У нас вы можете посмотреть бесплатно Maa Khoje Mamata || ମାଁ ଖୋଜେ ମମତା || ଷଷ୍ଠ ଶ୍ରେଣୀ ଭଉଣୀଙ୍କ ହୃଦୟସ୍ପର୍ଶୀ ଅଭିନୟ || или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଶ୍ରୀ ସରସ୍ବତୀ ଶିଶୁମନ୍ଦିର, ସ୍ବାମୀନାରାୟଣ ନଗର, ବମରୋଲି, ପାଣ୍ଡେସରା,ସୁରତ- ଵିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଶିକ୍ଷା ବିକାଶ ସମିତି ଓଡିଶା ସମ୍ବନ୍ଧ , ତଥା ଵିଦ୍ୟା ଭାରତୀ ଗୁଜରାତ ପ୍ରଦେଶ ସଂଲଗ୍ନ ଓ ଗୁଜରାତ ସରକାର ମାନ୍ୟତା ପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ (ଶିକ୍ଷା ଅନୁଷ୍ଠାନ)ରେ ନାମ ଲେଖା ହେଉଛି। ଶିଶୁ ବାଟିକା ସହ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ର ବ୍ୟବସ୍ଥା । ଅରୁଣ, ଉଦୟ,ପ୍ରଭାତ ଓ ପ୍ରଥମ ଶ୍ରେଣୀପାଇଁ ଶିଶୁଙ୍କ ବୟସ 3+, 4+, 5+, 6+ ବର୍ଷ ହେବା ଆବଶ୍ଯକ। ନାମ ଲେଖା ପାଇଁ ସଂପର୍କ କରନ୍ତୁ । 🙏 କାହିଁକି ସରସ୍ଵତୀ ଶିଶୁମନ୍ଦିର ? 👉 ଭାରତୀୟ ସଂସ୍କୃତି ଅନୁରୂପ ଶିକ୍ଷା ଦାନ 👉 ସଂସ୍କାର ଏବଂ ଅନୁଶାସନ ର ଶିକ୍ଷା 👉ଓଡିଶାର କୁଶଳୀ ଅଭିଜ୍ଞ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ 👉 ମାତୃଭାଷା ରେ ଶିକ୍ଷା ସହ ଇଂରାଜୀ ଓ ହିନ୍ଦୀ ଭାଷା ପ୍ରତି ଅଧିକ ଦୃଷ୍ଟି 👉 ଗୁଜରାତ ସରକାର ଙ୍କ ତରଫରୁ ପ୍ରଥମ ଶ୍ରେଣୀରେ ୨୫% ଶିଶୁ ଙ୍କୁ ମାଗଣାରେ ଶିକ୍ଷା 👉 ଟ୍ରଷ୍ଟ ତରଫରୁ ଆର୍ଥିକ ସହାୟତା ସହ ୧୦% ଛାତ୍ର ଛାତ୍ରୀ ଙ୍କୁ ମାଗଣାରେ ଶିକ୍ଷା 👉 ବୈଦିକ ଗଣିତ, ସ୍ପୋକେନ ଇଂରାଜୀ ତଥା ବିଜ୍ଞାନ ର ପ୍ରୟୋଗ ର ଶିକ୍ଷା 👉ସିସି କେମେରା ଦ୍ଵାରା ନିରୀକ୍ଷଣ 👉 ଓଡିଓ, ଭିଡ଼ିଓ ତଥା ଡିଜିଟାଲ କ୍ଲାସ୍ 👉 କମ୍ପ୍ୟୁଟର ଓ ଇଣ୍ଟରନେଟ ର ଶିକ୍ଷା 👉 ଶାରୀରିକ ଶିକ୍ଷା, ମାନସିକ ବିକାଶ ଶିକ୍ଷା,ବୌଦ୍ଧିକ ଜ୍ଞାନ, ଆଧ୍ୟାତ୍ମିକ ଶକ୍ତି ର ବିକାଶ ଓ ନୈତିକ ଏବଂ ସାମାଜିକ ଶିକ୍ଷା 👉 ମାତୃ ସମ୍ମୀଳନୀ ଓ ଅଭିଭାବକ ସମ୍ମିଳନୀ ଦ୍ଵାରା ଶିଶୁଙ୍କ ସମସ୍ୟା ର ସମାଧାନ 👉 ଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା 👉 ଫାୟାର ସେଫ୍ଟି ର ବ୍ୟବସ୍ଥା 👉 ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରରେ ପ୍ରତିଯୋଗିତା ରେ ଶିଶୁ ଙ୍କ ପ୍ରତିଭା ପ୍ରଦର୍ଶନ 👉 ପୁରସ୍କାର ଓ ପ୍ରମାଣ ପତ୍ର ସହିତ ଶିଶୁମାନଙ୍କ ଅନ୍ତର୍ନିହିତ ଶକ୍ତି ର ବିକାଶ 👉 ଆପଣଙ୍କ ତଥା ଆପଣଙ୍କ ଘର ଆଖପାଖରେ ଥିବା ଶିଶୁ ମାନଙ୍କୁ ଆମ ଅନୁଷ୍ଠାନ ରେ ନାମ ଲେଖାଇବା ରେ ସହଯୋଗ କରିବେ।