У нас вы можете посмотреть бесплатно MANA NACHERE//ମନ ନାଚେରେ//HUMANE SAAGAR//SANJIB BISHOYI//NEW ODIA CHRISTIAN SONG 2024 или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
💐Philippians 2:10💐 "That at the Name of Jesus every knee shall bow, in heaven and on earth and under the earth, and every tongue confess that Jesus Christ is Lord, to the glory of God the Father". SB Music Official (Sanjib Bishoyi) YouTube Channel present for the first time with Humane Saagar a Beautiful Christian Devotional Odia song. Based on giving true witness to the Precious Name of Jesus, our Savoir and Lord. Acts 4:12 And there is salvation in no one else; for there is No Other Name Under Heaven That has been given among people by which we must be saved. @Feel the song and Like, Share, Comment and Subscribe for the glory of His Name!💐 ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ସମସ୍ତଙ୍କୁ ନମସ୍କାର। ତାହାଙ୍କର ମହାନ ନାମର ଗୌରବ ଉଧେଶ୍ୟରେ ଏଇ ଗୀତଟି ପ୍ରଥମଥର ପାଇଁ ଅତି ପ୍ରିୟ କଣ୍ଠଶିଳ୍ପୀ Humane Saagar ଙ୍କ କଣ୍ଠ ଦାନରେ ଆପଣମାନଙ୍କୁ ଭେଟି ଦେଉଅଛୁ। ଗୀତଟିକୁ ଶୁଣନ୍ତୁ, ଶୁଣାନ୍ତୁ ଏବଂ ସେହି ପବିତ୍ର ଯୀଶୁ ନାମରେ ପରିତ୍ରାଣ ଅନୁଭବ କରନ୍ତୁ। 💐ମନ ନାଚେରେ💐 ମନ ନାଚେରେ, ମନ ନାଚେରେ ଯୀଶୁ ନାମେ ଏ ମନ ନାଚେରେ ମନ ନାଚେରେ, ମନ ନାଚେରେ ପ୍ରଭୁ ନାମେ ଏ ମନ ନାଚେରେ ସେହି ନାମେ ପରିତ୍ରାଣ, ସେହି ନାମେ ଅନନ୍ତ ଜୀବନ ମନ ନାଚେରେ..... 1. ଯିହୁଦା ପ୍ରଦେଶେ ଆସିଲା ସେ ନାମ ମେରୀଙ୍କ କୋଳରେ ହେଲେ ସେ ଜନମ ସାରା ଜଗତରେ ଖେଳିଲା ଚମକ ସେ ହେଲେ ସତ୍ୟର ପଥ ପ୍ରଦର୍ଶକ ତାଙ୍କ ପଥେ ଯେ କରେ ନିତ୍ୟ ଅନୁଶରଣ ପାଇବ ସର୍ବଦା ତାଙ୍କ ପରିତ୍ରାଣ ମନ ନାଚେରେ... 2. ଅଟଇ ମହାନ ସେହି ଯୀଶୁ ନାମ ସରଗରୁ ପାତାଳ କରନ୍ତି ପ୍ରଣାମ ଚରାଚର ଯେତେ କୀଟ ପତଙ୍ଗ ଜୀବିତ ସେ ନାମେ କେଡ଼େ ଆନଂଦ ବୀଣା ଝଙ୍କାରେ ବାଦ୍ୟ ନୃତ୍ୟରେ ଗାନ୍ତି ସର୍ବଦା ତାଙ୍କ ଜୟଗାନ ମନ ନାଚେରେ..... *Singer - Humane Saagar *Lyrics & Music- Sanjib Bishoyi, SVD *Music Arrangement - Bapi Samal *D.O.P & Edit - Ambram Ganta (Bapi) *Thumbnail - Sangram Paricha *MRR Studio, Cattuck, Odisha, India Special Thanks : Amit Badanyak *Thanks to... Fr. Udayanath Bishoyi Fr. Rajib, Mr. Prasana Bishoyi Mr. Balindra, Mr. Rajesh Padra #mananachere #prabhunkarashrichamure #eijibanatumapayin #priyajishumora #newodiachristiansong #humanesagarchristiansongs #amitbadanayakchristiansong #amitpaniofficial #abmusic #sashanksekharsongs #ananyachristiansong #prasadlimamusic #salemlimachristiansong #latestodiachristiansongs #jyotirmayeenayak #coversong #asimapanda #newodiaviralsong ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା କପି ରାଇଟ୍ ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଖ୍ରୀଷ୍ଟ ସନ୍ତାନ ହୋଇଥିବା ହେତୁ ଆମେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । ଧନ୍ୟବାଦ !! ***************************** !! !!* ANTY-PIRACY WARNING*!! This content is copyright to Sanjib Bishoyi. Any unauthorized reproduction, redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.