У нас вы можете посмотреть бесплатно ସୁଦାମା କୃଷ୍ଣଙ୍କ ପାଇଁ ଭିକାରି ହୋଇ ନଥିଲେ❗ଶ୍ରୀକ୍ଷେତ୍ରରେ ୭ଦିନ ଧାମରେ||Sebak Gopal Das || или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଭାଗବତ ନବାକ୍ଷରୀ ଛନ୍ଦରେ ରଚିତ ।[୪] ଓଡ଼ିଆ ଭାଗବତରେ ସଂସ୍କୃତ ଭାଗବତର ମର୍ମାନୁବାଦ ରହିଛି । ମୂଳ ସଂସ୍କୃତ ଭାଗବତ ଭଳି ଏହା ବାର ସ୍କନ୍ଧ ବିଶିଷ୍ଟ ତେବେ କେତେକ ରଚନାରେ ତ୍ରୟୋଦଶ ସ୍କନ୍ଧର ବର୍ଣ୍ଣନା ଦେଖିବାକୁ ମିଳେ । ତେବେ ଓଡ଼ିଆ ଭାଗବତ ତାତ୍କାଳିକ ଓଡ଼ିଆ ସାମାଜିକ ବ୍ୟବସ୍ଥାକୁ ଭିତ୍ତି କରି ରଚିତ ଲୋକସାହିତ୍ୟ । ଏଥିରେ ସୁଖପାଠ୍ୟତା, ଲଳିତ ଓ କୋମଳ ପଦାବଳୀ ତଥା ସହଜ ଗାନଯୋଗ୍ୟ ନବାକ୍ଷରୀ ଛନ୍ଦ ରହିଛି । ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ । ପଦୁ ଗଡ଼ୁଛି ମକରନ୍ଦ ॥ ସେ ମକରନ୍ଦ ପାନ କରି । ହେଳେ ତରିଲେ ବ୍ରଜନାରୀ ॥ ସେ ବ୍ରଜନାରୀଙ୍କ ପୟରେ । ମନ ମୋ ରହୁ ନିରନ୍ତରେ ॥ ମନ ମୋ ନିରନ୍ତରେ ଥାଉ । ହା କୃଷ୍ଣ ବୋଲି ଜୀବ ଯାଉ ॥ Your children are the identity of your life, so surround that gem with good education. @sebakgopaldas 🛑 Facebook : 👉👨💻 / gopaldassss 🛑 Instagram : 👉👨💻 / gopaldassss 🛑 Twitter : 👉👨💻 / gopaldasyoga 🛑 YouTube :👉👨💻 / @gopaldasodisha #yubasanskar #ଯୁବ_ସଂସ୍କାର #bhaktibhabarebhagabata ଯୁବ ସଂସ୍କାର ସବୁବେଳେ ଯୁବପିଢି ମାନଙ୍କ ପାଇଁ କାର୍ଯ୍ୟ କରୁଛି କାରଣ ଯୁବପିଢି ହେଉଛନ୍ତି ଦେଶର ମେରୁଦଣ୍ଡ । ଆପଣଙ୍କ ଭଲପାଇବା ଓ ଆଶୀର୍ବାଦ ରେ କାର୍ଯ୍ୟକ୍ରମ ଚାଲିଛି ଓ ଚାଲିବ । ଆପଣଙ୍କ ପୁତ୍ର ସେବକ ଗୋପାଳ ଦାସ । ଅର୍ଗସ୍ ନ୍ୟୁଜ ରେ ୯୦୦ ଦିନ ଭାବରେ ଭାଗବତ କାର୍ଯ୍ୟକ୍ରମ ସେବକ ଗୋପାଳ ଦାସ ଙ୍କ ଦ୍ବାରା 👇 https://www.youtube.com/live/eond0SSZ... #bhaktibhabarebhagabata #prabachana #bhaktibhabarebhagabata #ଯୁବ_ସଂସ୍କାର #motivation #jagannath