У нас вы можете посмотреть бесплатно 🔥OSSSC SCAM# RE EXAM? # RE CHECKING? # COURT DECISION? # OSSSC RI ICDS NORMALISATION SCORE 🔥 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କିଛି ତ ଗଡବଡ଼ ଥିଲା ଭଳି ପ୍ରତୀତ ହେଉଛି । କାହା ପାଇଁ ୪୦ ତ କାହା ପାଇଁ ୫ । ଏତେ HIGH LEVEL ଓ LOW LEVEL ତାରତମ୍ୟ ପାଇଁ ଦାୟୀ କିଏ? 70 ରୁ ଅଧିକ RAW SCORE ରଖି QUALIFIED ହୋଇନାହାନ୍ତି ପିଲା କିନ୍ତୁ 50 ରଖି NORMALISATION PROCESS ରେ ହୋଇଛନ୍ତି QUALIFY... ଏଠାରେ ପ୍ରଶ୍ନ ଉଠୁଛି ବାସ୍ତବ normalisation ହୋଇଛି ନା ପସନ୍ଦ ହୋଇଥିବା ଲୋକଙ୍କ ପାଇଁ normalisation ଲାଗୁ ହୋଇଛି? ତେବେ ଜଦି NORMALISATION ଠିକ୍ ଅଛି ତେବେ ୪୦ ଓ ୫ ଗ୍ରେସ ମାର୍କ କାହିଁକି? ଅର୍ଥାତ ଗୋଟେ ପ୍ରଶ୍ନ ପତ୍ର ର ସ୍ତର ପୁରା ଉଚ୍ଚ କୁ ଅନ୍ୟ ଟିର ପୂର ନିମ୍ନ। ଏ ତାରତମ୍ୟ ପାଇଁ ଦାୟୀ କିଏ? #osssc #ri