У нас вы можете посмотреть бесплатно ଜୟ ତୁ ମଙ୍ଗଳା ମା ଗୋ | JAYA TU MANGALA MAA GO JAYA HARA CHANDI | Namita Agrawal | Sidharth Music или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Create Your Reels Here :- https://bit.ly/3CdaSlQ Song : Jay Tu Mangala Maa Go Album : Jay Tu Mangala Maa Album No. : SM -3302 Lyrics : Puratana Singer : Namita Agrawal Music Director : Puratana ------------------------------------------------------------ ♪ Full Song Available on ♪ ►JioSaavn : https://bit.ly/32YXJex ►Wynk : https://bit.ly/3uZqkNE ►Resso : https://bit.ly/3Mr1WOo ►Spotify : https://spoti.fi/2VQvCfY ►Gaana : https://bit.ly/2IqZ0BF ►Apple Music : https://apple.co/3cCpldS ►Amazon Prime Music : https://amzn.to/2VSoO1n ------------------------------------------------------------------- ବୈଶାଖ ମାସର ପ୍ରଥମ ମଙ୍ଗଳବାର କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କର ମନ୍ଦିରରେ ପାଳିତ ହୋଇଥାଏ ଅନନ୍ୟ ଝାମୁଯାତ୍ରା । ରାଜ୍ୟର ଦେବଦେବୀ ମନ୍ଦିରମାନଙ୍କରେ ପଣା ସଂକ୍ରାନ୍ତି ତିଥିରେ ଝାମୁଯାତ୍ରା ପାଳିତ ହେଉଥିବା ବେଳେ ଏକମାତ୍ର ଶକ୍ତିପୀଠ ମା’ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ଅଥବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ମା' ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲେ । ଦିନେ ନଦୀରେ ନିଜର ନାବ ବାହୁଥିବା ବେଳେ ବନ୍ୟା ଆସିବାରୁ, ନାଉରିଆ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ ତାର ନାବ ସ୍ଥିରହୋଇ ରହିଲା ଓ ନାବ ସହିତ ରକ୍ଷା ପାଇଲା। କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା ଏହିପରି ଚିନ୍ତାରେ ଥିବାବେଳେ ଥରେ ପ୍ରାତଃକାଳରେ ମା’ଙ୍କର ସ୍ୱପ୍ନାଦେଶ ପାଇ[୩] ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା। କିଛି ସମୟ ଅତିକ୍ରାନ୍ତେ ଏକ କଳା ବର୍ଣ୍ଣର 'କାକ'ଟିଏ ପ୍ରାଚୀ ନଦୀକୁ ଲମ୍ଫ ଦେଲା। ବହୁ ସମୟ, ବହୁଦିନ ଅତିକ୍ରମ କରିଗଲା କିନ୍ତୁ ସେହି କାକଟି ଆଉ ଫେରିଲା ନାଇଁ, କାରଣ ସେ ନଦୀର ଭିତର ପାର୍ଶ୍ୱରେ ଅଟକି ଯାଇଥିଲା, ଯେଉଁ ସ୍ଥାନରେ ନାଉରିଆଟି ମା'ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ପାଇଥିଲା। କିଛି ସମୟ ଅତିକ୍ରମ କଲା ପରେ ମଙ୍ଗଳପୁର ଗ୍ରାମଟି କାକଟପୁର ନାମରେ ନାମିତ ହେଲା। ମା'ଙ୍କୁ କାକଟପୁର ମଙ୍ଗଳା ନାମେ ପରିଚାଳିତ କରାଗଲା। ------------------------------------------------------ Editor : Chandan, Balram Thumbnail Design : Bikash & Tapan 3D Modeling : Adil Ali Khan Digital Grading : Shivananda Jena DI At : Sidharth Studio Camera Associate : Rintu, Narendra & Vicky IT Support : Durga Prasad Das Makeup : Deepak, Bablu Recorded At : Sidharth Studio Voice Dubbing By : Munna & Bapun Mastering By : Sitaram Agrawal & Pradyumna Singh Banner : Sidharth Music Producer : Sitaram Agrawal & Namita Agrawal --------------------------------- Enjoy & stay connected with us! Facebook : / namitaagrawalofficial --------------------------------- ସିଦ୍ଧାର୍ଥ TV" ଏବେ ସମସ୍ତ DTH ଏବଂ Cabel ରେ ଉପଲବ୍ଧ .. Sidharrth TV : Dish-1311,Tata Play-1757,Airtel-600 Sun Direct -657,D2H-1311 Sidharth Bhakti : Dish TV-1395, Airtel-616,Sun-491 Sidharth Gold : Dish TV -1333, Airtel-602,Sun-658 Jay Jagannath : Dish-1397,Videocon D2H-1397 SUBSCRIBE us for Mega Serial, Reality Shows every day: YouTube : / sidharthtv Instagram : / sidharthtvofficial Facebook : / sidharthtvofficial Twitter : / sidharth_tv Subscribe our other Television Channels : Sidharth Bhakti : https://bit.ly/3ybqxAJ Sidharth Gold : https://bit.ly/3a1P4Ac Jay Jagannath : https://bit.ly/3aa1lTa #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal