У нас вы можете посмотреть бесплатно Podcast with BJP MLA Tankadhar Tripathy || Naba Das || Jharsuda MLA ||Exclusive Interview || OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Podcast with BJP MLA Tankadhar Tripathy || Naba Das || Jharsuda Politics ||Exclusive Interview || OR ରୋକଠୋକ ପ୍ରଶ୍ନର ରୋକଠୋକ ଜବାବ ରଖିଲେ ବିଧାୟକ ଟଙ୍କଧର ତ୍ରିପାଠୀ ନିର୍ବାଚନ ପୂର୍ବରୁ ନବ ଦାସଙ୍କ ହତ୍ୟାକୁ ନେଇ ପ୍ରଶ୍ନ ଉଠାଉଥିଲେ କିନ୍ତୁ ଏବେ ଚୁପ କାହିଁକି ? ନବ ଦାସ ଜୀବିତ ଥିଲେ ଜିତିବା ପାଇଁ ଟଙ୍କଧରଙ୍କୁ କେତେ କଷ୍ଟ ହୋଇଥାନ୍ତେ ? ଶେଷରେ ଝାରସୁଗୁଡ଼ା ବିକାଶj ଶ୍ରେୟ ନବଙ୍କୁ ଦେଲେ ଟଙ୍କଧର ନିର୍ବାଚନ ପୂର୍ବରୁ ନବ ଦାସଙ୍କ ମୃତ୍ୟୁକୁ ନେଇ ପୂରା ଓଡ଼ିଶା ହୁଲସ୍ତୁଲ କରୁଥିଲେ ଟଙ୍କଧର ତ୍ରିପାଠୀ । କିନ୍ତୁ କାହିଁକି ଅଚାନକ ଚୁପ ହୋଇଗଲେ ? ଝାରସୁଗୁଡ଼ାରେ କେମିତି ଚାଲିଛି ରାଜନୀତି ? ଟଙ୍କଧର କିଭଳି ଷ୍ଟ୍ରାଟେଜି କଲେ ଯେ, ନିର୍ବାଚନରେ ଦୀପାଳି ଦାସଙ୍କୁ ହାରିବାକୁ ପଡ଼ିଲା ? ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବା ଦରକାର କି ? ଏମିତି ଅନେକ ରୋକଠୋକ ପ୍ରଶ୍ନର ଉତ୍ତର ରଖିଛନ୍ତି ଝାରସୁଗୁଡ଼ା ବିଧାକୟ ଟଙ୍କଧର ତ୍ରିପାଠୀ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: https://www.instagram.com/odisharepor... #orpodcast #podcastshow #TankadharTripathy #Jharsuguda #BJPGovernment #dipalidas #Nabadas #OdishaPolitics #PodcastWithPolician