У нас вы можете посмотреть бесплатно ମୃତ୍ୟୁପରେ ମୁକ୍ତିର ଉପାୟ ଭଗବତ କଥା ! | Episode 78 | Panchadeba Namastute | Sidharth Utsav или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମୃତ୍ୟୁ ହେଉଛି ଜୀବନର ଚରମ ସତ୍ୟ। କିନ୍ତୁ ମୃତ୍ୟୁ ପରେ ଜୀବାତ୍ମାର ଗତି କଣ ହୁଏ ? କିଭଳି ଜଣେ ମଣିଷ ଜନ୍ମ-ମୃତ୍ୟୁର ଏହି ଚକ୍ରରୁ ମୁକ୍ତି ପାଇପାରିବ ? ଆଜିର ଏହି ବିଶେଷ ଅଧ୍ୟାୟ "ପଞ୍ଚଦେବ ନମସ୍ତୁତେ - Episode 78" ରେ ଶ୍ରବଣ କରନ୍ତୁ ଭାଗବତ କଥା ମାଧ୍ୟମରେ "ମୃତ୍ୟୁପରେ ମୁକ୍ତିର ଉପାୟ"। ଭଗବାନଙ୍କ ଶରଣାଗତ ହୋଇ କିଭଳି ମୋକ୍ଷ ପ୍ରାପ୍ତି କରାଯାଏ, ସେ ବିଷୟରେ ଶାସ୍ତ୍ରୀୟ ବ୍ୟାଖ୍ୟା ଶୁଣନ୍ତୁ। ଏହି ଦିବ୍ୟ ଆଲୋଚନା ଆପଣଙ୍କ ମନର ସମସ୍ତ ସନ୍ଦେହ ଦୂର କରିବା ସହ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବ ଭିଡିଓଟି ଭଲ ଲାଗିଲେ Like ଏବଂ Share କରନ୍ତୁ। ଭାଗବତର ଅମୃତ ବାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ "Subscribe" କରନ୍ତୁ। #PanchadebaNamastute #BhagabataKatha #SidharthUtsav #MuktiraUpaya #OdiaPravachan #SpiritualOdisha #LifeAfterDeath #Moksha #JagannathSanskruti #SitaramAgrawal #Episode78 #OdiaBhagabata Subscribe to Sidharth Utsav: / @sidharthutsavofficial 📡 Sidharth Utsav DTH Details : Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796 ========================== 🌐 Follow Us on Social Media: 📘 Facebook: / sidharthutsavofficial 📸 Instagram: / sidharthutsav 🐦 Twitter (X): https://x.com/sidharthutsav ========================== Subscribe our other Television Channels : Sidharth TV : / sidharthtv Sidharth Gold : / @sidharthgold Jay Jagannath TV : / @jayjagannathtvofficial #NamitaAgrawal #SidharthTV #SidharthBhakti #SidharthGold #SidharthMusic l #SitaramAgrawal #jayjagannathtv