମୁଁ ଲେଖିଥିଲି ଓଡ଼ିଶା ସାହିତ୍ୟ ଅକାଦମୀର ‘କୋଣାର୍କ’ ପତ୍ରିକାରେ । ବିଶେଷ କରି ‘ଝଙ୍କାର’ରେ ଜଗଦୀଶ ମହାନ୍ତିଙ୍କର ‘ରେବତୀ’ ଗଳ୍ପଟି ପ୍ରକାଶ ପାଇବା ପରେ, ସେପରି ଏକ ପ୍ରବନ୍ଧ ରଚନାର ଚିନ୍ତା ମୋ’ମନକୁ ଆସିଥିଲା । ଫକୀରମୋହନଙ୍କ ‘ରେବତୀ' (୧୮୯୮)ଠାରୁ ଜଗଦୀଶ ମହାନ୍ତିଙ୍କ ‘ରେବତୀ' (୧୯୭୮) ପର୍ଯ୍ୟନ୍ତ, ଏଇ ଦୀର୍ଘ ୮୦ ବର୍ଷର ସମୟ ଖଣ୍ଡ ମଧ୍ୟରେ, ଆମ ରାଜ୍ୟର ସର୍ଜନଶୀଳ ସାହିତ୍ୟରେ ଫକୀରମୋହନଙ୍କ ‘ରେବତୀ’ର ପ୍ରଭାବ, ପ୍ରତିକ୍ରିୟା ଓ ପରିଣତି ଦର୍ଶାଇବା ଥିଲା ସେହି ପ୍ରବନ୍ଧଟିର ଉଦ୍ଦେଶ୍ୟ । ‘ରେବତୀ’ ଆଧାରିତ ଗଳ୍ପଗୁଡ଼ିକୁ ନେଇ ଆଜି ଏଇ ଯେଉଁ ସଂକଳନଟି ପ୍ରକାଶ ପାଉଛି, ତାହାର ବୀଜ ହୁଏତ ସୁପ୍ତ ଭାବରେ ତାହାରି ମଧ୍ୟରେ ନିହିତ ଥିଲା । ଅନୁକୂଳ ପରିବେଶ ପାଇ ତାହା ଅଙ୍କୁରିତ ହୋଇ ଆଜି ଏକ ପାଦପରେ ପରିଣତ ହୋଇଛି ଯାହା । କହି ରଖିବା ଉଚିତ ହେବ ଯେ ଏଥିରେ ସଂଯୋଜିତ ସମସ୍ତ ଗଳ୍ପ ପୂର୍ବରୁ ପ୍ରକାଶିତ ନୁହେଁ । ଏପରି ଏକ ସଂକଳନର ଯୋଜନା ହେଉଛି ଜାଣି, ରଜନୀକାନ୍ତ ମହାନ୍ତି, ରାମଚନ୍ଦ୍ର ସାହୁ (ଋତ), ପୁଷ୍ପାଞ୍ଜଳି ନାୟକ, ଅଞ୍ଜଳି ପାଢ଼ୀ, ପ୍ରତାପ ବିଶ୍ଵାଳ ଓ ରଣଜିତ୍ ପଟ୍ଟନାୟକ ପ୍ରମୁଖ ଗୋଟିଏ ଗୋଟିଏ ନୂଆ ‘ରେବତୀ’ ଧରି ମୋ ପାଖରେ ହାଜର ହେଲେ । ହୁଏତ ଏଇ ରେବତୀମାନଙ୍କର ବୀଜ ସେମାନଙ୍କ ମନରେ ପୂର୍ବରୁ ଅଙ୍କୁରିତ ହୋଇ ରହିଥିଲା – ଅନୁକୂଳ ଭୂମିଟିଏ ପାଇ ପଲ୍ଲବିତ ହୋଇଯାଇଛି ମାତ୍ର । ସେମାନଙ୍କୁ ଓ ପୂର୍ବରୁ ପ୍ରକାଶିତ ରେବତୀମାନଙ୍କୁ ନେଇ ଆଜି ଏଇ ସଂକଳନ ରେବତୀ : ରେବତୀ । ପ୍ରଥମରୁ ଏଇ ସଂକଳନଟିକୁ ଭିନ୍ନ ଭାବରେ ସଂଯୋଜନା କରିବାର ପରିକଳ୍ପନା ମୋର ଥିଲା । ପୂର୍ବରୁ ପ୍ରକାଶ ପାଇ ସାରିଥିବା କେତୋଟି ଉପାଦେୟ ଆଲୋଚନା, ମହାପାତ୍ର ନୀଳମଣି ସାହୁଙ୍କ ରମ୍ୟରଚନା, ରାମକୁମାର ଅଗ୍ରୱାଲା ଓ ପ୍ରମୋଦ କୁମାର ମହାନ୍ତି ପ୍ରମୁଖଙ୍କ କବିତା, ଶଶି ରଥଙ୍କ ଉପନ୍ୟାସିକା ଆଦିକୁ ନେଇ ଏକ‌ତ୍ର ଏକ ବୃହତ୍ ‘ରେବତୀ’ର ପ୍ରକାଶ ଯୋଜନା ମୁଁ କରିଥୁଲି । ମାତ୍ର ଶଶି ରଥଙ୍କର ‘ଅନ୍ୟ ଜଣେ ରେବତୀ' ଗଳ୍ପଟି ଏହାର ଗତିରୋଧ କରିଦେଲା । ଫଳତଃ କେବଳ ‘ରେବତୀ’ ଆଧାରିତ ଗଳ୍ପଗୁଡ଼ିକୁ ନେଇ, ଫକୀରମୋହନଙ୍କ ରେବତୀର ତଥା ଓଡ଼ିଆ ଗଳ୍ପର ଶତବାର୍ଷିକୀ ଅବସରରେ ଆଜି ରେବତୀ : ରେବତୀ ପ୍ରକାଶ ପାଉଛି । ଆଜି ମକର ସଂକ୍ରାନ୍ତି । ରେବତୀର ତ‌ଥା ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପର ପିତା, କଥାସମ୍ରାଟ ଫକୀରମୋହନଙ୍କର ପୁଣ୍ୟ ଜନ୍ମତିଥି । ମୋର ପରମ ସୌଭାଗ୍ୟ ଯେ ଆଜିପରି ଦିନରେ ମଧ୍ୟ ରେବତୀ : ରେବତୀ ଲୋକାର୍ପିତ ହେଉଛି । ଏଇ ଅବସରରେ ମୁଁ ସର୍ବାଗ୍ରେ କୃତଜ୍ଞତା ଜଣାଉଛି ଫ୍ରେଣ୍ଡସ୍ ପବ୍ଲିଶର୍ସର ପ୍ରକାଶକ ଶ୍ରୀ ସହଦେବ ପ୍ରଧାନଙ୍କୁ । ଆଜିଠୁଁ ୧୦ ବର୍ଷ ତଳେ ଯେଉଁ ଉତ୍ସାହ ନେଇ ସେ ‘କନ୍‌ହେଇ କଥାଘର' ପ୍ରକାଶ କରିଥିଲେ ଓ ମୋର ଅନୂଦିତ କାହାଣୀ ପୁସ୍ତକ ଅଧ୍ୟାୟ ଏକବିଂଶ’ ନିଜେ ଛାପିଥିଲେ ଅଧୁକ ଖୁସି ହୋଇଥା’ନ୍ତେ ବୋଲି ସୂଚାଇଥିଲେ ସେଇ ଉତ୍ସାହ ଓ ଶ୍ରଦ୍ଧାର ସହ ସେ ଏହାକୁ ପ୍ରକାଶ କରିଛନ୍ତି । ଫଳରେ ଗୋଟିଏ ପକ୍ଷରୁ ବି ଆହୁରି କମ୍ ସମୟ ମଧ୍ୟରେ ଆଜି ଏହା ପ୍ରକାଶ ପାଇପାରିଛି । ଏହି ଅବସରରେ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି ବଂଧୁ, ଚିତ୍ରଶିଳ୍ପୀ ଶ୍ରୀ ବଳଦେବ ମହାରଥାଙ୍କୁ । ନିଜସ୍ବ ଆବେଗ ଦେଇ ପୁସ୍ତକଟିକୁ ସେ ସଜାଇଛରି ନୂତନ ପରିପାଟୀରେ । ଆଉ, ଯେଉଁମାନେ ସବୁବେଳେ ଚାହିଁ ଆସିଛନ୍ତି ମୁଁ କିଛି ଭଲ ଓ ଭିନ୍ନ ରୁଚିର କାମ କରେ, ଏବଂ କିଛି କରୁନାହିଁ କାହିଁକି ବୋଲି ବାରମ୍ବାର ମୋତେ ଗାଳିଦେଇ ଆସିଛନ୍ତି – ସେମାନଙ୍କୁ ମଧ୍ୟ ଏହି ଅବସରରେ ମୁଁ ଅତ୍ୟନ୍ତ ଶ୍ରଦ୍ଧାର ସହ ସ୍ମରଣ କରୁଛି । ପାଠକେ, ଆପଣମାନେ ଚାହିଁଲେ ଓ ସହଦେବବାବୁଙ୍କ ଶ୍ରଦ୍ଧା ଓ ଉତ୍ସାହ ଅତୁଟ ରହିଲେ, ପର ପ୍ରସ୍ତକୁ ରହିଯାଇଥିବା ‘ରେବତୀ’ମାନଙ୍କୁ ନେଇ ନିକଟରେ ଆଉ ଏକ ରେବତୀ : ରେବତୀ ପ୍ରକାଶ ପାଇ ପାରିବ ବୋଲି ମୁଁ ଆଶା କରୁଛି । ଆଉ ଅଧ‌ିକ କ'ଣ କହିବି ? ମକର ସଂକ୍ରାନ୍ତି ୧୪/୦୧/୧୯୯୮ ଅସିତ୍ ମହାନ୍ତି ------------- ------------------- ------------- ବୀଣାପାଣି ମହାନ୍ତି ଓଡ଼ିଆ ସାହିତ୍ୟରେ ଜଣେ ସଶକ୍ତ ନାରୀ ଗଳ୍ପକାର। ତାଙ୍କର ଗଳ୍ପ “ଅନ୍ଧକାରର ଛାଇ” ମାନବ ଜୀବନର ମନୋବୃତ୍ତି, ଭୟ, ଅସହାୟତା ଓ ଅନ୍ତର୍ଦ୍ୱନ୍ଦ୍ୱକୁ ଗଭୀର ଭାବରେ ଉପସ୍ଥାପନ କରେ। ଏହି video ରେ “ଅନ୍ଧକାରର ଛାଇ” ଗଳ୍ପର ସାରକଥା, ଭାବବିଶ୍ଳେଷଣ ଓ ସାହିତ୍ୟିକ ମୂଲ୍ୟ ଆଲୋଚନା କରାଯାଇଛି। +3 ଓଡ଼ିଆ, ଓଡ଼ିଆ Honours ଛାତ୍ରଛାତ୍ରୀ ଓ ସାହିତ୍ୟ ପ୍ରେମୀମାନଙ୍କ ପାଇଁ ଏହା ବହୁତ ଉପକାରୀ। 