У нас вы можете посмотреть бесплатно ମଲା ପରେ ବି ୟାଙ୍କୁ କାହିଁକି ଡରୁଛନ୍ତି ଟ୍ରମ୍ପ | Epstein files | Exposed Persons |Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#କଣ_ରହିଛି_ଏ_ଫାଇଲରେ ? ସମଗ୍ର ବିଶ୍ୱରେ ଏବେ ଗୋଟିଏ ଚର୍ଚ୍ଚା। ଏଫଷ୍ଟିନ୍ ଫାଇଲ । କ’ଣ ରହିଛି ଏ ଫାଇଲରେ ? , କିଏ ଏ ଏଫଷ୍ଟିନ୍ ?ଯାହାଙ୍କ ମୃତ୍ୟୁର ଦୀର୍ଘବର୍ଷ ପରେ ଏବେ ସିଏ ହଠାତ୍ ଚର୍ଚ୍ଚିତ ହୋଇ ପଡିଛନ୍ତି। ତାଙ୍କ ଫାଇଲଗୁଡ଼ିକରେ ଏମିତି କ’ଣ ତଥ୍ୟ ରହିଛି ଯାହା, ସମଗ୍ର ବିଶ୍ୱକୁ ଚମକେଇ ଦେଇଛି ? ଏ ସବୁ ପ୍ରଶ୍ନ ଏବେ ଆନ୍ତର୍ଜାତିକ ମିଡିଆର ସବୁଠାରୁ ବଡ ପ୍ରସଙ୍ଗ ପାଲଟି ଯାଇଛି। ଟ୍ରମ୍ପଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପର୍ଯ୍ୟନ୍ତ ଅନେକ ବଡ ବଡ ବିଶ୍ୱସ୍ତରୀୟ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଛି। ତା ହେଲେ କେତେ ସତ ଏ ପ୍ରସଙ୍ଗଗୁଡିକ, ଆସନ୍ତୁ ଆମେ ଏହାକୁ ବିସ୍ତୃତ ଭାବେ ଜାଣିବା। #epstienfiles #blacknight #exposedtruth #trump #odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter