У нас вы можете посмотреть бесплатно Jharsuguda Bye-Election: ବିଜେପି ଛାଡ଼ିକରି ବିଜେଡିନେ ମିଶଲେ ଝାରସୁଗୁଡ଼ାର୍ ନାରୀଶକ୍ତି... или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଏବା ମେ 10 ତାରିଖ୍ ଦିନ ଝାରସୁଗୁଡ଼ାନେ ହେବା ଉପନିର୍ବାଚନ୍। ଇଥିର୍ ଲାଗି ସବୁ ଦଲ ତାଙ୍କର୍ ପ୍ରାର୍ଥୀ ଚୟନ୍ କରଲେ ନ। ଆଘୋର୍ ବିଧାୟକ ନବ ଦାସଙ୍କର୍ ଝି ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବାର୍ ବଏଲକେ। ତରୁଣ ପାଣ୍ଡେଙ୍କୁ କଂଗ୍ରେସ୍ ପ୍ରାର୍ଥୀ କରଛେ। ଏନ୍ତା ସମିଆନେ ଲୁକର୍ ଭିତରେ ଦଲ୍ ଡେଗା ଭିଲ୍ ଦେଖବାର୍ ଲାଗି ମିଲିଛେ। ଝାରସୁଗୁଡ଼ାର୍ 1 ନମ୍ବର୍ ଆର୍ 21 ନମ୍ବର୍ ୱାର୍ଡ୍ ର 13 ଝନ ମାଁ ବିଜେପି ଛାଡ଼ିକରି ବିଜେଡିନେ ମିଶିଛନ୍। ଇ ବାବଦେ କାଣା ରହିଛେ ପୁରା ଖବର୍ ଆର୍ କାଣା କହୁଛନ୍ ମାଁମାନେ ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ... For more such updates, please Like, Comment, and Share our videos and Subscribe to our YouTube channel. Contacts:- Mail- pahara24x7@gmail.com Facebook- / paharaa24x7 YouTube- / paharaa24x7 Instagram- / paharaa24x7 Twitter- / paharaa24x7 WhatsApp- 7205661076 Website- https://www.paharaa.com/ Thanks & Regards www.Paharaa.com #Jharsuguda #DipaliDas #Odisha #ByeElection #OdishaNews #Elections #JharsugudaConstituency #SambalpuriNews #ElectionNews #NabaDas #Vishaldas #naveenpatnaik #Jharsuguda #Odisha #Odisha #Paharaa