👉 Video ଭଲଲାଗିଲେ Like, Share ଓ Subscribe କରିବାକୁ ଭୁଲନ୍ତୁ ନାହିଁ। -------------- ------- ---------------------------------- #ଅନ୍ଧକାରରଛାଇ #ବୀଣାପାଣିମହାନ୍ତି #OdiaLiterature #WomenWriter #OdiaHonours #+3Odia #OdiaMoralStory #OdiaClassicStory #IndianLiterature #StoryAnalysis odia story andhakara ra chhai beenapani mahanti story odia galpa odia sahitya story odia literature odia short story odia psychological story odia moral story odia honours syllabus +3 odia story odia women writer beenapani mahanti odia writer odia story explanation odia story analysis odia audiobook story odia classic literature

Comments
  • ଜୀବନର ସମାଧି|JIBANARA SAMADHI|ଭଗବତୀ ଚରଣ ପାଣିଗ୍ରାହୀ|ODIA SHORT STORY| #odiagalpa #shortstory #odia 2 дня назад
    ଜୀବନର ସମାଧି|JIBANARA SAMADHI|ଭଗବତୀ ଚରଣ ପାଣିଗ୍ରାହୀ|ODIA SHORT STORY| #odiagalpa #shortstory #odia
    Опубликовано: 2 дня назад
  • Основы социологии: как начать понимать 4 месяца назад
    Основы социологии: как начать понимать
    Опубликовано: 4 месяца назад
  • ୧୦୦୮ କୁଣ୍ଡିୟ ବିଶ୍ବଶାନ୍ତି ଶ୍ରୀରାମ ମହାଯଜ୍ଞ-୨୦୨୬ #tamamura #dahukbud #digsira #subarnapur #jayshreem 1 час назад
    ୧୦୦୮ କୁଣ୍ଡିୟ ବିଶ୍ବଶାନ୍ତି ଶ୍ରୀରାମ ମହାଯଜ୍ଞ-୨୦୨୬ #tamamura #dahukbud #digsira #subarnapur #jayshreem
    Опубликовано: 1 час назад
  • Odhani | Full Ep - 270 | 4th Feb 2026 | Odia Serial | TarangTV | Tarang Plus 19 часов назад
    Odhani | Full Ep - 270 | 4th Feb 2026 | Odia Serial | TarangTV | Tarang Plus
    Опубликовано: 19 часов назад
  • ସେବା ଓ ଭାଗ୍ୟ ର ଫଳ | Best motivational video | Karuna Path 2 недели назад
    ସେବା ଓ ଭାଗ୍ୟ ର ଫଳ | Best motivational video | Karuna Path
    Опубликовано: 2 недели назад
