У нас вы можете посмотреть бесплатно ଭକ୍ତ ସାଲବେଗ କଥା /ଜଗନ୍ନାଥ ମହିମା/Bhakta Salabega Katha/Odia Story/Amiyabala Tripathy или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
🌸 ଭକ୍ତ ସାଲବେଗ – ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ 🌸 ଭକ୍ତ ସାଲବେଗ ହେଉଛନ୍ତି ଓଡ଼ିଶାର ଏକ ମହାନ ଭକ୍ତ ଓ ଭଜନ କବି, ଯିଏ ନିଜ ଜୀବନକୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ନିଯୋଗ କରିଥିଲେ। ମୁସଲମାନ ପିତା ଓ ହିନ୍ଦୁ ମାତାଙ୍କ ସନ୍ତାନ ହୋଇଥିଲେ ମଧ୍ୟ, ସାଲବେଗଙ୍କ ଜୀବନ ଦେଖାଇଦେଇଛି ଯେ ଭକ୍ତିରେ ଧର୍ମ ଓ ଜାତିର ଅବଧି ନାହିଁ। ଏହି ଭିଡିଓରେ ଆପଣ ଦେଖିପାରିବେ 👇 🙏 ଭକ୍ତ ସାଲବେଗଙ୍କ ଜୀବନ କାହାଣୀ 🕉️ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କ ଅସୀମ ଭକ୍ତି 🎶 ତାଙ୍କ ରଚିତ ଭଜନମାନଙ୍କ ଅର୍ଥ ଓ ମହତ୍ତ୍ୱ 🏰 “ଆହେ ନୀଳ ସୈଳ” ଭଜନ ପଛରେ ଥିବା ଅଦ୍ଭୁତ କାହାଣୀ 💫 ଭକ୍ତ ସାଲବେଗଙ୍କ ଛାଡ଼ିଯାଇଥିବା ଭକ୍ତି ସଂସ୍କୃତିର ଐତିହ୍ୟ 📜 ସାଲବେଗଙ୍କ ଜୀବନ ଆମକୁ ସେଇ ଶିଖା ଦେଇଥାଏ — ସତ୍ୟ ଭକ୍ତି ହେଉଛି ହୃଦୟରେ, ଜନ୍ମରେ ନୁହେଁ। ✨ ଭିଡିଓଟି ଭଲ ଲାଗିଲେ LIKE, SHARE ଓ SUBSCRIBE କରି ଆମ ଚ୍ୟାନେଲକୁ ସମର୍ଥନ କରନ୍ତୁ ଯାହାଁରେ ଆମେ ଆଉ ଅଧିକ ଭକ୍ତିମୟ ଓ ଐତିହ୍ୟ ସମ୍ପର୍କିତ କାହାଣୀ ଆଣିବୁ। 🌸 Bhakta Salabega – The Eternal Devotee of Lord Jagannath 🌸 Bhakta Salabega is one of the most revered saints and poets of Odisha, remembered for his unwavering devotion to Lord Jagannath of Puri. Born to a Muslim father and a Hindu mother, his life stands as a timeless symbol of faith that transcends religion and caste. In this video, discover the inspiring story of Bhakta Salabega, whose songs and poems continue to echo in the hearts of Jagannath devotees even today. 📖 What you’ll learn in this video: 🙏 The divine life and miracles of Bhakta Salabega 🕉️ His deep devotion and unbreakable bond with Lord Jagannath 🎶 The meaning and story behind his famous bhajan “Ahe Nila Saila” 🏰 His contributions to Odia literature and Jagannath culture 💫 The spiritual message that faith is beyond religion 📜 Bhakta Salabega’s devotion reminds us that true love for God knows no boundaries. ✨ Don’t forget to LIKE, COMMENT, SHARE, and SUBSCRIBE for more inspiring spiritual stories from Indian history and culture. #BhaktaSalabega #LordJagannath #AheNilaSaila #OdiaDevotion #JagannathCulture #OdiaBhajan #IndianSaints #SpiritualStories #Devotion#odiastory #odiashortstory #Bhaktikatha#jagannathbhaktikatha#hindudeity