У нас вы можете посмотреть бесплатно ଶ୍ରୀ ଶ୍ରୀ କୃଷ୍ଣ ବାଲ୍ୟଲୀଳା ବା କାଳିୟ ଦଳନ - ଶ୍ରୀ ଶ୍ରୀ ଶରୀଶ୍ଵର ରାମକୃଷ୍ଣନାଟ୍ୟ ସଂସଦ ଅଡାଲ / ବଢାଲ /ପୁରୀ P-1 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଶ୍ରୀ ଶ୍ରୀ କୃଷ୍ଣ ବାଲ୍ୟଲୀଳା ବା କାଳିୟ ଦଳନ - ଶ୍ରୀ ଶ୍ରୀ ଶରୀଶ୍ଵର ରାମକୃଷ୍ଣନାଟ୍ୟ ସଂସଦ ଅଡାଲ , ବଢାଲ ,କଣାସ,ପୁରୀ #kalidal #bandana ପ୍ରିୟ ଦର୍ଶକ ବନ୍ଧୁ | ମୁଁ ଭାସ୍କର ରଞ୍ଜନ ପଣ୍ଡା ଆପଣ ମାନଙ୍କୁ ସାଦରେ ପ୍ରଣାମ ଜଣାଉଛି | ଆପଣ ମାନେ ଆମ ଉତ୍କଳ ଭାସ୍କର ୟୁଟ୍ୟୁବ ଚ୍ୟାନେଲ କୁ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛି | ଓଡ଼ିଶାର ପ୍ରାଚୀନ କଳା ସଂସ୍କୃତିକୁ ସର୍ବ ସମ୍ମୁଖରେ ପହଞ୍ଚେଇବା ପାଇଁ ଉତ୍କଳ ଭାସ୍କର ୟୁଟ୍ୟୁବ ଚ୍ୟାନେଲ ସଦା ସର୍ବଦା ସଂକଳ୍ପ ବଦ୍ଧ | ଆପଣଙ୍କର ଭଲପାଇବା ଏବଂ ଆଶ୍ରିବାଦ ରହିଲେ ଆମେ ଆହୁରି ସଂସ୍କୃତି ଭିତିକ କାର୍ଯ୍ୟକ୍ରମ ଯଥା - ଓଡ଼ିଆ ପାଲା/ ଦାସ କାଠିଆ/ ପ୍ରବଚନ/ ଭଜନ /ରାମଲିଳା/ମେଲୋଡି ଆଦି ଅନେକ ନୂଆ ନୂଆ କାର୍ଯ୍ୟକ୍ରମ କୁ ଆପଣଙ୍କ ପାଖରେ ପହଞ୍ଚେଇ ପାରିବୁ ଯଦି ଆପଣ ଆମ ଚ୍ୟାନେଲ କୁ Subscribe କରିନାହାନ୍ତି ତେବେ ଏବେ ହିଁ Subscribe କରିନିଅନ୍ତୁ ଏବଂ ତୁରନ୍ତ ପୋଷ୍ଟ ଦେଖିବା ପାଇଁ ବେଲ ବଟମ କୁ ବ୍ୟବହାର କରନ୍ତୁ | ଆପଣମାନେ ଆମ ଉତ୍କଳ ଭାସ୍କର ୟୁଟ୍ୟୁବ ଚ୍ୟାନେଲ ର Visit Channel କୁ ଯାଇ Playlists କୁ ଯାଆନ୍ତୁ ସେଠାରେ ଏକ ନଂ ଓଡ଼ିଆ ପାଲା/ଓଡ଼ିଆ ଭଜନ ୨୦୨୪/କେବଳ ସଙ୍କୀର୍ତ୍ତନ/Viral Shorts/ ଆପଣ ଏଥିରେ ସବୁ ବୁଲା ବୁଲି ଭିଡ଼ିଓ ପାଇବେ,Pauranika Ghuduki,ମେଲୋଡି ଡ୍ୟାସ ଆଧୁନିକ ପୋଗ୍ରାମ/Danda Nacha Viral/Bratopanayan live/ଖେଳ/Odiya Pala/ସମ୍ବଲପୁରୀ ଗୀତ/Odisha God/ଦମଦାର ରଜ ଯାତ୍ରା/Odisha No1Comedy/ରାମଲୀଳା/Ranpur Jagarnnatha/ଓଡ଼ିଆ ଯାତ୍ରା ଧମାକା (Jatara Dhamaka)/Live Events/Chandeswar Ramalila/Mix bhaska/Panda Digital ଭଳି ସବୁ Folder 📂 ପାଇବେ ଯାହା 🔗ଆପଣଙ୍କ ପାଇଁ ପୁର ମାଗଣା ଦେଖିପାରିବେ /Playlists ରୁ ଆପଣ ଙ୍କ ର ଯୋଉ ଭିଡ଼ିଓ ପସନ୍ଦ ତାହା ଦେଖନ୍ତୁ । ଆମ Live ରୁ ମଧ୍ୟ ଫୁଲ ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ ଯାହା ଆଉ କୌଣସି ଚ୍ୟାନେଲ ରେ ପ୍ରାୟ ମିଳିବା ଅସମ୍ଭବ ହୋଇଥାଏ I ଏଠାରେ Seetting ରୁ Quality Advance (Select a specific resolution) ବଢାଇ ଦେଖି ପାରିବେ । ଆପଣଙ୍କୁ ଅନୁରୋଧ ଆମ ଙ୍କୁ ସହଯୋଗ କରନ୍ତୁ ଓ ଯଦି କିଛି ଭଲ ଲାଗୁନି ତାହା ଜଣାନ୍ତୁ । ଆପଣଙ୍କ ର ସବୁବେଳେ ମଙ୍ଗଳ ହେଉ / ଯଦି ଆପଣଙ୍କ ଅଂଚଳରେ ହେଉଥିବା ଏମିତି କିଛି କାର୍ଯ୍ୟକ୍ରମ ର ପ୍ରସାରଣ କରିବାପାଇଁ ଇଛାପ୍ରକାଶ କରନ୍ତି ତେବେ ଆମସହ ଯୋଗା ଯୋଗ କରନ୍ତୁ -🙏👇 Utakal Bhaskar YouTube channel🤳 /Mobile 9937701444/9938567645/9178475541/8249751345 No ରେ ଯୋଗାଯୋଗ କରନ୍ତୁ କେବଳ ଦିନ ବେଳେ ଫୋନ୍ କରନ୍ତୁ | ବିବାହ/ବ୍ରତ/ସ୍ୱନକ୍ଷେତ୍ର ଇତ୍ୟାଦି ଭିଡ଼ିଓ ସୁଟିଙ୍ଗ ପାଇଁ ମଧ୍ୟ ଉପରୋକ୍ତ ନଂ ରେ ଯୋଗାଯୋଗ କରିପାରିବେ । Thank You.👍 ☀️🌞ଭାସ୍କର🌞☀️