У нас вы можете посмотреть бесплатно ସେକ୍ସ ଏଜୁକେସନ୍ | Sex Education for Teenagers in Odia | Dr Chinmayee Kar или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ParentingTips #OdiaHealthTips ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଯୌନ ସମ୍ପର୍କିତ ବିଷୟ ଉପରେ ଜଣାଇବା ନିହାତି ଜରୁରୀ। ଏହା ଦ୍ୱାରା ସେମାନେ ଅବାଞ୍ଛିତ ଗର୍ଭଧାରଣ, ଯୌନ ସଞ୍ଚାରିତ ରୋଗ ବିଷୟରେ ଜାଣିପାରିବେ ଓ ନିଜକୁ ସୁରକ୍ଷିତ ରଖିପାରିବେ। ତେଣୁ ପ୍ରତ୍ୟେକ ପିଲାକୁ ସେକ୍ସ ଏଜୁକେସନ୍ ବିଷୟରେ ବୁଝାଇବା ନିହାତି ଜରୁରୀ। ଆସନ୍ତୁ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଶାରୀରିକ ସମ୍ପର୍କ ପାଇଁ ଉଚିତ ବୟସ (0:00) ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ କ’ଣ ହୋଇପାରେ? (1:59) ସୁରକ୍ଷିତ ଯୌନ ସମ୍ପର୍କ କେମିତି ରଖିବେ? (3:17) ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ କ’ଣ କରିବେ? (4:12) It is essential for parents to educate their teens about sex and sexual health. By doing so, teens can learn about the risks of unwanted pregnancy and sexually transmitted infections, as well as ways to protect themselves. Therefore, it is important to explain sex education to every teen in a way that is age-appropriate, inclusive, and non-judgmental. Dr Chinmayee Kar, a Gynaecologist is speaking about the importance of having conversations on sex with your teens. In this Video, Appropriate Age for physical contact, in Odia (0:00) What can happen if you have Unprotected Sex? in Odia (1:59) Ways to have Safer Sex, in Odia (3:17) What to do if you have Unprotected Sex? in Odia (4:12) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!