У нас вы можете посмотреть бесплатно ଅଧିକ ଡରି ଯାଉଛନ୍ତି କି? | Dr Samrat Kar on Phobia in Odia | Panic Disorder | Causes & Treatment или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#Phobia #Psychiatrist #DoctorAdvice #OdiaHealthTips କୌଣସି କାର୍ଯ୍ୟ ବା ଜନିଷ ପ୍ରତି ଅହେତୁକ ଭୟଭୀତ ହେବା ଏକ ପ୍ରକାରର ମାନସିକ ସମସ୍ୟା। ଏହାକୁ ଫୋବିୟା ବୋଲି କୁହାଯାଏ। କେମିତି ଏହାର ଚିକିତ୍ସା କରିବେ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ଫୋବିୟା କ'ଣ? (0:00) ଫୋବିୟାର ପ୍ରକାର (0:44) କାହିଁକି ହୋଇଥାଏ ଫୋବିୟା? (1:53) ଫୋବିୟାର ଜଟିଳତା (2:24) ଫୋବିୟାର ଚିକିତ୍ସା (3:11) Phobia is called unreasonable fear of any action, situation, or object. Some people usually speak correctly, sing, give speeches. But they are also afraid to do all this work on stage. Some people even become unconscious due to extreme fear. So what is the treatment of Phobia? Let us find out from Dr Samrat Kar, a Psychiatrist. In this video, What is Phobia? (0:00) Types of Phobia (0:44) Causes of Phobia (1:53) Complication of Phobia (2:24) Treatment of Phobia (3:11) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!