У нас вы можете посмотреть бесплатно କୋଲେଷ୍ଟ୍ରୋଲ୍ କମିବ ସହଜରେ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କୋଲେଷ୍ଟ୍ରୋଲ୍ କମିବ ସହଜରେ #odiahealthtips #drsenapati #cholesterol #cholesterolmanagement #cholesteroldiet #hearthealth #diabetes #odisha #odia #odishanews #odishatv ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ତାହାକୁଉଚ୍ଚ କୋଲେଷ୍ଟ୍ରୋଲ କୁହାଯାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଏହା ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ଭଳି ଆଶଙ୍କାକୁ ବଢ଼ାଇଥାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ କିପରି ନିୟନ୍ତ୍ରଣ କରିବେ? ଆସନ୍ତୁ ଜାଣିବା ! ଏହି ଭିଡିଓରେ ରହିଛି, କୋଲେଷ୍ଟ୍ରୋଲ ସ୍ତର କେତେ ରହିବା ଜରୁରୀ? କୋଲେଷ୍ଟ୍ରୋଲ କାହିଁକି ବଢ଼େ? ସ୍ଵାସ୍ଥ୍ୟ ଉପରେ ଏହାର ପ୍ରଭାବ କୋଲେଷ୍ଟ୍ରୋଲର ଚିକିତ୍ସା High Cholesterol refers to elevated levels of cholesterol in the blood, particularly LDL (bad) cholesterol. It's important to control high cholesterol because it significantly increases the risk of cardiovascular diseases, such as heart disease and stroke. How to control High Cholesterol? Let's know more. In this Video, Normal range for Cholesterol level, in Odia Causes of High Cholesterol, in Odia Treatment of High Cholesterol, in Odia Subscribe Now & Live a Healthy Life! ଆମେ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ଆମ channel ରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। This channel does not provide medical advice. Content on this channel is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଆମ channel ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। I am Dr Shiba Prasad senapati at present working at SCB medical College and hospital Cuttack making such health related videos on common health problems for public awareness and their treatment in odia language along with medicine and home remedies. Thank you🙏