У нас вы можете посмотреть бесплатно ପିଠା–ଖିଚୁଡ଼ି ସହ କତଡା ପିଟା, ଗାଁର ଏକତା ❤️ ଏବେ ଅଉ ନାହିଁ | Katada Pita или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଗ କତଡା ବହୁତ ଲୋକ ଏକାଠି ମିଶିକି ପିଟୁଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହସ, କଥା ଆଉ ପରିଶ୍ରମ ଚାଲିଥାଏ। ମଝିରେ ପିଠା, ଖିଚୁଡ଼ି, ଶାଗ-ଭାତ ଖାଇ ସମସ୍ତେ ଏକାଠି ବସି କାମ କରୁଥିଲେ। ସେଇ ସମୟରେ ଗାଁର ଏକତା ଆଉ ଭାଇଚାରା ସ୍ପଷ୍ଟ ଦେଖାଯାଉଥିଲା। କାହାରି କାମ କାହାରି ଭାର ନୁହେଁ, ସମସ୍ତେ ମିଶିକି କରୁଥିଲେ। କାତଡା ପିଟା ସରିଲେ ଛଣା ବିଛା, ଚାଲ ଘର ଉପରେ ଘର ବନାଇବାର କାମ ମଧ୍ୟ ଏକାଠି ମିଶି କରୁଥିଲେ। କିନ୍ତୁ ସମୟ ବଦଳିଗଲା। ଏବେ ଯନ୍ତ୍ର ଆସିଗଲା, ଲୋକ ମିଳୁନି, ସେଇ ପୁରୁଣା ଦିନର ମଜା ଆଉ ଏକତା ଆଜି କମ୍ଦେଖିବାକୁ ମିଳୁଛି। ଆଗର ଦିନର ସେଇ ହସ, ସେଇ ଏକାଠି କାମ କରିବାର ଆନନ୍ଦ ଏବେ କେବଳ ସ୍ମୃତି ହୋଇ ରହିଗଲା। ଏହି ଭିଡିଓ ମାଧ୍ୟମରେ ଆମେ ସେଇ ପୁରୁଣା ଗାଁ ଜୀବନ, କତଡା ପିଟାର ସ୍ମୃତି ଆଉ ଭାଇଚାରାକୁ ପୁଣିଥରେ ମନେ ପକାଉଛୁ। ଯଦି ଆପଣଙ୍କୁ ଏମିତି ଗାଁ ଜୀବନ ଭଲ ଲାଗେ, ତେବେ ଏହି ଭିଡିଓକୁ like, share ଆଉ comment କରନ୍ତୁ। 🌾❤️ #KatadaPita #GaonJibana #VillageMemory #OdiaVillage #PithaKhichudi #GaonRaSmruti #RuralLife #OldDays #VillageCulture #villagepeople #villagelife