У нас вы можете посмотреть бесплатно ବକୋଦା ପାରମ୍ପରିକ ମାଘମଣ୍ଡେଇ ପାଳିତ ହୋଇଯାଇଛି କାଳୀ କଙ୍କାଳୁଣୀ ମାଁ, ପେଣ୍ଡ୍ରାଅଣ୍ଡେନ ଭୀମ ଇତ୍ୟାଦି или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବକୋଦା ପାରମ୍ପରିକ ମାଘମଣ୍ଡେଇ ପାଳିତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବକୋଦି ଗ୍ରାମ ପବିତ୍ର ପାରମ୍ପରିକ ମାଘ ମଣ୍ଡେଇ ପାଳିତ ହୋଇଯାଇଛି। କାଳୀ କଙ୍କାଳୁଣୀ ମାଁ, ଭଙ୍ଗାରାମ ଓ ଭୀମ ଭୀମସେନ ମାଁ ପେଣ୍ଡାରାଣୀ ବୁଡ଼ା ଦେଓ ସମେତ ଗାଁ ର ସମସ୍ତ ଦେବାଦେବୀ ଙ୍କୁ ପାରମ୍ପରିକ ନୈବେଦ୍ୟ ଅର୍ପଣ କରି ଦେବାଦେବଙ୍କ ଲାଠି, କୁରୁଚି ଏବଂ ବିମାନ ସହ ଗଣ୍ୟମାନ୍ୟ ବ୍ୟକ୍ତି ପାରମ୍ପରିକ ଗଣ୍ଡା ବାଦ୍ୟର ଯାତ୍ରା ପରିକ୍ରମା କରିଥିଲେ । ପୂଜାରୀ ମାନସାୟ ଗଣ୍ଡଙ୍କ ପୂଜାର୍ଚ୍ଚନାର ଦାୟି ସମ୍ପତ୍ତ କରିଥିଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବକୋଦା ମାଘ ମଣ୍ଡେଇ ପାଳନ #pcn_blog ଭର ପୁର ଦେବା ଦେବୀଙ୍କ ଲାଠି ପାଲିଙ୍କି ବିମାନ ଆସି ବଜାର ପରିକ୍ରମା କରିଥିଲେ ଦେଖନ୍ତୁ ଭିଡିଓ ଟି PCN blog YouTube channel Video @DesiaNatguru @maapendraniblog @PCNblog #pcn_blog