У нас вы можете посмотреть бесплатно Pm Awas Big Update ❓ କେବେ ମିଳିବ ଘର? ମନ୍ତ୍ରୀଙ୍କ ବଡ଼ ଘୋଷଣା | PM Awas | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
@OnlineAbedana ନମସ୍କାର ଦର୍ଶକବନ୍ଧୁ! ଜୟ ଜଗନ୍ନାଥ! 🙏 ଆପଣ କଣ ଆବାସ ଯୋଜନାରେ (Awaas Yojana) ଘର ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରିଛନ୍ତି? ସର୍ଭେ ତ ସରିଗଲା, ହେଲେ ୱାର୍କ ଅର୍ଡର କେବେ ମିଳିବ? ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିବା ଆବାସ ଯୋଜନାକୁ ନେଇ ଆସିଥିବା ସବୁଠାରୁ ବଡ଼ ଅପଡେଟ୍ ବିଷୟରେ। ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ସ୍ପଷ୍ଟ କରିଛନ୍ତି ଯେ ସମସ୍ତଙ୍କୁ ଏକାଥରକେ ଘର ମିଳିବ ନାହିଁ। ତେବେ ଆପଣଙ୍କ ନମ୍ବର କେବେ ଆସିବ? ଫେଜ୍ (Phase) ସିଷ୍ଟମ କଣ? ରି-ଚେକିଂ (Re-checking) ପ୍ରକ୍ରିୟା କେବେ ସରିବ? ସବୁକିଛି ସରଳ ଭାଷାରେ ବୁଝିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। 🔥 ଏହି ଭିଡିଓରେ ଆପଣ ଜାଣିପାରିବେ: ✅ ମନ୍ତ୍ରୀଙ୍କ ବୟାନ: କାହାକୁ ଆଗ ଘର ମିଳିବ? ✅ ଫେବୃଆରୀ ୧୩, ୨୦୨୬: ରି-ଚେକିଂର ଶେଷ ତାରିଖ ଓ ପରବର୍ତ୍ତୀ ପ୍ରକ୍ରିୟା। ✅ ଫେଜ୍ ସିଷ୍ଟମ (Phase System): କେମିତି ସ୍ଥିର ହୁଏ କିଏ ପ୍ରଥମେ ପାଇବ? ✅ Priority List: ବିଧବା, ଭିନ୍ନକ୍ଷମ ଓ SC/ST ବର୍ଗଙ୍କ ପାଇଁ ନିୟମ। ✅ ଲିଷ୍ଟରେ ନାଁ ଥିଲେ ବି କାହିଁକି କଟିଯାଇପାରେ ଆପଣଙ୍କ ଘର? ✅ ଯେଉଁମାନଙ୍କର ନିଜସ୍ୱ ଜମି ନାହିଁ (Landless), ସେମାନଙ୍କ ପାଇଁ କଣ ବ୍ୟବସ୍ଥା? 👍 Like | Share | Subscribe ଯଦି ଭିଡିଓଟି ଆପଣଙ୍କୁ ସାହାଯ୍ୟ କରିଥାଏ, ତେବେ Like କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ। ଏମିତି ଗୁରୁତ୍ୱପୂର୍ଣ୍ଣ ସୂଚନା ସବୁଠୁ ଆଗେ ପାଇବା ପାଇଁ ଆମ Channel କୁ Subscribe କରନ୍ତୁ। 👍 Follow Us: 👉 My Telegram Channel: https://t.me/onlineabedana 👉 My WhatsApp Channel: https://whatsapp.com/channel/0029Vb2B... 👉 My Instagram ID: / onlineabedana ╰┈➤ Check My Website Now for the latest Update 🌐 My Website: https://onlineabedana.in/ 👍 Like | 🔄 Share | 🔔 Subscribe 🔗 Important Links: Official PMAY Website: www.pmayg.nic.in Odisha Panchayat Raj Website: www.rh.odisha.gov.in ଦ୍ରଷ୍ଟବ୍ୟ: "ଏହି ଭିଡିଓଟି କେବଳ ସାଧାରଣ ସୂଚନା ଏବଂ ଶିକ୍ଷା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଆମେ ସରକାର କିମ୍ବା କୌଣସି ସରକାରୀ ସଂସ୍ଥା ସହିତ ଜଡିତ ନୁହଁ। ଯୋଜନା ବିଷୟରେ ସଠିକ ଯାଞ୍ଚ କରିବା ପାଇଁ ଦୟାକରି ଅଫିସିଆଲ୍ ସରକାରୀ ୱେବସାଇଟ୍ ଦେଖନ୍ତୁ କିମ୍ବା ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ। କାହାକୁ ମଧ୍ୟ ନିଜର ବ୍ୟାଙ୍କ୍ ବିବରଣୀ (Bank Details) କିମ୍ବା OTP ଦିଅନ୍ତୁ ନାହିଁ।" #PradhanMantriAwasYojana #AwasYojanaOdisha #PMAYO #OdishaGovtSchemes #MoGhara #BijuPuccaGhar #OdiaNews #StopCorruption #PMAYG, #PradhanMantriAwasYojana, #AwasYojana2026, #PMAYG_Odisha, #OdishaNews, #AwasPlus2026, #PMAYGramin, #PMAYGRejectedList #AwasYojanaRejectedList, #OdishaGovernmentSchemes, #RaviNarayanNaik, #OnlineAbedana, #PMAYGVerification, #AwasYojanaNewUpdate, #mogharayojana : Your Queries: Pm Awas, Pm Awas 2026, Pm Awas List, Pm Awas Yojana, Pm Awas Status, Pm Awas List 2026, Pm Aawas Yojana, Anand Bhai Pm Awas, Pm Awas News Hindi, Pm Awas Yojana New, Pm Awas Yojana 2.0, Pm Aawas 2025-26, Pm Awas Yojana 2026, Pm Awas Yojana 2024, Pm Awas Yojana List, Pm Awas Yojana 2025, Pm Awas New List 2026, Pm Awas Yojana Bihar, Pm Awas Yojana Rural, Pm Awas Yojana Urban, Awas, Pm Awas Yojana Update, Pm Awas Yojana Gramin, Pm Aawas Sarkar 2025, Pm Aawas Status 2025, Pm Aawas Yojana 2025, Pm Update Aawas,