У нас вы можете посмотреть бесплатно HE MORA MANA NEW CHRISTIAN SONG 2023 STUDIO VERSION II HUMAN SAGAR II FIRST LOVE CREATION II или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
HE MORA MANA NEW CHRISTIAN SONG 2023 STUDIO VERSION II HUMAN SAGAR II FIRST LOVE CREATION II ପୁଣି, ସେ ମୋʼ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି ;ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରିବେ। (ଗୀତସଂହିତା: ୪୦:୩) FIRST LOVE CREATION YOUTUBE CHANNEL ତରଫରୁ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମର ଅଭିନନ୍ଦନ ! ଆମ ଚାନେଲ କୁ ବହୁତ ଭଲ ପାଇବା ଦେଇଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ପ୍ରଥମ ଗୀତ ଅମୁଲ୍ୟ ପ୍ରେମ ର ଅପୂର୍ବ ସଫଳତା ପରେ ଆପଣଙ୍କ ପ୍ରାର୍ଥନା ସହଯୋଗ ରେ ଆମେ ଏହି ଦ୍ୱିତୀୟ ଗୀତ ଆଣିବାରେ ସଫଳ ହୋଇଛୁ। ଆମ୍ଭ ମାନଙ୍କ ଜୀବନର ପ୍ରତ୍ୟେକ ପରିସ୍ଥିତିରେ କୌଣସି ମନୁଷ୍ୟ ନୁହେଁ କିନ୍ତୁ ଯୀଶୁରାଜା ହିଁ କେବଳ ଆମ ସାଥିରେ ଥାନ୍ତି । ତେଣୁ ତାହାଙ୍କ ମଙ୍ଗଳଦାନକୁ ନ ପାସୋରି ଆମ୍ଭମାନଙ୍କ ସମସ୍ତ ଅନ୍ତକରଣ , ମନ,ପ୍ରାଣ ଓ ଶକ୍ତି ଦେଇ ଜୟଗାନ କରୁ। ଏହି ଗୀତ ପ୍ରଭୁଙ୍କ ପ୍ରଶଂସା ପାଇଁ ଅତି ମାଧୁର୍ଯ୍ୟ କଣ୍ଠ ,ଚମତ୍କାର ଶୈଳୀ , ଉନ୍ନତମାନ ଓ ନିଆରା ଢ଼ଙ୍ଗରେ ପ୍ରସ୍ତୁତି ହୋଇଛି। ଆଶା କରୁ ପ୍ରଭୁଙ୍କ ଗୌରବ ପାଇଁ ବ୍ୟବହାର ହେବ। ପୁନର୍ବାର ପ୍ରାର୍ଥନାରେ ତୋଳି ଧରିବାକୁ ଅନୁରୋଧ କରେ । FULL LYRICS: ଜୀଵନ ପଥରେ ଯୀଶୁ ମୋର ଆଶା ସଙ୍କଟ କାଳରେ ଯୀଶୁ ହିଁ ଭରସା ଭୟ ମୋ ନାହିଁ ଆଉ ସାଥେ ମୋ ଯୀଶୁ ରାଜା... ହେ ମୋର ମନ ପ୍ରଭୁଙ୍କର ଗାଅ ଜୟଗାନ ହେ ମୋର ପ୍ରାଣ ଦିବା ନିଶି ଭଜ ଯୀଶୁ ନାମ (୨ ଥର) ହେ..ଅନନ୍ତ କାଳୀନ ଦୟା ଅପାର ସେ ପ୍ରେମ ନ ପସୋର ସେହି ମଂଗଳ ଦାନ (୨ଥର ) ହେ ମୋର ମନ...... ନିରାଶାରେ ,ଉପାସାରେ ଗୃହହୀନ ଯେବେ ହେଲି ଯୀଶୁ ମୋର ପାଶେ ଥିଲେ ବିପଦରେ ଅନ୍ଧାରରେ ଅବାଟରେ ଚାଲୁଥିଲି ହାତଧରି କଢାଇଲେ (୨ ଥର) ସଜାଡ଼ି ଦେଲେ ସେ ଭଙ୍ଗା ମୋ ଅନ୍ତର ପୋଛିଦେଇ ସବୁ ଆଖି ଲୁହ ମୋର (୨ ଥର) ହେ ମୋର ମନ.... ମିଛ ମାୟା ଏ ସଂସାର କେହି ନୁହଁ ତ କାହାର ଅସାର ସବୁ ଅସାର ଏକମାତ୍ର ପ୍ରଭୁ ସେ ଯେ ସମଗ୍ର ତ୍ରିଭୁବନର ନିତ୍ଯ ଜୀବିତ ଇଶ୍ୱର ଛାଡ଼ି ଚାଲିଯିବେ ବନ୍ଧୁ ପରିଜନ ନ ଛାଡିବେ କେବେ ଯୀଶୁ ରାଜା ମୋର (୨ ଥର) ହେ ମୋର ମନ.... SONG CREDITS: SONG: HE MORA MANA SINGER: HUMAN SAGAR LYRICS: TAITAS PAL & REV. AJIT KUMAR DIGAL MUSIC COMPOSITION: DIGBIJAY ARRANGEMENTS: ABHISHEK PANIGRAHI STUDIO: MRR STUDIO CUTTACK PRODUCTION : REV AJIT KUMAR DIGAL CHANNEL: FIRST LOVE CREATION COLLABORATION: 9438655556 (WHATSAPP OR TELEGRAM ଆମ ଚାନେଲ୍ ର ପ୍ରଥମ ଗୀତ "ଅମୂଲ୍ୟ ପ୍ରେମ" • AMULYA PREMA ||ଅମୂଲ୍ୟ ପ୍ରେମ|| PREMA K... ************************ ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଆମେ ପ୍ରଭୁଙ୍କ ସନ୍ତାନ YOUTUBE ର ନିୟମ ଅନୁସାରେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । !!!ଧନ୍ୟବାଦ !!! ************************* !!* ANTI PIRACY WARNING *!! This content is copyright to FIRST LOVE CREATION . Any unauthorized reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright material presented. #hemoramananewChristiansong #humansagar#humanesagar #hemaramana #humansagarnewchristiansong #humansagarchristmassong #humansagarlovesong #humansagarchristiansadsong #humansagarstatusvedio #firstlovecreation #achidinemarana #dinesandhyanaiasiba #swagatkara #akhiruluhajharuchi #amitbadanayaknewodiachristiansong #topodiabhajan #topodiaromanticsong #latestnews #newhindisong #humansagarnewsong #humansagarstatus #humansagarsambalpurisong #humansagardjsong #humansagrabhinandansong #amitpaniofficial #repranatrackkarokehumansagar #abmusic #ananyasritamnanda #besaharaodiachristiansong #asimapandachristiansong #sasankasekharchristiansong #yeshuaministries #amitkamblechristiansong #sheldonbangera #cameronmendessong #yabeshnagsong #zaruratband #ankurmasihsong #sunnyviswassong #pakistanichristiansong #nepalichristiansong #punjabichristiansong #assamchristiansong #bengalichristiansong #tamilchristiansong #teluguchristiansong #malayalamchristiansong #achidinemarana #ananyasritamnanda #kumarsanusongs #anilkant #shreeyakant #humansagarchristmassong #Jesus Song#aseema_panda #amulyaprema #premakalajebe #etharaphagune #bhalalagemotejisunama #prasadlima #bijaymajhi #amitbadanayak #amitbadnayakchristiansong #salemlima #ajitkumardigal #asimapandasambalpurisong #humanesagarnewodiaromanticsong #firemedia #samparkChristiansong #asuchhantirajahumansagarchristiansong