У нас вы можете посмотреть бесплатно 'ବୋହୂ ପାଇଁ ମୋ ପୁଅ ମରିଗଲା' || Odia rapper Abhinav Singh Death Mystery || Bengaluru || Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
'ବୋହୂ ପାଇଁ ମୋ ପୁଅ ମରିଗଲା' || Odia rapper Abhinav Singh Death Mystery || Bengaluru || Odisha Reporter କେମିତି ହେଲା ବେଙ୍ଗାଲୁରୁରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତ୍ୟୁ?ଆତ୍ମହତ୍ୟା ନା ପଛରେ ଲୁଚି ରହିଛି ଆଉ କିଛି କାରଣ? ଏବେ ବି ସନ୍ଦେହରେ ଅଭିନବ ସିଂହଙ୍କ ମୃତ୍ୟୁ ମାମଲା। ଅଭିନବଙ୍କ ତାଙ୍କ ସ୍ତ୍ରୀଙ୍କ ସହ ପାରିବାରିକ କଳହ ଲାଗି ରହିଥିବାରୁ ଏଭଳି ପରିସ୍ଥିତି ହୋଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ସ୍ତ୍ରୀଙ୍କ ସହ ସମ୍ପର୍କ ଏତେ ତିକ୍ତତା ଆସିଥିଲା କି କଥା ଥାନା କୋର୍ଟରେ ପହଞ୍ଚିଥିଲା। ଏପରିକି ଗତବର୍ଷ ସ୍ତ୍ରୀଙ୍କ ଅଭିଯୋଗ ପରେ ଗିରଫ ବି ହୋଇଥିଲେ ଅଭିନବ। ତେଣୁ ସେଦିନରୁ ଘଟଣାକୁ ନେଇ ଅସନ୍ତୋଷ ଓ କଳହ ଥିଲା ବୋଲି ଅଭିନବଙ୍କ ମାଆ ଅଭିଯୋଗ କରିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #Odisha #OdishaReporter #rapper #suicide ##AbhinavSingh #OdiaRapper #OdiaRapperDead