У нас вы можете посмотреть бесплатно ଝାଡ଼ାରେ ରକ୍ତ ପଡ଼ୁଛି କି! | Dr Shakti Prasad Choudhury on Blood in Stool in Odia | Causes & Treatment или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#BloodStool #DoctorAdvice #OdiaHealthTips ଝାଡ଼ାରେ ରକ୍ତ ପଡ଼ିବା ଏକ ସାଧାରଣ ସମସ୍ୟା ନୁହେଁ। ଏହାକୁ ହେୟଜ୍ଞାନ କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଏହାଣ ଚିକିତ୍ସା କରନ୍ତୁ। କାହିଁକି ନା, ଏହା କ୍ୟାନସରର ଲକ୍ଷଣ ବି ହୋଇପାରେ। ତେବେ ଝାଡ଼ାରେ କାହିଁକି ରକ୍ତ ପଡ଼େ? ଏହାର କାରଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଜାଣିବା। ଏହି ଭିଡିଓରେ ରହିଛି, ଝାଡ଼ାରେ କାହିଁକି ପଡେ଼ ରକ୍ତ? (0:00) କୋଷ୍ଠକାଠିନ୍ୟ ଯୋଗୁଁ ଝାଡ଼ାରେ ରକ୍ତ ପଡ଼େ କି? (1:46) କ’ଣ ସବୁ ଲକ୍ଷଣ ଦେଖାଯାଏ? (2:40) କ’ଣ ଡାକ୍ତରୀ ପରୀକ୍ଷା କରାଯାଏ? (3:40) ଝାଡ଼ାରେ ରକ୍ତ ପଡ଼ିଲେ କ’ଣ ଚିକିତ୍ସା କରାଯାଏ? (4:46) ଝାଡ଼ାରେ ରକ୍ତ ପଡ଼ିବା କ୍ୟାନସରର ଲକ୍ଷଣ କି? (6:14) ଝାଡ଼ାରେ ରକ୍ତ ପଡ଼ିବାକୁ କେମିତି ରୋକିବେ? (7:34) ଡାକ୍ତରଙ୍କ ପରାମର୍ଶ (8:49) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/what-is-the... Blood in stool is not a common problem. Don't underestimate it. Treat it immediately by consulting a doctor. For some reason, it can be a sign of cancer. So what is the cause of blood in stool? Let's find out the cause and treatment from Dr Shakti Prasad Choudhury, a Gastroenterologist. In this video, Causes of blood in the stool (0:00) Do you have blood in the stool due to constipation? (1:46) What are the Symptoms? (2:40) Diagnosis of Blood in Stool (3:40) Treatment of Blood in Stool (4:46) Is bleeding in the stool a sign of cancer? (6:14) How to prevent bleeding in the stool? (7:34) Doctor’s Advice (8:49) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!