У нас вы можете посмотреть бесплатно He Sundar Tume Apurba Iswara (With Lyrics) || Samir || Satsang At Bhaba Bhai's Residence || или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ହେ ସୁନ୍ଦର ତୁମେ ଅପୂର୍ବ ଈଶ୍ୱର ଅପରୂପ ପ୍ରିୟତମ ତୁମରି ଦୟାରେ ଲଭିଛି ତୁମକୁ ତୁମେ ମୋ ଜୀବ ଜୀବନ..........||୦|| ତୁମ ପରି ଏତେ ଦୟାମୟ ଆଉ କେହି ନାହିଁ ଏ ସଂସାରେ ପ୍ରେମର ଡୋରିରେ ବାନ୍ଧିଦେଲ ତୁମକୁ ନିତିଦିନ ଝୁରେ ଅମୃତର ମନ୍ତ୍ର ଗାଉ ଥିବି ସଦା ତୁମ ଠାରେ ଦେଇ ମନ ତୁମରି ଦୟାରେ ଲଭିଛି ତୁମକୁ ତୁମେ ମୋ ଜୀବ ଜୀବନ.......||୧|| କାହିଁ କେତେ ଦିନ ଏ ବନ୍ଧନ ଯୋଡ଼ି ଅଛ ସାଥେ ତୁମ ପ୍ରାଣ ପାଇଛି ମୁଁ ତୁମରି ପରଶ ଭୁଲିବିନି ତୁମ ସ୍ନେହ ପ୍ରେମ ଜନମେ ଜନମେ ତୁମରି ବନ୍ଧନ ରହିଥାଉ ମୋର ମନ ତୁମରି ଦୟାରେ ଲଭିଛି ତୁମକୁ ତୁମେ ମୋ ଜୀବ ଜୀବନ......||୨|| #he sundar tume #apurba iswara #samir pradhan #hindol road #bhaba bhai