У нас вы можете посмотреть бесплатно ଯାଜପୁରରେ ପହଁଞ୍ଚିଲା ସ୍ବର୍ଣ୍ଣ ଧନୁ ,ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଲା ଅଞ୍ଚଳ ! Golden Bow , Jajpur. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଯାଜପୁରରେ ପହଁଞ୍ଚିଲା ସ୍ବର୍ଣ୍ଣ ଧନୁ ,ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଲା ଅଞ୍ଚଳ ! ଯାଜପୁର ଜିଲ୍ଲା କୁଆଖିଆ ଠାରେ ସ୍ଵର୍ଣ୍ଣଧନୁ କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ରାଉଲକେଲା ଠାରୁ ଆରମ୍ଭ ହୋଇଛି ଏହି ସ୍ଵର୍ଣ୍ଣ ଧନୁଷ ଯାତ୍ରା ।ଓଡ଼ିଶା ସମସ୍ତ ଜିଲ୍ଲା ଭ୍ରମଣ କରି ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା ହେବ ସ୍ଵର୍ଣ୍ଣଧନୁ । ଆଜି ଯାଜପୁର ଜିଲ୍ଲାର ବିରଜା କ୍ଷେତ୍ରରେ ଏହି ଯାତ୍ରା ପଂହଚିବା ପରେ ସେଠାରୁ ବାହାରୁ କୁଆଖିଆ ଠାରେ ହଜାର ହଜାର ସଂଖ୍ୟାରେ ମହିଳା ଏବଂ ପୁରୁଷ ମାନେ ଏହାକୁ ସ୍ଵାଗତ କରିଥିଲେ ।ହରିବୋଲ ହୁଳହୁଳି ରେ ସମଗ୍ର ଅଞ୍ଚଳ ପ୍ରକଂପିତ ହୋଇଥିଲା ।Golden Bow , Jajpur. #jajpur #BirajaTemple #GoldenBow #Ayodhya #rammandir Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha