У нас вы можете посмотреть бесплатно ଭାଟପଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଯୋଗଦେବା ଅବସରରେ / 12.02.2026 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କବିସୂର୍ଯ୍ୟନଗର ବ୍ଲକ ଭାଟପଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବରେ ଆଜି 12.02.2026 ରେ ଉଦଘାଟକ ଭାବେ ଯୋଗଦେବା ଅବସରରେ । ଧନ୍ୟବାଦ ଜଣାଉଛୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ Saroj Kanta Mahapatro Sir ଙ୍କୁ, ଯେ ମୋତେ ନିମନ୍ତ୍ରଣ କରି ଏତିକି ସମ୍ମାନ ଦେଇଥିବାରୁ । ଆପଣଙ୍କ ଏହି ସମ୍ମାନ ଚିର ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଆପଣଙ୍କ ଏବଂ ଆପଣଙ୍କ ବିଦ୍ୟାଳୟ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉନ୍ନତି ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଏହି ସମ୍ମାନ ପାଇଁ ପୂର୍ବତନ Crcc Sri Krushna Chandra Sahu Sir ଙ୍କୁ ମଧ୍ୟ ଧନ୍ୟବାଦ ଦେବି ତାଙ୍କ ସହ Crcc Sri Arun Kumar Choudhury Sirଙ୍କୁ, ABEO Sri Rabi Narayan Behera Sir ଙ୍କୁ, ABEO Sri Madhab Chandra Majhi Sir ଙ୍କୁ, SMC କମିଟି ସଭାପତି ତଥା ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତି ମାନଙ୍କୁ ତଥା ମୋତେ ଏହି ସମ୍ମାନର ଯୋଗ୍ୟ ଭାବିଥିଵା ସମସ୍ତ ଗୁରୁଜନ ମାନଙ୍କୁ ଧନ୍ୟବାଦ ଜଣାଉଛି । Saroj kanta Mahapatro Sir ଯେଉଁ ବିଦ୍ୟାଳୟରେ ରହିଲେ ମଧ୍ୟ ସେହି ବିଦ୍ୟାଳୟ ନିଶ୍ଚିତ ଭାବରେ ଉନ୍ନତ ହେବ । ଏହି ବିଦ୍ୟାଳୟରେ ମାତ୍ର କିଛି ଦିନରେ ଏତେ ସୁନ୍ଦର କାର୍ଯ୍ୟକ୍ରମ । ସେ ପୁଣି ପ୍ରାଥମିକ ବିଦ୍ୟାଳୟ ପୁଣି ଏତେ କମ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏତେ ଗୁଡ଼ାଏ ନାଚ ଗୀତ ପୁଣି ଏତେ ସୁନ୍ଦର ଅଭିନୟରେ ନାଚ ଦେଖି ମନ ମୁଗ୍ଧ ହୋଇଗଲା । ଯିଏ ଏହି ନାଚ ଶିଖାଇଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ । ଜୟ ଶ୍ରୀଜଗନ୍ନାଥ 🙏