У нас вы можете посмотреть бесплатно ମୃତ୍ୟୁର ଭୟ ନଥାଏ ଶରଣାଗତ'ର | Bhitiri Katha 108 | Narayan Mishra | Odisha 365 | Sharanagati или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମୁଁ ପ୍ରବଚନ ଶୁଣୁଛି, ମନ୍ଦିର ଯାଉଛି, ଠାକୁର ପୂଜା କରୁଛି କିନ୍ତୁ ଏହା ଲୋକ ଜାଣିବା ପାଇଁ ନା ଠାକୁରଙ୍କ ପାଇଁ ? ଶରଣାଗତି ଥରେ ଭଗବାନଙ୍କ ଶରଣ ନେଲେ କେହି କିଛି କ୍ଷତି କରିପାରିବେନି | --------- ଭଗବାନଙ୍କ ଶରଣ ନେଲେ ଏହି ୪ଟି ଜିନିଷ ଛାଡ଼ି ପଳାଏ --------- ବଞ୍ଚିବାର ଆଶା ମୃତ୍ୟୁର ଭୟ କିଛି କରିବାର ଆଶା ପାଇବାର ଲୋଭ ---------------- ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ, ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ? ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ | ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର ସରଳ ଉପାୟ ପାଇ ପାରିବେ | ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ ଜୟ ଜଗନ୍ନାଥ ---------- Narayan Mishra Bhitiri Katha Odisha 365 #saranagati #bhitirikatha #narayanmishra #odisha365 #ଶରଣାଗତି