У нас вы можете посмотреть бесплатно ପୋଡ଼ାଗଢ ଭୈରବ ମାଘ ମଣ୍ଡେଇ ଐତିହାସିକ ମଣ୍ଡେଇ,2/02/2026 ଦେବାଦେବୀ ଙ୍କରଲାଟି ପାଲକି ବିମାନ ସିରା ପୂଜାରୀ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପୋଡା଼ଗଡ଼ ମଣ୍ଡେଇ କୁଟ କୁଟା ଦେବା ଦେବି ଲାଟି ପାଲଙ୍କି ଦେଖନ୍ତୁ ଆମର ୟୁଟୁବ ଚୈନାଲ#Pcn_blog ପାଳିତ ହୋଇଯାଇଛି ଏ୍ୟତୀହାସିକ ପୋଡ଼ାଗଡ଼ ମଣ୍ଡେଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଏ୍ୟତୀହାସିକ ପୋଡ଼ାଗଡ଼ ପୀଠରେ ପବିତ୍ର ମାଘ ମଣ୍ଡେଇ ଅନୁଷ୍ଠିତ ହୋଇଯାଇଛି l ହୀରାପୁର, ପରିଆ ଏବଂ ବରିଗାଁ ଏହି ତିନିମୁଠାକୁ ନେଇ ପୋଡ଼ାଗଡ଼ ପିଠ ପ୍ରସିଦ୍ଧି ଲାଭ କରିଛି l ବାବା ଭୈରବ, ବୁଢ଼ା ଚାଉଁରିଆ, ମା ପେଣ୍ଡ୍ରାଣୀ, ମା ଠାକୁରାଣୀ, ବାବା ସୋମନାଥ ଆଦି ଦେବଦେବୀ ଏହି ପୀଠରେ କାହିଁ ଅନାଦି କାଳରୁ ପୂଜା ପାଇ ଆସୁଥିବା ପୋଡ଼ାଗଡ଼ ଚାରିଟେବୁଲ ଟ୍ରସ ର ଅଧକ୍ଷ କୈଳାଶ ବେହେରା ପ୍ରକାଶ କରିଛନ୍ତି l ସୁଦୂର ଛତିଶଗଡ ଏବଂ ଆଖ ପାଖ ଅଂଚଳ ର ଦେବାଦେବୀ ଲାଠି ପାଲିଙ୍କି, ବିମାନ ଏହି ମାଘ ମଣ୍ଡେଇ ଅବସରରେ ପୋଡ଼ାଗଡ଼ ପୀଠରେ ପୂଜା ପାଆନ୍ତି ବୋଲି ପୋଡ଼ାଗଡ଼ ପୂଜାରୀ ପ୍ରକାଶ କରିଛନ୍ତି lକଳସୀ ଠାକୁରାଣୀ ମାଁ କଂ ସଂପୂର୍ଣ୍ଣ ଭାବରେ ପୁଜା ପାଳିତ ହେଲା ମାଁ ଠାକୁରାଣୀ ନବଦୀନ କଳସୀ ଯାତ୍ରା ଉମରକୋଟ ସହର ବହୁତ ସୁନ୍ଦର ଭାବରେ 9 ଦୀନ ଧରିକି ମାଁ ଠାକୁରାଣୀ ପ୍ରତେକ ଘରେ ଘରେ ବୁଲି ବୁଲି ମାଁ ପୂଜା ପାଇଥାନ୍ତି ଘରେ ଘରେ ଜାନ୍ତି ମାଂକୁଂ ଗଡ଼ ଧୁଆଇ ଥାନ୍ତି ଓ ଧୁପ ଦୀପ ନଡି଼ଆ କଦଳି ଫଳ ମୁଳ ସହିତ ଭଗ ଲଗାଇ ଥାନ୍ତି ମାଁ ଠାକୁରାଣୀ କୁଂ ଜୟ ମାଁ ଠାକୁରାଣୀ ଜୟ ମାଁ ମଗଂଳା ମାଁ #Pcn_blog_ଉମରକୋଟ_ଠାକୁରାଣୀମାଁ ଈ #PCN_blog/ୟୁଟ୍ୟୁବ*ଚ୍ୟାନେଲ*କୁ*ଆପଣ/ମାନଙ୍କୁ ସ୍ଵାଗତ*ଜଣାଉଛୁ ଦର୍ଶକ ବନ୍ଦୁ ଆମ odishara samajika*arthanaitika/o jana sadharanka shuara+lokalachan+re/pari-prakash kariba sahita-odishara abibhakta koraput jilara sanskruti adibasi nrutya o manaranjan bhaba dhara ku prasar prachar/ଅବିଭକ୍ତ/କୋରାପୁଟ-ଜିଲ୍ଲାର+କଳା*ସଂସ୍କୃତି ମନୋରଞ୍ଜନ/ପ୍ରସାର+ପ୍ରଚାର*କରିବା*ପାଇଁ*ଆମ ଚେନାଲ+PCN-BLOG/ ସହ/ଯୋଡ଼ିକି ରୁହନ୍ତୁ ଗ୍ରାମାଞ୍ଚଳ ର ଠାରୁ ଆରମ୍ଭ କରି ସହର ପ୍ରଜନ୍ତ ହସ କାନ୍ଦ ଭରା ଖେଳ/ଉତ୍ସବ ବାଲିଯାତ୍ରା ଆଦିବାସୀ/କଳାକାର #Pcn_blog ମାନଙ୍କ ନାଟକ ଇତ୍ୟାଦି ହସ ମଧ୍ୟରେ ହସ ଫୁଟେଇ ଦୃଷ୍ଟି ଆକର୍ଷଣ*କରିବା/ପାଇଁ ଆମେ ଆଣି ଦେଇଛୁ #Pcn_blog ର ନୁଆ ଆଶା ନୁଆ ଭରଷା ନୁଆ ୟୁଟ୍ୟୁବ ଚୈନାଲ PCN BLOG #Desia_natguru_ସବୁପ୍ରକାର ଭିଡିଓ #Pcn_blog_ପୈାରାଣିକ_ନାଟକ / #Pcn_blog_କାଳ୍ପନିକ_ନାଟକ / #Pcn_blog_ସାମାଜିକ_ନାଟକ / #Pcn_blog_ଲକକଳା_ନାଟକ #Pcn_blog_ଲକଗୀତ_ନାଟକ #Pcn_blog_ଲକ_ଗୀତ_ଗୀତ / #Pcn_blog_ପେଟାହାଣ୍ଡି_ନାଟକ / #Pcn_blog_ସହରଠାରୁ_ଗାଁ_ସୋଚେତନତା_ନାଟକ #Pcn_blog_ଉମରକୋଟ #Pcn_blogପଡାଗଡ଼ #Pcn_blog_ଉ ପୋଡ଼ା ଗଡ଼ ମଣ୍ଡେଇ