  • ମାଡ଼ ହାଣ୍ଡି କଥା//Mada Handi Katha//Odia Commedy//Odia Story//Daspalla Comedy//Pralaya Comedy// 2 месяца назад
    ମାଡ଼ ହାଣ୍ଡି କଥା//Mada Handi Katha//Odia Commedy//Odia Story//Daspalla Comedy//Pralaya Comedy//
    Опубликовано: 2 месяца назад
  • AJIRA BHAGYA DARSHANA | ଆଜିର ରାଶିଫଳ - 07 FEB 2026 | Today's Horoscope | Yashaswi Pragyan | S.UTSAV 1 час назад
    AJIRA BHAGYA DARSHANA | ଆଜିର ରାଶିଫଳ - 07 FEB 2026 | Today's Horoscope | Yashaswi Pragyan | S.UTSAV
    Опубликовано: 1 час назад
  • REBATI| ରେବତୀ|ODIA SHORT STORY|ଫକୀର ମୋହନ ସେନାପତି| #fakirmohansenapati #odiagalpa #fakirmohancollege 5 дней назад
    REBATI| ରେବତୀ|ODIA SHORT STORY|ଫକୀର ମୋହନ ସେନାପତି| #fakirmohansenapati #odiagalpa #fakirmohancollege
    Опубликовано: 5 дней назад
  • ସୁନା ହରି କାଠ କଥା //  ଅବୋଲକରା କାହାଣୀ //ଓଡ଼ିଆ ଜହ୍ନମାମୁ କାହାଣୀ // ଓଡ଼ିଆ ଆଈମା କାହାଣୀ //ଓଡ଼ିଆ କାହାଣୀ 1 месяц назад
    ସୁନା ହରି କାଠ କଥା // ଅବୋଲକରା କାହାଣୀ //ଓଡ଼ିଆ ଜହ୍ନମାମୁ କାହାଣୀ // ଓଡ଼ିଆ ଆଈମା କାହାଣୀ //ଓଡ଼ିଆ କାହାଣୀ
    Опубликовано: 1 месяц назад
  • Сказка на ночь для взрослых | Подводный город | Relax Melodies 4 года назад
    Сказка на ночь для взрослых | Подводный город | Relax Melodies
    Опубликовано: 4 года назад
  • जीवनको रङ 13 часов назад
    जीवनको रङ "केशरी" Episode -69 || Keshari || 6th Feb. 2026
    Опубликовано: 13 часов назад
  • ରେବତୀ ସଂପର୍କରେ 1 день назад
    ରେବତୀ ସଂପର୍କରେ "ଶ୍ରୀ"ଙ୍କର ପ୍ରଥମ ଆଲେଖ୍ୟ|REBATI|ODIA SHORT STORY DRAMA|ଉତ୍କଳ ସାହିତ୍ୟ| #odiagalpa #odia
    Опубликовано: 1 день назад
  • ମାଧବୀର ମଧୁରାତି ( ଭାଗ -3 ) || Madhabira madhurati 3 года назад
    ମାଧବୀର ମଧୁରାତି ( ଭାଗ -3 ) || Madhabira madhurati
    Опубликовано: 3 года назад
  • ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ରାଷ୍ଟ୍ରପତିଙ୍କ ଏ ଭିଡିଓ | President Droupadi Murmu Mayurbhanj Visit 16 часов назад
    ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ରାଷ୍ଟ୍ରପତିଙ୍କ ଏ ଭିଡିଓ | President Droupadi Murmu Mayurbhanj Visit
    Опубликовано: 16 часов назад
  • Сила Утреннего Ритуала Определяет Весь Твой День | Наполеон Хилл 2 месяца назад
    Сила Утреннего Ритуала Определяет Весь Твой День | Наполеон Хилл
    Опубликовано: 2 месяца назад
  • АУДИО. Источники. Лекция из ликбеза «Что такое античность» 7 лет назад
    АУДИО. Источники. Лекция из ликбеза «Что такое античность»
    Опубликовано: 7 лет назад
  • Nei aaniki thoi janile chori bidyati bhala ll full story ll odia gapa ll gapa ll odia story ll 5 лет назад
    Nei aaniki thoi janile chori bidyati bhala ll full story ll odia gapa ll gapa ll odia story ll
    Опубликовано: 5 лет назад
  • ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena 1 день назад
    ଶୁଣିଲେ ଶୁଣୁଥିବେ... | EP - 143 | Podcast With Viral Baba Asit Jena
    Опубликовано: 1 день назад
  • ଛେଳି ଶୁଳି କଥା (ଭାଗ-2) // ଅବୋଲକରା କାହାଣୀ//ଓଡ଼ିଆ ଜହ୍ନମାମୁ କାହାଣୀ // ଓଡ଼ିଆ ଆଈମା କାହାଣୀ //ଓଡ଼ିଆ କାହାଣୀ 1 месяц назад
    ଛେଳି ଶୁଳି କଥା (ଭାଗ-2) // ଅବୋଲକରା କାହାଣୀ//ଓଡ଼ିଆ ଜହ୍ନମାମୁ କାହାଣୀ // ଓଡ଼ିଆ ଆଈମା କାହାଣୀ //ଓଡ଼ିଆ କାହାଣୀ
    Опубликовано: 1 месяц назад
  • Аудио книга «Поступай как женщина, думай как мужчина» — Стив Харви | Пересказ 4 недели назад
    Аудио книга «Поступай как женщина, думай как мужчина» — Стив Харви | Пересказ
    Опубликовано: 4 недели назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5