У нас вы можете посмотреть бесплатно 🎶Gori | ଗୋରୀ 💖 AI Artistry Odia Song 🎵 | AI Odia Lofi Vibes 🎶 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Experience the magic of AI-crafted Odia music with Gori, a soulful lofi vibe blending emotion, melody, and modern Artificial Intelligence artistry. Perfect for late-night listening, study time, or peaceful relaxation. 💫🎧 ✨ Let the rhythm of Odia lofi touch your heart. ✨ Created with AI, inspired by Odia culture. 💙 Support the Channel – AI Odia Lofi 👉 Subscribe for more AI Odia songs 👍 Like if you feel the vibe 💬 Comment your favorite moment 🔁 Share with your friends & loved ones Here you go: 🎶🎶🎶🎶🎶 ::::::::::::::::::::::::::::::::::::::::::: ଗୋରୀ ::::::::::::::::::::::::::::::::::::::::::: [Intro] (Instrumental) [Chorus] ହଲି ହଲି ଚାଲେ ଗୋରୀ କରି ମନ ଚୋରି ହଲି ହଲି ଚାଲେ ଗୋରୀ କରି ମନ ଚୋରି ଛାଡି ମୋତେ ଯାନା ଗୋରୀ ପର ମତେ କରି ଗୋରୀରେ… ଗୋରୀରେ… [Verse 1] ଜାଣେ ନାହିଁ ମନ କାହିଁ ମୋର କିଏ ମୋ ନିଜର କିଏ ଅଟେ ପର କିଏ ଅବା ଆମର [Chorus] ହଲି ହଲି ଚାଲେ ଗୋରୀ କରି ମନ ଚୋରି ଛାଡି ମୋତେ ଯାନା ଗୋରୀ ପର ମତେ କରି [Instrumental Interlude] [Verse 2] ମନେ ତୁ ଭାବୁଛୁ ତୋର ରୂପ ଅମର କଥା ମୋ ମାନେନା ମନ ତୋର ସତକଥା ଶୁଣି ମନ ହୁଏ ଥରହର ରାଗେନି ତୁ ଏମିତି ଗୋରୀ ଡରେ ମନ ମୋର ଏଠି କେହି ନାହିଁ କାହାର ମୋର ପାଶେ ଥାଇ ମଧ୍ୟ କାହିଁ ଲାଗୁ ପର ଗୋରୀରେ… ଗୋରୀରେ… [Chorus] ହଲି ହଲି ଚାଲେ ଗୋରୀ କରି ମନ ଚୋରି ଛାଡି ମୋତେ ଯାନା ଗୋରୀ ପର ମତେ କରି [Instrumental Interlude] [Verse 3] ମନରେ ମାରୁଛି ବିଜୁଳି ଉଛୁଳେ ମନ ମୋର ପ୍ରେମ ବନ୍ୟା ଆସେ ମାଡ଼ି କେମିତି ମୁଁ ଫେରିଯିବି ମୋ ହୃଦୟର ଘର ସୁଖ ଦୁଃଖ ଭୁଲି ଆଯି ତୋତେ କରିଛି ନିଜର ତୁ ହିଁ ମୋ ସକଳ ଆଧାର ଜାଣିଛି ମୁଁ ତୁ ମୋତେ କେବେ କରିବୁନି ପର ଗୋରୀରେ… ଗୋରୀରେ… [Chorus] ହଲି ହଲି ଚାଲେ ଗୋରୀ କରି ମନ ଚୋରି ଛାଡି ମୋତେ ଯାନା ଗୋରୀ ପର ମତେ କରି ଗୋରୀରେ… ଗୋରୀରେ… ହଲି ହଲି ଚାଲେ ଗୋରୀ କରି ମନ ଚୋରି ଛାଡି ମୋତେ ଯାନା ଗୋରୀ ପର ମତେ କରି ଗୋରୀରେ… ଗୋରୀରେ… #AIOdiaLofi #OdiaLofiSong #GoriOdiaSong #AISongOdia #ArtificialIntelligenceMusic #OdiaLofi #OdiaSong2026 #LofiOdia #AIMusic #OdiaLoveSong #RelaxingOdiaMusic #ChillOdiaSongs #OdiaMusic #OdiaSongs #OdiaCulture #OdiaTradition #OdiaMelodies #OdiaClassics #OdishaMusic #OdishaCulture #OdiaFolk #OdiaFilmSongs #OdiaHits #OdiaSingers #OdiaLanguage #OdiaTunes #OdiaArtists #OdiaLegends #OdiaEntertainment #OdiaHeritage #OdiaVibes #OdiaRhythms Note: This is not an auto-generated AI song. All lyrics are original and human-written. AI is used solely as a creative tool, guided by musical knowledge and refined prompt engineering through dedicated effort.