У нас вы можете посмотреть бесплатно Jaydeb batika//Pre wedding Shoot Best Location Bhubaneswar/Tulasi khetra pua prakash или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Jaydeb batika//Pre wedding Shoot Best Location Bhubaneswar/Tulasi khetra pua prakash ଜୟଦେବ ବଟିକା ବହୁତ ସୁନ୍ଦର ଜାଗା l ଯାହାକି ଭୁବନେଶ୍ୱର ରେ ଅବସ୍ଥିତ l ଫଟୋ ଆଉ ଭିଡ଼ିଓ ସୁଟିଂ ପାଇଁ ବହୁତ ସୁନ୍ଦର ଜାଗା ଏଠି ବହୁତ ସୁନ୍ଦର ସୁନ୍ଦର ଝରଣା ଆଉ ଭଲ ପାର୍କ ମଧ୍ୟ ଅଛି ଆପଣ ମାନେ ଏଠି Pre Wedding ସୁଟିଂ କରି ପାରିବେ // ଆପଣଙ୍କୁ ଏଠି ଜଣକୁ 40 ଟଙ୍କା ଟିକେଟ କରି ଭିତରକୁ ଯିବାକୁ ପଡିବ ଯାହା ଆପଣଙ୍କର ଜଣଙ୍କର ମୂଲ୍ୟ //ସେଇ ଭଳି ଆପଣ ଯେତେଜଣ ଯିବେ ସେତିକି ପଇସା ଦେବାକୁ ପଡିବ l ଏକା ଖଣ୍ଡଗିରି ପାହାଡ ର ପଛ ପଟେ ଅଛି l ଯଦି ଭିଡ଼ିଓ ଟି ଭଲ ଲାଗିଛି ଦୟା କରି ଗୋଟେ ଲାଇକ କରି ଭିଡ଼ିଓ କୁ ସେୟାର କରି ଦିଅନ୍ତୁ ଯଦି ଆପଣ ମୋ ଚାନେଲ ରେ ନୂଆ ଅଛନ୍ତି ତ ମୋ ଚାନେଲ କୁ Subscribe କରି ଦିଅନ୍ତୁ l ଏମିତି ନୂଆ ନୂଆ ଭିଡ଼ିଓ ମୋ ଚାନେଲ ରେ ଅଛି ଆପଣ ଯାଇ ଦେଖି ପାରିବେ 🙏🏻🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻 ମୋ ଚାନେଲ ନା ହେଉଛି -Tulasi khetra pua prakash ମୁଁ Kine mastar au VN App ରେ ଭିଡ଼ିଓ ଏଡିଟ କରେ