У нас вы можете посмотреть бесплатно DMF Fund Scam: ସ୍କୁଲ ରୁପାନ୍ତକରଣ ନାମରେ ହୋଇଛି ହରିଲୁଟ, ସନ୍ଦେହ ଘେରରେ ପୂର୍ବତନ ଜିଲ୍ଲାପାଳଙ୍କ ଭୂମିକା или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସ୍କୁଲ ରୁପାନ୍ତକରଣ ନାମରେ ହୋଇଛି ହରିଲୁଟ । ସ୍କୁଲଗୁଡିକୁ ସୁନ୍ଦର କରିବା ପଛ ରେ ରହିଛି ଦୁର୍ନିତୀ ର ଗନ୍ଧ । ବିଦ୍ୟାଳୟଗୁଡିକର କବାଟ ଝରକାରେ ଷ୍ଟିକର ଲାଗିଛି। ଏହି ଷ୍ଟିକର ଲାଗିବା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ଟଙ୍କା। ଏକ ନିର୍ଦ୍ଦିଷ୍ଟ ଠିକା କମ୍ପାନୀକୁ ବିନା ଟେଣ୍ଡରରେ ଏହି ଷ୍ଟିକର ଲଗାଇବା ପାଇଁ ଦିଆଯାଇ ଡିଏମଫ ପାଣ୍ଠିକୁ ହରିଲୁଟ୍ କରାଯାଇଛି। କେନ୍ଦୁଝର ଜିଲ୍ଲାରେ ରହିଛି ୪୫୨ଟି ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟକୁ ୫ଟି ଉପକ୍ରମରେ ସାମିଲ କରାଯାଇ ଡିଏମଏଫ ପାଣ୍ଠିରୁ ବିଦ୍ୟାଳୟର କବାଟ ଓ ଝରକାରେ ଷ୍ଟିକରିଂ କରାଯାଯାଇଛି। ପ୍ରତି ବିଦ୍ୟାଳୟକୁ ପ୍ରାୟ ୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ କବାଟ ଝରକା ଷ୍ଟିକରିଂ କରାଯାଇଛି। ତେବେ ତିନୋଟି ପର୍ଯ୍ୟାୟରେ ଇତି ମଧ୍ୟରେ ୩୪୦ ବିଦ୍ୟାଳୟର ଝରକା ଓ କବାଟରେ ଷ୍ଟିକରିଂ ହୋଇଛି। ଯେଉଁଥିପାଇଁ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏତେ ପରିମାଣର ଅର୍ଥ ଖର୍ଚ୍ଚ ସତ୍ତ୍ବେ ଏହି କାମ ପାଇଁ ଟେଣ୍ଡର ହୋଇ ନାହିଁ ଏବଂ ମାତ୍ର ଗୋଟିଏ ସଂସ୍ଥା ପ୍ରୀତିପଣ୍ଡା ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଦେଇ ଦିଆଯାଇଛି। #odishanews #ZeeOdishaNews #DMFFund ................................................................................................................... About Channel:- Get the latest Odisha news headlines and breaking news, the latest news on our YouTube Channel, and know more about your State. Visit us to get the breaking news from Odisha at your fingertips. ........................................................................... Follow us on:- Web: https://zeenews.india.com/hindi/zeeod... Facebook: / zeeodisha Twitter: / zeeodisha Instagram: / zeeodishanews ......................................................................................................