У нас вы можете посмотреть бесплатно Baja Bajiba Bana Futiba l Odia Marriage Song l new Odia Romantic song l Odia song или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Baja Bajiba Bana Futiba l Odia Marriage Song l new Odia Romantic song l Odia song Singer: N Monalija Lyrics: YASHSWINEE SAHOO Music: Rakesh Jena PRODUCER: MONALISHA JENA *Lyrics* ବାଜା ବାଜିବ ବାଣ ଫୁଟିବ ରୋଷଣୀ ହେବ ତୁମର କନିଆ ସାଜି ଯିବି ତୁମ ସାଥେ ବର ହେବ ଲୋ ମୋର ବାଜା ବାଜିବ ବାଣ ଫୁଟିବ...... ......... Music......... ବାପ ଘର ଛାଡି ଚାଲି ଯିବି ମୁଁହି ଶାଶୁ ଘର ସ୍ୱର୍ଗ ମୋର ଯା, ଦେଢଶୁର, ନଣନ୍ଦ, ଦିଅର ସଭିଏଁ ମୋ ନିଜର !2! ତମ ଘର ପାଇଁ ଲଷ୍ମୀ ସାଜିବି ଜଗନ୍ନାଥ ତମେ ମୋର ଶାଶୁ, ଶଶୁରଙ୍କ ସେବା କରିବି ବୃନ୍ଦାବତୀ ସାହା ମୋର... ବାଜା ବାଜିବ ବାଣ ଫୁଟିବ.... ........ Music......... ସକାଳୁ ଉଠି ଦିଅଁ ମୁଁ ପୂଜିବି ଶୁଭ ମନାସିବି ତୁମର ଜୀବନ ତୁମର ସୁଖମୟ ହେଉ ଦୁଃଖ ଯେତେ ସବୁ ମୋର !2! ଚଉରା ମୂଳେ ପୂଜା କରିବି ସକାଳ ସଂଜେ ତୁମର ଗୀତା ଭାଗବତ ନିତି ପଢୁଥିବୀ ଅଭାବ ହେବ ଦୂର... ବାଜା ବାଜିବ ବାଣ ଫୁଟିବ ରୋଷଣୀ ହେବ ତୁମର କନିଆ ସାଜି ଯିବି ତୁମ ସାଥେ ବର ହେବ ଲୋ ମୋର... #bajabajiba, #banafutiba #odia #merry #song #beautiful #odiasong #romanticsong #odiaromanticsongs #bahagharasong #odisha #culture #like #shere #subscribe