У нас вы можете посмотреть бесплатно Jogi Jogiani(ଯୋଗି ଯୋଗୀଆଣି) //ଭାଗ - ୧ // Chhelia Jogi Vs Karadagadia Jogiani//At - Hanumanapur Kaniha или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Badadanda2022Hanumanpur #Prasadstudio #ntpckaniha MX TAKATAK :- 295290665 ନମସ୍କାର ଦର୍ଶକ ବନ୍ଧୁ । ମୁଁ ଆପଣ ମାନଙ୍କର Youtuber ଵିଷ୍ଣୁ ପ୍ରସାଦ ବେହେରା ( ପ୍ରସାଦ ଭାଇ ) କଣିହାଁ ଅନୁଗୋଳ , ମୋ - 8249527724 , Email id - b. lic790@gmail. com ଆପଣ ମାନଙ୍କୁ youtube ଚାନେଲ Prassd studio କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ ପ୍ରସାଦ ଷ୍ଟୁଡିଓ କୁ subscribe କରନ୍ତୁ ଏବଂ bell icoin କୁ on କରି ଦିଅନ୍ତୁ ଯାହା ଫଳରେ ମୋର ପ୍ରତ୍ୟେକ ନୂଆ ନୁଆ ଭିଡ଼ିଓ କୁ ପ୍ରଥମେ ଦେଖି ପାରିବେ । ରହିଲି ନମସ୍କାର । ଜୟ ଜଗନ୍ନାଥ । ବି . ଦ୍ର . :- ମୋ youtube ଚାନେଲ Prasad studio ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ , ପାଲା , ଘୁଡିକି , ଦାସ କାଠିଆ , ସଂକୀର୍ତ୍ତନ , ମେଳା ମହୋତ୍ସବ , ଅଷ୍ଟ ପ୍ରହରୀ , ଯାତ୍ରା , ହୋମ , ପାରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁ ଏକ ମାତ୍ର ପ୍ରୟାସ । କୌଣସି ଜାତି ପ୍ରଥା କିମ୍ବା ଅନ୍ୟ କାହାରିକୁ ଆକ୍ଷେପ କରି ନୃତ୍ୟ କରିବା ଉଦ୍ଦେଶ୍ୟ ନୁହେଁ କେବଳ ଟିକିଏ ମନୋରଞ୍ଜନ ପାଇଁ , ତେଣୁ ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ନିବେଦନ କରି କହୁଛି ସମସ୍ତେ ମୋ ଚାନେଲ ପ୍ରସାଦ ଷ୍ଟୁଡିଓ କୁ subscribe କରନ୍ତୁ ଏବଂ ନୂଆ ନୂଆ ଭିଡ଼ିଓ କୁ ଦେଖି ବାର ସୁଯୋଗ ନିଅନ୍ତୁ ।