У нас вы можете посмотреть бесплатно Minikatha odia Podcast Women’s Day Special with Itirani Samanta on Odia literature & empowerment. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଏହି ବିଶେଷ International Women’s Day ଅବସରରେ Minikatha Odia Podcast ରେ ଆମ ସହ ଯୋଗ ଦେଇଛନ୍ତି ପ୍ରଖ୍ୟାତ ସାହିତ୍ୟିକା ଓ ସମ୍ପାଦିକା ଇତିରାଣୀ ସାମନ୍ତ। ଏହି ଆଲୋଚନାରେ ସାହିତ୍ୟ, ସିନେମା, ଫ୍ୟାସନ୍ ଓ ସମାଜ ସେବାର ଏକ ଅଦ୍ଭୁତ ଯାତ୍ରାକୁ ଶୁଣିବାକୁ ମିଳିବ। Kadambini ଓ Kunikatha ପତ୍ରିକା, Sahitya Hata, Sephali Designer Boutique, Krantidhara ସିନେମା, କରୋନା ସମୟରେ ନିର୍ମିତ ଚଳଚ୍ଚିତ୍ର, storytelling, Itinka Alapa, ପୁସ୍ତକ ପ୍ରତି ତାଙ୍କର ଭଲପାଇବା ଏବଂ ଟ୍ରାନ୍ସଜେଣ୍ଡର ସମୁଦାୟ ପାଇଁ କରୁଥିବା ସାହାଯ୍ୟ ନେଇ ହୃଦୟସ୍ପର୍ଶୀ କଥାବାର୍ତ୍ତା ହୋଇଛି। ଦରିଦ୍ରତାରୁ ଉଠି ଆଜିର ସଫଳତା ପର୍ଯ୍ୟନ୍ତ ତାଙ୍କର ପ୍ରେରଣାଦାୟକ ଯାତ୍ରା ନିଶ୍ଚୟ ନୂଆ ପିଢିକୁ ପ୍ରେରଣା ଦେବ। ପୁରା ଏପିସୋଡ୍ଟି ଦେଖନ୍ତୁ ଓ ଆପଣଙ୍କର ମତାମତ ଜଣାନ୍ତୁ। #MinikathaPodcast #ItiraniSamanta #InternationalWomensDay #OdiaPodcast #Kadambini #Kunikatha #OdiaLiterature #OdiaCinema #WomenEmpowerment #Krantidhara #SahityaHata #SephaliDesigner #Storytelling #OdiaCulture #WomenInspiration #TransgenderSupport #OdiaYouTube