У нас вы можете посмотреть бесплатно ସାଲେପୁରର ବିଶ୍ଵପ୍ରସିଦ୍ଧ ରସଗୋଲା! 🤤/ଇତିହାସର ସେହି ପବିତ୍ର ସ୍ଥାନ🤩@TanmitEveryday-1012 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ଦର୍ଶକ ବନ୍ଧୁ! 👋 ଆଜିର ଭିଡିଓଟି ବହୁତ ଖାସ୍ ହେବାକୁ ଯାଉଛି। ଆମେ ଯାଉଛୁ ଶାଶୁଘରକୁ! 🤩 ବାଟରେ ଆମେ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ସାଲେପୁର ରସଗୋଲା ଖାଇଲୁ😋 ଆଉ ତା'ପରେ ଆମେ ପହଞ୍ଚିଲୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମସ୍ଥାନରେ। ଏହି ଐତିହାସିକ ସ୍ଥାନର କିଛି ବିଶେଷ ମୁହୂର୍ତ୍ତ ଆପଣଙ୍କ ପାଇଁ ଆଣିଛୁ। ଏହି ଭିଡିଓରେ ଆପଣ ପାଇବେ: ଶାଶୁଘରେ ମଜାମସ୍ତିର ଝଲକ। ଅସଲି "ବିକଳାନନ୍ଦ କର"ଙ୍କ ସାଲେପୁର ରସଗୋଲାର ସ୍ୱାଦ। ମଧୁବାବୁଙ୍କ ଜନ୍ମସ୍ଥାନର କିଛି ଅଜଣା କଥା। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କମେଣ୍ଟରେ ଜଣାନ୍ତୁ ଆପଣଙ୍କୁ କେମିତି ଲାଗିଲା। ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେନି! 🙏 #OdiaVlog #SalepurRasagolla #MadhusudanDas #OdishaTourism #FamilyVlog #OdiaBlogger #UtkalGourav #MadhuBabu #Odisha #IndianVlogger #Salepur #Rasagolla #ଶାଶୁଘର #ରସଗୋଲା #ଓଡିଶା ଶାଶୁଘର ଯାତ୍ରା, ସାଲେପୁର ରସଗୋଲା ଓ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ଭ୍ରମଣ! 🔥 ଓଡ଼ିଶା VLOG | Family Fun & Food