У нас вы можете посмотреть бесплатно ଶାଶୁ କହୁଛନ୍ତି, ଡିମାଣ୍ଡ ଟଙ୍କା ଦେଲେ ହିଁ ସ୍ବାମୀ ସହିତ ଶୋଇବୁ ! Wife allegations against Husband & in-law. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଶାଶୁ କହୁଛନ୍ତି, ଡିମାଣ୍ଡ ଟଙ୍କା ଦେଲେ ହିଁ ସ୍ବାମୀ ସହିତ ଶୋଇବୁ ! ପୁଅର ମା କହୁଛି,ଯୌତୁକ ଟଙ୍କା ଆଣିଲେ ବୋହୂ ପୁଅ ପାଖରେ ଶୋଇବ l ଭଲ ପାଇକି ବାହା ହେଲେ ଏବେ ଯୌତୁକ ଟଙ୍କା ପାଇଁ ମାଡ଼ ମାରୁଛନ୍ତି l କହୁଛନ୍ତି ସୁନା ଚେନ୍ ଆଉ ବୁଲେଟ୍ ଗାଡ଼ି ଆଣେ! ମୋ ନାମରେ ଫେକ୍ ଆଇଡି ଲାରି ମୋ ଲଗ୍ନ ଫଟୋ ଭାଇରଲ କରୁଛି l ସ୍ୱାମୀ କରିଦେଲା ସ୍ତ୍ରୀର ନଗ୍ନ ଫଟୋ ଭାଇରାଲ । ଫଟୋ ଓ ଭିଡିଓ ଭାଇରାଲ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ। ପ୍ରେମ ବିବାହ କରିଥିଲେ ପୀଡିତା। ପରେ ଯୌତୁକକୁ ନେଇ ଦୁଇ ପରିବାର ଭିତରେ ହୋଇଥିଲା ଝଗଡା । ଯାହାକୁ ନେଇ ପତ୍ନୀଙ୍କୁ ଘରୁ ବାହାର କରିଦେଇଥିଲେ ଅଭିଯୁକ୍ତ। ଏବେ କିଛି ଅଶ୍ଳୀଳ ଫଟୋକୁ ଏଡିଟ କରି ଭାଇରାଲ କରୁଥିବା ନେଇ ଥାନାରେ ହୋଇଛି ସାଙ୍ଘାତିକ ଅଭିଯୋଗ । ପୋଲିସ ଅଭିଯୁକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। Wife allegations against Husband & in-law. #bhubaneswarnews #wifeandhusbandrelationship #odishanews #bharatpur Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha