У нас вы можете посмотреть бесплатно ବ୍ଲାକ ରେ ଗ୍ୟାସ ବିକିବାକୁ ଲୋକ ଆଣୁଛନ୍ତି କେଉଁଠୁ ? LPG cylinder Black marketing allegations, Salepur. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଯଦି LPG ଅଛି, ବ୍ଲାକ ରେ ଗ୍ୟାସ ବିକିବାକୁ ଲୋକ ଆଣୁଛନ୍ତି କେଉଁଠୁ ? କଟକ ଜିଲ୍ଲାର ସାଲେପୁର ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ଅଭାବକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିବା ପରେ କିଛି ବ୍ୟକ୍ତି ଏ ସମ୍ପକରେ ଟାଙ୍ଗୀ - ସାଲେପୁର କଂଗ୍ରେସ ସଂଗଠକ ହରିବନ୍ଧୁ ଶତପଥିଙ୍କ ସହିତ ସାକ୍ଷାତ କରିବାରୁ କଂଗ୍ରେସ ସଂଗଠକ ହରିବନ୍ଧୁ ଶତପଥିଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ କର୍ମୀମାନେ ସାଲେପୁରର ବାଲିସାହି ନିକଟସ୍ତ ସପନପୂର ନବବସନ୍ତ HP ଗ୍ୟାସ ଅଫିସ୍ରେ ହୋହାଲା କରିଥିଲେ। ଅଭିଯୋଗ କାରୀମାନଙ୍କ ଅଭିଯୋଗ ଅନୁସାରେ ଅନେକ ଗ୍ରାହକ ଉଚିତ୍ ସମୟରେ LPG ସିଲିଣ୍ଡର ପାଉନାହାନ୍ତି, କାହାର ଓଟିପି ଆସୁନାହିଁତ କାହାର ପୋର୍ଟାଲ ଖୋଲୁନାହି ଯାହା ଫଳରେ ସାଧାରଣ ଲୋକ ରନ୍ଧନ କାମରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। LPG cylinder Black marketing allegations, Salepur. #lpgshortage #lpgpricehike #salepurnews #odishanews Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha