У нас вы можете посмотреть бесплатно Sahid Rendo Majhi Medical College: ଲୋକାର୍ପିତ୍ ହେଇଛେ ବଡା ପ୍ରତୀକ୍ଷିତ୍ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଲୋକାର୍ପିତ୍ ହେଇଛେ ବଡା ପ୍ରତୀକ୍ଷିତ୍ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ । ବର୍ଷ ବର୍ଷ ଧରିକରି କଲାହାଣ୍ଡି ବାସୀ ଙ୍କର୍ ଯେନ୍ ଦାବି ରହିଆସୁଥିଲା ସେଟା ଆଏଜ୍ ପୂରନ୍ ହେଇଛେ । ଆଏଜ୍ ମେଡିକାଲ କଲେଜକେ ଲୋକାର୍ପିତ କରିଛନ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆର ଭିସି ମାଧ୍ୟମନେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ । କେନ୍ଦ୍ର ସରକାରକଁର୍ ସହଯୋଗନେ ଆର ଫାଇଭ ଟି ମାଧ୍ୟମନେ ୧୦୦ ଆସନ୍ ଥିବାର୍ ୩୨୫ କୋଟି ଟଙ୍କା ଖର୍ଚ୍ଚାନେ ବନାହେଇଛେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ । ନେସନାଲ ମେଡିକାଲ କାଉନସିଲନୁ ଅନୁମତି ପାଏଲା ଉତାରୁ ୨୦୨୩-୨୪ ବର୍ଷ ନେ ୧୦୦ ଝନ୍ ଛାତ୍ରଛାତ୍ରୀ ନାଁ ଲେଖେଇଛନ୍ । ଇ ଅବସରନେ ମୁଖ୍ୟମନ୍ତ୍ରୀ ଜଣେ ଛାତ୍ରକଁର୍ ସାଙ୍ଗେ କଥା ହେଇଥିଲେ । ପାଠ ପଢା ବାକି ସୁବିଧା ସୁଯୋଗ୍ ବାବଦେ ପଚରେଇ ବୁଝିଥିଲେ । ବଡ କଥା ହେଲା ଇଥି ରାଏଜର ସରକାରୀ ସ୍କୁଲନୁ ୧୩ ଜନ୍ ଛାତ୍ରଛାତ୍ରୀ ନାଁ ଲେଖେଇଛନ୍ । For more such updates, please Like, Comment, and Share our videos and Subscribe to our YouTube channel. Contacts:- Mail- pahara24x7@gmail.com Facebook- / paharaa24x7 YouTube- / paharaa24x7 Instagram- / paharaa24x7 Twitter- / paharaa24x7 WhatsApp- 7205661076 Website- https://www.paharaa.com/ Thanks & Regards www.Paharaa.com #Kalahandi #Odisha #KalahandiNews #OdishaNEws #SambalpuriNews #SahidRendoMajhiMedicalCollege #Odisha #Paharaa